Latest Odisha News

BREAKING NEWS

Browsing Category

ଅପରାଧ

ଭୁବନେଶ୍ୱରରୁ ବୋଲେରୋ ଲୁଟେରା ଗ୍ୟାଙ୍ଗ ଗିରଫ, କୋଲକାତାକୁ ଲମ୍ବିଛି ଚେର

ଭୁବନେଶ୍ୱର: ରାଜଧାନୀରୁ ସିରିଜ୍ ବୋଲେରୋ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଲୁଟେରା ଗ୍ୟାଙ୍ଗ୍‌ର ଚେର କୋଲକାତା ଯାଏ ଲମ୍ବିଥିବା ସୂଚନା ମିଳିଛି । ଲୁଟେରା ଗ୍ୟାଙ୍କରେ ଆଉ କେଉଁମାନେ…

କଟକରେ ଏନକାଉଣ୍ଟର: ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁ

କଟକ: ଦରଘାବଜାର ଅଞ୍ଚଳରେ କମିଶନରେଟ ପୋଲିସର ଏନକାଉଣ୍ଟର । ହାର୍ଡକୋର୍ କ୍ରିମିନାଲ୍ ଶେଖ ବାବୁ ଆହତ ହୋଇଛି । ସ୍ପେଶାଲ୍ ସ୍କ୍ୱାଡ୍ ତାକୁ ଏନକାଉଣ୍ଟର କରିଥିଲା । ବାବୁର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ଏସସିବିରେ ଚିକିତ୍ସା କରାଯାଉଛି । ଗତକାଲି ରାତିରେ…

ଭିଜିଲାନ୍ସ ଜାଲରେ ତହସିଲଦାର, ନେଉଥିଲେ ୪୦ ହଜାର ଟଙ୍କା ଲାଞ୍ଚ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଧରିଛି । ମଣ୍ଡାକିଆର ସେନାପତି ପ୍ରଧାନଙ୍କ ସିଜ୍ ଟ୍ରାକ୍ଟରକୁ ମୁକ୍ତ କରିବା ଲାଗି ତହସିଲଦାର ୪୦ ହଜାର ଟଙ୍କା…

OYO ରୁମରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣାର ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର OYO ହୋଟେଲରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣା । ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି ଲେଖିଲା କମିଶନରେଟ ପୋଲିସ । ଜବତ ଟଙ୍କାର ତଦନ୍ତ ପାଇଁ କମିଶନରେଟ ପୋଲିସ ଆୟକର ବିଭାଗକୁ ଚିଠି ଲେଖିଛି । ବ୍ୟବସାୟୀ ଜଣଙ୍କ ଏତେ ଟଙ୍କା କେଉଁ ଉପାୟରେ ଆଣିଥିଲେ । ଟଙ୍କାର…

ବୌଦ୍ଧରୁ କଲରାପତରିଆ ବାଘ ଛାଲ ଜବତ

ସୋନପୁର: କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଟିମ ଗୁରୁବାର ଦିନ କଲରାପତରିଆ ବାଘ ଛାଲ ଜବତ କରିବା ସହ ବୌଦ୍ଧରୁ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଏସଟିଏଫ୍ ଟିମ୍ ମନମୁଣ୍ଡା ଥାନା ଅନ୍ତର୍ଗତ ବନ୍ଧନଝୁଲି ନିକଟରେ ଚଢାଉ କରି ବାଦଲଗୁଡା ଗାଁର ମହେନ୍ଦ୍ର ଭାଇନାଙ୍କୁ…

ଜମିଜମା ବିବାଦକୁ ନେଇ କଟୁରୀ ବୁଲିଲା, ୨ ଗୁରୁତର

ଯାଜପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଦୁଇ ପଡୋଶୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ, ପରେ ଧସ୍ତାଧସ୍ତି ଓ ଶେଷରେ କଟୁରୀ ଚୋଟରେ ଝଗଡାର ଅବସାନ ଘଟିଥିଲା । କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଯାଜପୁର ଜିଲ୍ଲାର ଅରିଲୋ ଗାଁ । ରିପୋର୍ଟ ଅନୁଯାୟୀ ପ୍ରତାପ ସାମଲ ଓ…

ଛତ୍ରପୁର ଇଣ୍ଡିଆ ବ୍ୟାଙ୍କ ATM ତାଡି ଲୁଟ୍ ଉଦ୍ୟମ

ଛତ୍ରପୁର: ବିଳମ୍ବିତ ରାତିରେ ମାତିଲେ ଲୁଟେରା । ବ୍ୟାଙ୍କ ଏଟିଏମ୍ ତାଡି ଟଙ୍କା ଲୁଟ୍ ଉଦ୍ୟମ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ATMରୁ ଟଙ୍କା ଚୋରି ଉଦ୍ୟମ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ATM ସର୍ଟର ଓ ମେସିନ୍ ତାଡ଼ି କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ…

ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ସମ୍ପର୍କୀୟଙ୍କ ହଙ୍ଗାମା, ୪ ଗିରଫ

ଭବାନୀପାଟଣା: ସମ୍ପର୍କୀୟଙ୍କ ମୃତ୍ୟୁକୁ ନେଇ ହଙ୍ଗାମା କରିବା ଅଭିଯୋଗରେ ସ୍ଥାନୀୟ ପୋଲିସ ସୋମବାର ଦିନ ଚାରି ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ ଜଣକୁ କୋଭିଡ ହସ୍ପିଟାଲକୁ ପଠାଯାଇଛି। ସ୍ଥାନୀୟ କମଠଣା କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତିଙ୍କର…

ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ୍ ଡିଲ୍, ବେପାରୀ ବେଶରେ ୨ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ନୟାଗଡ଼: ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ ଓ ହାତୀ ଦାନ୍ତ କିଣାବିକା ଡିଲ୍ । ଖବର ପାଇଁ ବେପାରୀ ବେଶରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏତିକିବେଳେ ଦୁଇ ବନ୍ୟଜନ୍ତୁ ବେପାରୀଙ୍କୁ ବାନ୍ଧିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ଜବତ ହୋଇଛି ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହାତୀ…

ଦିଅର ଲାଠି ମାଡରେ ଭାଉଜ ଲହୁଲୁହାଣ !

କାମାକ୍ଷାନଗର: ଅବିଶ୍ୱାସ ଲାଗୁଥିଲେ ବି ସତ । କଥାରେ ଅଛି ଭାଉଜ ମାଆ ସମାନ, ଦିଅର ପୁଅ ସମାନ । ହେଲେ ଢେଙ୍କାନାଳ ଯମୁନାକୋଟ ଗାଁରେ ଏଭଳି ସଂପର୍କରେ ଲାଗିଛି ଅବିଶ୍ୱାସର ଛିଟା । ସୁଭଦ୍ରା ସାହୁ ନାମକ ଜଣେ ମହିଳାଙ୍କୁ ଖୋଦ ତାଙ୍କ ଦିଅର ବିଦ୍ୟୁତ ସଂଯୋଗକୁ ନେଇ ନିସ୍ତୁକ ମାଡ ମାରି…