Latest Odisha News

BREAKING NEWS

Browsing Category

ଅପରାଧ

ଗଞ୍ଜାମ ପାଟପୁରରୁ ନକଲି ମୃଦୁ ପାନୀୟ କାରଖାନା ଠାବ

ଗଞ୍ଜାମ : ଗଞ୍ଜାମ ପାଟପୁରରୁ ଠାବ ହେଲା ନକଲି ଥଣ୍ଡା ଓ ମୃଦୁ ପାନୀୟ କାରଖାନା । ପୋଲିସର ଚଢ଼ାଉ ବେଳେ ଠାବ ହୋଇଛି ଏହି ନକଲି ମୃଦୁ ପାନୀୟ କାରଖାନା । ଏହାସହ କୁରକୁରେ କାରଖାନା ମଧ୍ୟ ଠାବ କରିଛି ପୋଲିସ । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପାଟପୁର ପୋଲିସ । ଖବର ପାଇଁ ଆଜି ପାଟପୁର…

ବିଷମକଟକରେ ବିପୁଳ ଗଂଜେଇ ଜବତ, ୩ ଗିରଫ

ବିଷମକଟକ: ସମଗ୍ର ରାଜ୍ୟରେ ଲକ୍‌ଡାଉନ୍ ସ୍ଥିତି ଥିବାବେଳେ ବଢିବାରେ ଲାଗିଛି ଗଂଜେଇ ବେପାରୀଙ୍କ ସାହାସ । ଶୂନ୍‌ଶାନ୍ ଇଲାକାର ଫାଇଦା ଉଠାଇ ଅବାଧରେ ଚାଲିଛି ଗଂଜେଇ ଚାଲାଣ । ହେଲେ ଗତକାଲି ରାୟଗଡା ଜିଲ୍ଲାରେ ଏକ ବଡ ଧରଣର ଗଂଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି ବିଷମକଟକ ପୋଲିସ । ଗତ…

ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି

ମୁମ୍ବାଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ବେକେରୀ ଉପରେ ଚଢ଼ଉ । ମୁମ୍ବାଇର ମାଲାଡ ଅଞ୍ଚଳରେ ଅବସ୍ଥିତ ଏକ ବ୍ୟାକେରି ଉପରେ ଚଢ଼ଉ ହୋଇଛି । ଏଠାରେ କେକ୍ ଏବଂ ପେଷ୍ଟ୍ରିରେ ଡ୍ରଗ୍ସ ମିଶାଇ ବିକ୍ରି ହେଉଥିଲା । ପ୍ରଥମ ଥର ପାଇଁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଏକ…

ଉଦ୍ଧାର ଟଙ୍କା ଶୁଝି ନପାରି ଅଢ଼େଇ ବର୍ଷ ଶିଶୁ କନ୍ୟାକୁ ବାପା ବିକି ଦେଇଥିବା ଅଭିଯୋଗ

ଯାଜପୁର: ଉଦ୍ଧାର ଆଣିଥିବା ଟଙ୍କା ଶୁଝି ପାରିଲା ନାହିଁ ବାପା । ଶେଷରେ ନିଜର ଅଢ଼େଇ ବର୍ଷର ଶିଶୁ କନ୍ୟାକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରୁ । ଜେଜେବାପାଙ୍କ ଅଭିଯୋଗ ପରେ ଶିଶୁ କନ୍ୟାକୁ ଉଦ୍ଧାର କରିଛି…

ଫସର ଫାଟିଲା ଡକାୟତି: ୪ ଜଣଙ୍କୁ ବାନ୍ଧିଲା ପୋଲିସ, ୨ ଚମ୍ପଟ

ପୁରୀ: ଡକାୟତି ଯୋଜନା ଫେଲ୍ ମାରିଲା । ପୁରୀରେ ଡକାୟତି ଯୋଜନା କରୁଥିବା ବେଳେ ଚଢ଼ାଉ କଲା ପୋଲିସ । ୪ ଜମଙ୍କୁ ଗିରଫ କରିଛି ବଳିଆପଣ୍ଡା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁବାସ ଚନ୍ଦ୍ର ମହାନ୍ତି ଓରଫ ଗିଲଟି କାଳୁ, ଜୀବନ ବାରିକ, ସୌମ୍ୟରଞ୍ଜନ ମଲ୍ଲିକ ଓ କାତି ଓରଫ ବରେନ୍ଦ୍ର…

ସତ୍ୟାନନ୍ଦର ସାଙ୍ଘାତିକ ପ୍ରେମ, ଅଳ୍ପକେ ବର୍ତ୍ତିଲା ଲିପି !

ଢେଙ୍କାନାଳ: ମାରାତ୍ମକ ପ୍ରେମ କାହାଣୀ । ସତ୍ୟାନନ୍ଦର ମିଛ ପ୍ରେମ କାହାଣୀରେ ଫସିଥିବା ଏକ ନୀରିହ ଜୀବନ ଅଲ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି । ଏହି ଦୁଇ ଧାଡି ଆପଣଙ୍କୁ ବୋଧ ହୁଏ ଅବୁଝା ଲାଗୁଥିବ । ହେଲେ ସତ୍ୟାନନ୍ଦ ଭଳି ଲୋକଙ୍କ ପ୍ରେମ କାହାଣୀ ଆଜି ପ୍ରେମ ଭଳି ଶବ୍ଦକୁ ବଦନାମ କରିବାକୁ…

ରକ୍ତ ରଞ୍ଜିତ ହେଲା ରାଜଧାନୀ, ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ବର : ରକ୍ତ ରଞ୍ଜିତ ହେଲା ରାଜଧାନୀ । ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଘଟଣାରେ ଜଣଙ୍କୁ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ…

କଟକ କଲେଜ ଛକରେ ଥିବା ଏକ ହୋଟେଲରେ ସେକ୍ସ କାରବାର

କଟକ : କଟକରୁ ସେକ୍ସ ରାକେଟ ଠାବ । କଲେଜ ଛକରେ ଥିବା ଏକ ହୋଟେଲରୁ ଏହି ସେକ୍ସ ରାକେଟ ଠାବ ହୋଇଛି । ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି । ସେକ୍ସ ରାକେଟ କାରବାର ଘଟଣାରେ ହୋଟେଲ ମ୍ୟାନେଜର, କିଙ୍ଗ ପିନ୍, ଜଣେ ପୁରୁଷ ଓ ଜଣେ ଦେହଜୀବୀଙ୍କୁ ଅଟକ ରଖିଛି ପୋଲିସ । କଲେଜ ଛକରେ…

ଝିଅ ଓ ସ୍ତ୍ରୀକୁ ହାଣିବା ପରେ ବାପାର ଆତ୍ମହତ୍ୟା

କୁଚିଣ୍ଡା : ସୈତାନ ସାଜିଲା ବାପା । ଜନ୍ମ କଲା ବାପା ଘଟାଇଛି ନାରକୀୟ କାଣ୍ଡ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୌତୁକବାହାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ଝିଅକୁ ହାଣି ମାରି ମାରିବା ପରେ ଆଉ ତିନି ଜଣଙ୍କୁ କଟୁରୀରେ ହାଣି ଗୁରୁତର କରିଛି । ତେବେ ଘଟଣା…

କଟକରୁ ନକଲି କରୋନା ଔଷଧ ଜବତ ଘଟଣା, ସ୍ବାସ୍ଥ୍ୟ ବିଭାଗର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର : କଟକରୁ ନକଲି କରୋନା ଔଷଧ ଜବତ ପରେ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ । ନକଲି ଔଷଧ ଜବତ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଦେଇଛି ସ୍ବାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିସିନ ହୋଲସେଲରୁ…