Latest Odisha News

BREAKING NEWS

Browsing Category

ଅପରାଧ

ରକ୍ତ ସମ୍ପର୍କରେ ରକ୍ତର ଛିଟା: ସାନ ଭାଇକୁ ମାରିଦେଲା ବଡ଼ ଭାଇ

ବାରିପଦା: ସାନ ଭାଇକୁ କୁରାଢ଼ୀରେ ପିଟି ହତ୍ୟାକଲା ମଦୁଆ ଭାଇ । ବଡ଼ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଖଡ଼ିଆସାହିରେ । ମୃତକ ହେଲେ ଭାଲୁକଚୁଆ ଗାଁର ନର ଦେହୁରୀଙ୍କ ସାନ ପୁଅ ଶମ୍ଭୁ ଦେହୁରୀ…

୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ମାଲକାନଗିରି ପୋଲିସ

ମାଲକାନଗିରି : ମାଲକାନଗିରି ପୋଲିସକୁ ବଡ ସଫଳତା । ସୁନା ଅଳଙ୍କାର ଓ ଦେଢ଼ ଲକ୍ଷ ଟଙ୍କା ଚୋରି ଘଟଣାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଜବତ ହୋଇଛି ଚୋରି ହୋଇଥିବା ମୂଲ୍ୟବାନ ସୁନା ରୁପା ଅଳଙ୍କାର ସହ ନଗଦ ୧୭ ହଜାର ଟଙ୍କା । ସୂଚନା ଅନୁସାରେ,…

କନ୍ଧମାଳ ଗୋଛାପଡ଼ାରେ ମାଓ-ଯବାନ ଗୁଳି ବିନିମୟ ଘଟଣା, ଜବତ ହୋଇଛି ମାରଣାସ୍ତ୍ର

କନ୍ଧମାଳ : କନ୍ଧମାଳ ବୌଦ୍ଧ- ସୀମାନ୍ତ ଗୋଛାପଡ଼ା ଥାନା ଉମା ଜଙ୍ଗଲରେ ହୋଇଥିବା ମାଓ-ଯବାନ ଗୁଳି ବିନିମୟ ପରେ ଜବତ ହୋଇଛି ମାରଣାସ୍ତ୍ର । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା କର୍ମୀମାନେ ୨ଟି ଦେଶୀ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ବିନିତ…

ଟେରର ଫଣ୍ଡିଂ ମାମଲାରେ ଜାମ୍ମୁ-କାଶ୍ମୀରରେ ଏନଆଇଏର ଚଢ଼ାଉ

ନୂଆଦିଲ୍ଲୀ : ଟେରର ଫଣ୍ଡିଂ ମାମଲାରେ ଜାମ୍ମୁ-କାଶ୍ମୀରରେ ଏନଆଇଏର ଚଢ଼ାଉ । ଅନନ୍ତନାଗ ଓ ଶ୍ରୀନଗରରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ଅନନ୍ତନାଗ ଜିଲ୍ଲାରୁ ୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଶ୍ରୀନଗରରୁ ଜଣଙ୍କୁ ସନ୍ଦେହରେ ଗିରଫ କରାଯାଇଛି ।…

ବାଘ ଛାଲ ରାକେଟର ୭ ବେପାରୀ ଗିରଫ, ୯ଟି ବାଘ ଛାଲ ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରୁ ଏକ ବାଘ ଛାଲ ରାକେଟର ପର୍ଦ୍ଦାଫାସ ହୋଇଛି । ଦୁଇ ଦିନର ଚଢ଼ାଉ ପରେ ୯ଟି ବାଘ ଛାଲ ଓ ୭ ଜଣ ବେପାରୀଙ୍କୁ ଗିରଫ କରିଛି ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଟିମ୍ । ବାଘ ଛାଲ ସହ ବାଘ ଦାନ୍ତ ବି ଜବତ ହୋଇଛି । ବାହାର ରାଜ୍ୟର ଜଣେ ଗ୍ରାହକଙ୍କ…

ଜମିଜମା ବିବାଦରୁ ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୭ ଆହତ

କୋରାପୁଟ: ଜମିବାଡ଼ି ବିବାଦ ନେଲା ଉଗ୍ର ରୂପ । ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ଗତକାଲି ରାତିରେ ଜମି ବିବାଦକୁ ନେଇ ଦୁଇଟି ପରିବାର ଭିତରେ…

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଲା ପୋଲିସ । ପାଟ୍ରୋଲିଂ ବେଳେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅଞ୍ଚଳରୁ ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ମୋଟ୍ ୧୧ଶହ ୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି…

ବାଘ ଛାଲ ସମେତ ୪ ବେପାରୀ ଗିରଫ

ଭବାନୀପାଟଣା: ରାଜ୍ୟରେ ବଢ଼ି ଚାଲିଛି ପଶୁ ଶିକାର । ବେଧଡକ ଭାବରେ ପଶୁଙ୍କୁ ଶିକାର କରୁଛନ୍ତି ଶିକାରୀ । ଏମିତି ଏକ ରାକେଟର ପୁଣି ପର୍ଦ୍ଦାଫାସ ହୋଇଛି । କଳାହାଣ୍ଡି ଜିଲ୍ଲାରୁ ୪ ବାଘଛାଲ ବେପାରୀଙ୍କୁ ଗିରଫ କରିଛି ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍ । ସେମାନଙ୍କ ପାଖରୁ…

ଭୁବନେଶ୍ବରରୁ ୫ ସାଇବର ଠକ ଗିରଫ

ଭୁବନେଶ୍ବର : ଭୁବନେଶ୍ବରରୁ ଗିରଫ ହେଲେ ୫ ସାଇବର ଠକ । ଭରତପୁର ଥାନା ପୋଲିସ ସହାୟତାରେ ଏହି ଠକଙ୍କୁ ଗିରଫ କରିଛି ପୋଲିସ । ହାଇଦ୍ରାବାଦ ସାଇବର ପୋଲିସ ୫ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଏହି ସାଇବର ଠକମାନେ ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର ଅପରାଧ କରିଥିବାର ଅଭିଯୋଗ ରହିଛି ।…

ରାସ୍ତାକଡରୁ ଉଦ୍ଧାର ମୃତ ନବଜାତ ଶିଶୁ, କେତେ ସଜାଗ ପୋଲିସ ପ୍ରଶାସନ ?

ଅନୁଗୁଳ: ଦିନକୁ ଦିନ ମାନବିକତାର ଅର୍ଥକୁ ସମାଜ ଅବିଧାନରୁ ଲିଭାଇବାରେ ଲାଗିଛି ମଣିଷ ଜାତି । ସଂସାର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷ ଖୋଦ ନିଜ ଅସ୍ତିତ୍ୱକୁ କଳୁଷିତ କରିବାରେ ଲାଗିଛି । ଏହି ଦୁଇଟି ଉକ୍ତି ଅନୁଗୁଳ ଜିଲ୍ଲାର ଏକ ଅଭାବନୀୟ ଘଟଣାକୁ ଇଙ୍ଗିତ କରୁଛି । ଜିଲ୍ଲାର ଦୈନିକ…