Latest Odisha News

BREAKING NEWS

Browsing Category

ଅପରାଧ

ଭିଜିଲାନ୍ସ ଜାଲରେ ରେଭେନ୍ୟୁ ଇନ୍ସପେକ୍ଟର୍‌

ଜଗତସିଂହପୁର: ଲାଂଚ ଦାବି କରି ଭିଜିଲାନ୍ସ ହାତରେ ଧରାପଡିଲେ ଜଗତସିଂହପୁର ଜିଲ୍ଲା ଜାପା ରାଜସ୍ୱ ନିରୀକ୍ଷକ ସମୀର କୁମାର ମଲ୍ଲିକ । ଏରସେମା ତହସିଲରେ ମ୍ୟୁଟେସନ ମାମଲାର ସମାଧାନ ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କଠାରୁ ସମୀର କୁମାର ମଲ୍ଲିକ ଲାଂଚ ମାଗିଥିବା ଅଭିଯୋଗ ହୋଇଛି । ରିପୋର୍ଟ…

କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ । ରେଡ୍ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ପୋଲିସ । ଜିଲ୍ଲାର ବାଲେର ଗାଁରେ ଲମତାପୁଟ ଓ ମାଛକୁଣ୍ଡ ଥାନା ପୋଲିସର ମିଳିତ ରେଡ୍ ବେଳେ ମିଳିଛି ୧୩ କ୍ୱିଣ୍ଟାଲ ୫୭ କିଲୋ ଗଞ୍ଜେଇ । ୫୮ଟି ବସ୍ତାରେ ଏସବୁ ଗଞ୍ଜେଇ ଭର୍ତ୍ତି…

ପିପିଲିରେ ମାତିଲେ ଲୁଟେରା ଗ୍ୟାଙ୍ଗ୍‌, ବୁଲାଇଲେ କଳାକନା

ପିପିଲି : ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ମାତିଲେ ଲୁଟେରା ଗ୍ୟାଙ୍ଗ୍‌ । ଗୋଟିଏ ରାତିରେ ଏକାଧିକ ସ୍ଥାନରୁ ହୋଇଛି ଲୁଟ୍‌ । ଦୁର୍ବୃତ୍ତଙ୍କ ଲୁଟରୁ ବାଦ୍‌ ପଡ଼ିନାହିଁ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସରକାରୀ ଅଫିସ । ଏପରିକି ସାଧାରଣ ଗରିବ ଲୋକଙ୍କୁ ଛାଡି ନାହାନ୍ତି ଲୁଟେରା ଗ୍ୟାଙ୍ଗ ।…

ଗନ୍ ପଏଣ୍ଟରେ ସ୍ୱାମୀ ସମ୍ମୁଖରେ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ

କୋରାପୁଟ: ପୁଣି ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା । ବନ୍ଧୁକ ମୁନରେ ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗ୍ରାମରୁ । ଏନେଇ ରବିବାର ଜୟପୁରର ମହିଳା ଥାନାରେ ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି । ଶନିବାର ରାତିରେ…

୮ ଦିନରେ ୫ କଏଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରେ ଅଭାବନୀୟ ଘଟଣା । ଜେଲରେ ୮ ଦିନରେ ୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି । ଘଟଣା ପରେ ଅନ୍ତେବାସୀଙ୍କ ମନରେ କକୁଆ ଭୟ ଖେଳିଯାଇଛି । କଏଦୀଙ୍କ ମୃତ୍ୟୁକୁ ନେଇ ଏବେ ଚିନ୍ତାରେ ଜେଲ ପ୍ରଶାସନ । ଗତ ଶୁକ୍ରବାର ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିଲା । ମୃତ କଏଦୀଙ୍କ ନାଁ…

[ଭିଡ଼ିଓ] ଆସିଲାନି ସ୍ତ୍ରୀ, ମାଡ ଖାଇ ଯୁବକ ହସପିଟାଲରେ ଭର୍ତ୍ତି

ଭଦ୍ରକ: ପ୍ରଥମେ ପ୍ରେମ ଓ ପରେ ବାହାଘର । ଆଉ ପ୍ରେମିକାର ପ୍ରତାରଣାରେ ପ୍ରେମିକ ମାଡ଼ ଖାଇ ଗୁରୁତର । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । କୋରାପୁଟ ଜିଲ୍ଲା ଜୟପୁର ଅଂଚଳର ସମୀର ସାଆନ୍ତ ଗତ ଚାରିବର୍ଷ…

[ଭିଡ଼ିଓ] ମାଲକାନଗିରି ପୋଲିସକୁ ସଫଳତା, ଅସ୍ତ୍ର ଶସ୍ତ୍ର ସହ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଲା ସଫଳତା । ମାଟି ତଳୁ ଉଦ୍ଧାର ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଘନବେଡା ଠାରେ ନୁତନ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ଚାଲିଥିଲା। ଆଉ ଏହି କମ୍ବିଂ ଅପରେସନ…

ପୋଲିସ ଆଖିରେ ସ୍ତ୍ରୀ ଛାଟିଲେ ଲଙ୍କାଗୁଣ୍ଡ, ହତ୍ୟାକାରୀ ସ୍ୱାମୀ ଫେରାର

ହାଇଦ୍ରାବାଦ: ପୋଲିସ ଆଖିରେ ଲଙ୍କାଗୁଣ୍ଡ ଛାଟି ହତ୍ୟାକାରୀ ସ୍ୱାମୀଙ୍କୁ ଖସିବାରେ ସାହାଯ୍ୟ କଲେ ସ୍ତ୍ରୀ । ଏଭଳି ଘଟଣା ଘଟିଛି ହାଇଦ୍ରାବାଦର ଅଟ୍ଟାପୁରରେ । ମହିଳା ଜଣକ ଉତ୍ତରାଖଣ୍ଡ ଏସଆଇଟି ପୋଲିସ ଏବଂ ରାଜେନ୍ଦ୍ରନଗର ପୋଲିସ ଟିମକୁ ଲଙ୍କା ଗୁଣ୍ଡ ଛାଟିଥିବା ଅଭିଯୋଗ ହୋଇଛି । ରିପୋର୍ଟ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଦେଇ ପାରିଲେନି ଦେଢ ଲକ୍ଷ ଟଙ୍କାର ହିସାବ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ରେଞ୍ଜର । ଦେଢ ଲକ୍ଷ ଟଙ୍କାର ହିସାବ ଦେଇନପାରି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନୃତ୍ୟରାଜ ମାଝୀ । ତାଙ୍କ ନାମରେ ପୂର୍ବରୁ କୋଟିକୋଟି ଟଙ୍କାର ଘୋଟାଲା ଅଭିଯୋଗ ମଧ୍ୟ ରହିଛି । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ରେଞ୍ଜର ନୃତ୍ୟରାଜ ମାଝୀ ଆଜି…

ଚୋରଙ୍କ ଟାର୍ଗେଟ୍‌ରେ ଦେବାଳୟ, ଭଦ୍ରକ ପୂଜାରୀ ସାହି ଜଗନ୍ନାଥ ମନ୍ଦିରରେ ଚୋରି

ଭଦ୍ରକ: ଦିନକୁ ଦିନ ଭଦ୍ରକରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଦୋକାନବଜାର ପରେ ଚୋରଙ୍କ ଟାର୍ଗେଟ୍‌ରେ ଏବେ ଦେବାଳୟ ଭଳି ପବିତ୍ର ସ୍ଥାନ । କିଛିଦିନ ପୂର୍ବରୁ ଏକାଧିକ ଦୋକାନରେ ଲୁଟରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଭଦ୍ରକ ପୋଲିସ ଏନକାଉଣ୍ଟର୍ କରିଥିଲା । ହେଲେ ଏବେ ମନ୍ଦିରେ ଚୋରି…