Latest Odisha News

BREAKING NEWS

Browsing Category

ଅପରାଧ

ଅକ୍ସିଜେନ୍ ସିଲିଣ୍ଡର ବେଝେଇ ଗାଡିରେ ଗଂଜେଇ ଚାଲାଣ, ୨ ଗିରଫ

ଜୟପୁର: କରୋନା ମହାମାରୀ ଆଳରେ ଅଭିନବ ଉପାୟରେ ଗଂଜେଇ ଚାଲାଣ । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ହେଉଥିଲା ଗଂଜେଇ ଚୋରା ଚାଲାଣ । ଅନ୍ୟ କେଉଁ ରାଜ୍ୟ ନୁହେଁ ବରଂ ଓଡିଶାରେ ସାମ୍ନାକୁ ଆସିଛି ଗଂଜେଇ ବେପାରୀଙ୍କ ଏପରି ଅଭିନବ ଅପରାଧିକ କାରନାମା । ଆଜି କୋରାପୁଟ ଜିଲ୍ଲା ଜୟପୁରରେ ସଦର…

ମିଳିଲା ଅପହୃତ ଟ୍ରକ୍‌, ଉଦ୍ଧାର ହେଲେ ଡ୍ରାଇଭର ଓ ହେଲ୍ପର୍‌

ଢେଙ୍କାନାଳ: ପରଜଙ୍ଗ ଥାନା ଅନ୍ତର୍ଗତ ଜଟିଆ ଗାଁରୁ ଟ୍ରକ ଲୁଟ୍ ମାମଲାରେ ପୋଲିସକୁ ମିଳିଲା ସଫଳତା । ଟ୍ରକକୁ ପୋଲିସ ଠାବ କରିବାରେ ସଫଳ ହୋଇଛି । ଅନ୍ୟପଟେ ଆହତ ଟ୍ରକର ଡ୍ରାଇଭର ଓ ହେଲ୍ପରକୁ ମଧ୍ୟ ଉଦ୍ଧାର କରାଯାଇଛି । ଗତକାଲି ଜଟିଆ ଗାଁ ବ୍ରାହ୍ମଣୀ ନଦୀ ପୋଲ ନିକଟରୁ ବିଳମ୍ବିତ ରାତିରେ…

ମଦ ବେପାରୀକୁୁ କାବୁ କଲେ ଗାଁ ଲୋକେ, ରନ୍ଧା ମଦ ଜବତ

ସୋନପୁର: ସଚେତନ ନାଗରିକର ଭୂମିକା ତୁଲାଇଲେ ଗାଁ ଲୋକେ । ରନ୍ଧା ଦେଶୀ ମଦ ବେପାରୀଙ୍କୁ ଧରି ପୋଲିସରେ ଜିମା ଦେଲେ । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ସୋନପୁର ଜିଲ୍ଲାର ମାନପୁର ଅଂଚଳ । ସୂଚନା ଅନୁଯାୟୀ ଝାରବାହାଳି ଗାଁରୁ ଦୁଇଜଣ ବ୍ୟକ୍ତି ଏକ କାର ଯୋଗେ ରନ୍ଧା ମଦ ଧରି…

ରାଜଧାନୀରେ ବୁଲୁଥିଲା ନକଲି ଆର୍ମି ଅଫିସରଙ୍କ ଗାଡି

ଭୁବନେଶ୍ୱର: ବେଶ କିଛିଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଆର୍ମି ଲେଖାହୋଇଥିବା ଏକ ଗାଡି ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା । ଏକ କଳା ରଙ୍ଗର ଦାମୀ ଏସ୍‌ୟୁଭି ମଡେଲ ଗାଡିରେ ଆର୍ମି ଲେଖା ହେବା ସହ ହାଇ ସିକ୍ୟୁରିଟି ଜୋନ୍‌ରେ ଗାଡିଟି ଘୁରିବୁଲୁଥିଲା । ଶେଷରେ ଏହି…

ବଡ଼ ଧରଣର ଆତଙ୍କୀ ଯୋଜନାର ପର୍ଦ୍ଦାଫାଶ କଲା ପଞ୍ଜାବ ପୋଲିସ

ଚଣ୍ଡିଗଡ : ଏକ ବଡ଼ ଧରଣର ଆତଙ୍କୀ ଯୋଜନା ପଣ୍ଡ କରିଛି ପଞ୍ଜାବ ପୋଲିସ । ଗୁରୁବାର ରାତିରେ ଏନେଇ ଯୋଜନା ଚାଲିଥିବା ବେଳେ, ଛାପା ମାରିଥିଲା ପୋଲିସ । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରିଛି ପୋଲିସ । ଏଥିସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତର…

କଟକରୁ ଲକ୍ଷାଧିକ ଟଙ୍କାର ନକଲି କରୋନା ଔଷଧ ଜବତ

କଟକ : କଟକରୁ ନକଲି କରୋନା ଔଷଧ ଠାବ । କନିକା ଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲର ଗୋଦାମ ଉପରେ ଚଢ଼ାଉ ବେଳେ ଏହି ସବୁ ନକଲି ଔଷଧ ଜବତ କରାଯାଇଛି । ଜିଲ୍ଲା ଡ୍ରଗ୍ସ ଡିପାର୍ଟମେଣ୍ଟର ଚଢ଼ାଉ ବେଳେ ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଛି । ଉତ୍ତରପ୍ରଦେଶର ମ୍ୟାକ୍ସ ରିଲିଫ…

ଚାଲିଥିଲା ବଜ୍ରକାପ୍ତା କାତି ପାଇଁ ମୂଲଚାଲ୍‌, ମାଡିବସିଲା ବନ ବିଭାଗ

ବାରିପଦା: ଲକ୍‌ଡାଉନ୍‌ରେ ଥମିନି ଚୋରା ବେପାର । ମଦ ଓ ବ୍ରାଉନ୍ ସୁଗାର କାରବାର ଭଳି ଅବାଧରେ ଚାଲିଛି ବନ୍ୟଜନ୍ତୁୁଙ୍କ ଶିକାର । ଆଜି ନିଷିଦ୍ଧ ବଜ୍ରକାପ୍ତା କାତିକୁ ବେଆଇନ ଭାବେ କ୍ରୟ କରୁଥିବାବେଳେ ମୟୁରଭଂଜର ବାଲିଚୁଆ ଗାଁରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା…

ଗୁଳି ବିନିମୟରେ ଟଳିଲା ସିନିୟର କ୍ୟାଡର ମାଓବାଦୀ

ଭୁବନେଶ୍ବର : ଓଡ଼ିଶା ପୋଲିସ୍‌କୁ ସଫଳତା । ପୋଲିସ ଗୁଳିରେ ନିହତ ହୋଇଛି ସିନିୟର କ୍ୟାଡର ମାଓବାଦୀ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ବରଗଡ଼ ଖଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ପୋଲିସ ଟିମ୍ ଉପରକୁ ଗୁଳି ମାଡ କରିଥିଲେ…

ଗୋଚରଜମି ଦଖଲ ନେଇ ନାବାଳକକୁ ହତ୍ୟା

ବାରିପଦା : ଗୋଚରଜମି ଦଖଲକୁ ନେଇ ହତ୍ୟାକାଣ୍ଡ । ଦଶମ ଶ୍ରେଣୀ ଛାତ୍ର ହରେକୃଷ୍ଣ ମହାନ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ ଦୁବୃର୍ତ୍ତ ।। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ମହୁଲବଣୀ ଗାଁରେ । ସରକାରୀ ଗୋଚର ଜମି ଦଖଲକୁ ନେଇ ଉନ୍ମତ୍ତ କାଣ୍ଡ । ବିବାଦ ଯୋଗୁଁ ଚାଲିଗଲା…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ବେଲ୍, ଜେଲରୁ ବାହାରିବା ରାସ୍ତା ପରିସ୍କାର

କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପୁଣି ଆଶ୍ୱସ୍ତି । ଗୋଳନ୍ଥରା ଥାନାରେ ଦାୟର ଅନ୍ୟ ଏକ ମାମଲାରେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ପୂର୍ବରୁ କ୍ରାଇମବ୍ରାଞ୍ଚ ସମେତ ୫ଟି ମାମଲାରେ ତାଙ୍କୁ ବେଲ୍ ମଞ୍ଜୁର ହୋଇଛି । ଫଳରେ ଏବେ ପ୍ରଦୀପ…