Latest Odisha News

BREAKING NEWS

Browsing Category

ଅପରାଧ

କନ୍ଧମାଳ ଏସପିଙ୍କ ନିକଟରେ ମହିଳା ମାଓବାଦୀର ଆତ୍ମସମର୍ପଣ

କନ୍ଧମାଳ : ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରଛନ୍ତି ବାଲିଗୁଡା ଥାନା କୁଟିକିଆ ଅଞ୍ଚଳର କାନ୍ତି ମଲ୍ଲିକ । ଅନେକ ଦିନ ଧରି କାନ୍ତି ମଲ୍ଲିକ କେକେବିଏନ ସଙ୍ଗଠନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ । ମାଓବାଦୀଙ୍କ କାର୍ଯ୍ୟରେ…

ସମ୍ୱଲପୁରରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଠାବ, ୬ ଜଣ ଗିରଫ

ସମ୍ୱଲପୁର: ଜାଲ୍ ନୋଟ୍ କାରବାର ରାକେଟର ପର୍ଦ୍ଦାଫାସ । ସମ୍ୱଲପୁରରୁ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୩ ଲକ୍ଷ ଟଙ୍କାର ନକିଲ ନୋଟ୍ ଜବତ ହୋଇଛି । ଏଥିରେ ଅଛି ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ଜାଲ୍ ନୋଟ୍ । ନକଲି ନୋଟ୍ ତିଆରି ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ…

ଟ୍ରକରେ ଯାଉଥିଲା ଆଲମୀରା, ତାଭିତରେ ଥିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ । ଆଲମୀରା ଭିତରେ ଗଞ୍ଜେଇ ପ୍ୟାକେଟ୍ । ଆଲମୀରାକୁ ଟ୍ରକରେ ଲଦି କୋରାପୁଟରୁ ଚାଲାଣ ହେଉଥିଲା ଉତ୍ତରପ୍ରଦେଶ । ବିଶେଷସୂତ୍ରରୁ ଖବର ପାଇଁ ଚଢ଼ାଉ କଲା ପୋଲିସ । ଯାଞ୍ଚ ବେଳେ ଆଲମୀରା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କୋରାପୁଟ…

ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଯାଜପୁର କୁଆଖିଆ ପୋଲିସ

ଯାଜପୁର : ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ଯାଜପୁର କୁଆଖିଆ ପୋଲିସ । ଲୁଟରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୧ଟି ବାଇକ୍ ଓ ୧୫ଟି ମୋବାଇଲ ଜବତ କରାଯାଇଛି । ସୂଚନା ମୁତାବକ, କୁଆଖିଆ ଓ ଏହାର ଆଖପାଖ ଅଞ୍ଚଳରେ ବାଇକ୍ ଓ ମୋବାଇଲ…

ନିୟମଗିରି ପାହାଡରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାୟଗଡ଼ା : ସିଆରପିଏଫ ଯବାନଙ୍କ ସଫଳତା । କମ୍ବିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଆଜି ସକାଳୁ ତଡିଝୋଲା ଗାଁ ନିକଟ ଏକ ଗୁମ୍ଫା…

ଢେଙ୍କାନାଳରେ ଅବକାରୀ ବିଭାଗର ଚଢ଼ାଉ, ୮୪୦୦ ଲିଟର ଦେଶୀ ମଦ ଜବତ

ଢେଙ୍କାନାଳ : ଢେଙ୍କାନାଳ କଙ୍କଡାହାଡ ବ୍ଳକରେ ଅବକାରୀ ବିଭାଗର ଚଢ଼ାଉ । ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ । ଆଜି ଜିଲ୍ଲା ଅବକାରୀ ବିଭାଗ, କାମାକ୍ଷାନଗର ଅତିରିକ୍ତ ତହସିଲଦାର ଓ କଙ୍କଡାହାଡ଼ ପୋଲିସ ପକ୍ଷରୁ ହୋଇଥିଲା ମିଳିତ ଚଢ଼ାଉ । ଚଢ଼ାଉ ବେଳେ ୮୪୦୦ ଲିଟର ଦେଶୀ ମଦ ସହ ଅନ୍ୟ…

କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା, କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଲେ ପରିବାର ଲୋକ

କଟକ : କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣାରେ ତନାଘନା । ତୁଷାରଙ୍କର କେମିତି ମୃତ୍ୟୁ ହେଲା ? ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ଛାନବିନ୍ କରୁଛି ପୋଲିସ । ଏହି ଘଟଣାକୁ ନେଇ ପରିବାର ଲୋକ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଇଛନ୍ତି ।…

ସରିଲା ରିମାଣ୍ଡ, ଜେଲ୍ ଗଲେ କୋଟିପତି ପିଏସ ବିରଞ୍ଚି ସାହୁ

ଭୁବନେଶ୍ବର : ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ । ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସ । ଏହାପରେ କୋଟିପତି ବିରଞ୍ଚି ସାହୁଙ୍କୁ ଜେଲକୁ ପଠାଇ ଦିଆଯାଇଛି । ରିମାଣ୍ଡ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ତାଙ୍କ ବ୍ୟାଙ୍କ…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୌମ୍ୟଙ୍କ ପରିବାର

ଭୁବନେଶ୍ବର : ଏସିଏଫ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାକୁ ୨୩ ବିତିଲା । ହେଲେ ଏବେ ବି ପୋଲିସ ହାତ ଖାଲି । ସୌମ୍ୟଙ୍କ ମୃତ୍ୟୁ କିପରି ହେଲେ ତାର ଟେର ପାଉନି ପାରଳାଖେମୁଣ୍ଡି ପୋଲିସ । ଯେଉଁଥିପାଇଁ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ।…

ବାରିପଦାରେ ବଢୁଛି ଅପରାଧ, ହତ୍ୟା, ଦୁଷ୍କର୍ମ ଓ ଛିନତାଇକୁ ନେଇ ଲୋକେ ଆତଙ୍କିତ

ବାରିପଦା : ମହାମାରୀ କରୋନା କଟକଣା କୋହଳ ହୋଇଥିବା ବେଳେ ଆଦିବାସୀ ବହୁଳ ତଥା ଉପାନ୍ତ ମୟୂରଭଞ୍ଜ ଜିଲ୍ଲାରେ ବୃଦ୍ଧି ପାଉଛି ଜଘନ୍ୟ ଅପରାଧ । ଅପରାଧ ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ ପାଇଛି । ଗତ ଜୁଲାଇ ମାସ ଶେଷ ସପ୍ତାହ ଏବଂ ଚଳିତ ଅଗଷ୍ଟ ମାସର ୨ ତାରିଖ ସୁଦ୍ଧା ଜିଲ୍ଲାର ବିଭିନ୍ନ ଥାନା…