Latest Odisha News

BREAKING NEWS

Browsing Category

ଅପରାଧ

ମାତିଲେ ଭେଜାଲ ବେପାରୀ, କଟକରେ ସିଲ୍ ଗୁଟୁଖା କମ୍ପାନୀ

କଟକ: ପୁଣି ମାତିଲେ ଭେଜାଲ ବେପାରୀ । ଏବେ ବି କଟକରେ ତିଷ୍ଠି ରହିଛି ଅପମିଶ୍ରଣ ସାମ୍ରାଜ୍ୟ । ତେଲ, ମସଲା, ଘିଅ, ଟମାଟୋ ସସ୍ ଓ ସିନ୍ଥେଟିକ୍ ପନିରଠାରୁ ଆରମ୍ଭ କରି ପାନମସଲା ଓ ଗୁଟୁଖା ବି ଏଠି ଅପମିଶ୍ରିତ । ତେବେ କିଛିଦିନ ଧରି ଧରପଗଡ ପରେ ବନ୍ଦ ରହିଥିଲା ଏଠିକାର ନକଲି କାରବାର । ହେଲେ…

ଗୁଳି ମାଡ଼ରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ

ସଇଁନ୍ତଳା: ପାଟ୍ରୋଲିଂ ବେଳେ ଗୁଳିମାଡ଼ । ଦୁୂର୍ବୁ୍ତ୍ତଙ୍କ ଗୁଳି ମାଡ଼ରେ ଫରେଷ୍ଟଗାର୍ଡଙ୍କ ଆଜି ମୃତ୍ୟୁ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ସଇଁନ୍ତଳା ବ୍ଳକ ରେଙ୍ଗାଳ ବାହାଲ ନିକଟରେ ଫରେଷ୍ଟ ଗାର୍ଡ ଜଟିଆ ରାଣା ପାଟ୍ରୋଲିଙ୍ଗ କରୁଥିଲେ । ଏହି…

ବିମାନ ସେବାରୁ ସାଇବର ଆଟାକ୍

ଦିଲ୍ଲୀ :ପ୍ଳେନରୁ ସାଇବର ଆଟାକ୍ । ଏୟାର ଇଣ୍ଡିଆରେ ତଥ୍ୟ ଲିକ୍ ହୋଇଥିବା ଘଟଣା ପଦାକୁ ଆସିଛି । ଏୟାର ଇଣ୍ଡିଆରୁ ସେବା ପାଇଥିବା ପ୍ରାୟ ୪୫ଲକ୍ଷ ଭାରତୀୟ ଓ ବିଦେଶୀ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକରମାନଙ୍କ ହାତକୁ ଚାଲିଯାଇଥିବା ଜଣାପଡିଛି । ୨୦୧୧ ମସିହା ଅଗଷ୍ଟ ମାସ ୨୬ତାରିଖରୁ ୨୦୨୧…

ପାଟ୍ରୋଲିଂ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଫରେଷ୍ଟ ଗାର୍ଡ ମୃତ

ବଲାଙ୍ଗିର: ରାତିରେ ପାଟ୍ରୋଲିଂ ବେଳେ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ । ଏଥିରେ ଜଣେ ଫରେଷ୍ଟର ଗାର୍ଡଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅନ୍ତର୍ଗତ ରେଙ୍ଗାଳିବାହାଲ ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତ ଫରେଷ୍ଟର ହେଲେ ଜୁଗେଶ୍ୱର ବୁଡ଼େକ। । ଗତକାଲି ରାତିରେ କରମତଲା…

ପଇଡ଼ ବୋଝେଇ ଟ୍ରକରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଜଣ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ ଫନ୍ଦି । ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲା ପାଡୁଆରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ନନ୍ଦପୁର ଥାନା ପୋଲିସ । ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ବ୍ଲକ ଛକରେ ଚେକିଂ ବେଳେ ପଇଡ଼ ବୋଝେଇ…

ମହଙ୍ଗା ପଡ଼ିଲା ଲାଞ୍ଚ

ମାଲକାନିଗିରି:ଫସିଗଲେ ଡାକ୍ତର ବାବୁ । ମହଙ୍ଗା ପଡ଼ିଲା ଲାଞ୍ଚ । ମାଲକାନିଗିରି ସରକାରୀ ଡାକ୍ତରଖାନାରେ ଲାଞ୍ଚ ମାଗି ହଟ ହଟା ହୋଇଛନ୍ତି ଡ଼ାକ୍ତର ଆଉ କର୍ମଚାରୀ । ରୋଗୀଙ୍କୁ ଲାଞ୍ଚ ମାଗିବା ଘଟଣା ପ୍ରସାରଣ ପରେ ନିଆଯାଇଛି କାର୍ଯ୍ୟନୁଷ୍ଠାନ। ଚାକିରୀରୁ ନିଲମ୍ବିତ ହୋଇଛନ୍ତି ଦୁଇ ଜଣ…

ଝିଅର ମୃତ୍ୟୁରେ ମର୍ମାହତ ହୋଇପଡିଥିଲେ ବାପା-ମାଆ, ପିଇଦେଲେ ବିଷ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଗୁମୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ନଜରକୁ ଆସିଛି। ସୂଚନା ଅନୁଯାୟୀ, ନିକଟ ଅତୀତରେ ଗୁମୁରା ଗାଁର ମଦନ ମୋହନ ପିଙ୍ଗୁଆଙ୍କ ଏକ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା। ମାତ୍ର ୧୪ ଦିନର ଏହି ଶିଶୁକନ୍ୟାର ମୃତ୍ୟୁରେ ଅତ୍ୟନ୍ତ ମର୍ମାହତ ହୋଇ…

ଅର୍ଥ ପାଇଁ ଅନର୍ଥ, ଗଡିଲା ଠିକାଦାର ମୁଣ୍ଡ

କୋରାପୁଟ: ସାରା ଦେଶରେ ଆପାତକାଳୀନ ସ୍ଥିତି । ହେଲେ ଏବେ ବି ଲୋକ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ରକ୍ତର ରଙ୍ଗ ଦେଖିବାକୁ ଉଚିତ୍ ମଣୁଛନ୍ତି । କିଛି ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ୍ । ସୂଚନା ଅନୁଯାୟୀ ରାମ ଖିଲ ନାମକ ଜଣେ ବ୍ୟକ୍ତି…

ଝାରପଡ଼ା ଜେଲରୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର ହେଲା ଦୁର୍ଦ୍ଦାନ୍ତ ବିକ୍ରମର ସହଯୋଗୀ ବୁଢ଼ା

ଭୁବନେଶ୍ୱର: ଜେଲରୁ ସଂଗଠିତ ହେଉଥିବା ଅପରାଧ ରୋକିବାକୁ ଜାରି ରହିଛି ଅପରେସନ୍ କ୍ଲିନ୍ ଅପ୍ । ଆଜି ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର ଜେଲରୁ ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମ ନାୟକର ସହଯୋଗୀ ବୁଢ଼ା ଓରଫ କାହ୍ନୁକୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରାଯାଇଛି । ୨୦୦୯ ମସିହାରେ ଜେଲ୍ ୱାର୍ଡର…

ଜମିବାଡ଼ି ବିବାଦରୁ ନାବାଳକକୁ ନିର୍ମମ ହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଗୁରୁବାର ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ବିବାଦ ଯୋଗୁଁ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ । ହେଲେ ଏଥିରେ ବିଫଳ ହୋଇ ସେହି ପରିବାରର ୮ ବର୍ଷର…