Latest Odisha News

BREAKING NEWS

Browsing Category

ଅପରାଧ

ଶିଶୁ ପୁତ୍ରର ମୁଣ୍ଡବିହୀନ ଶରୀର ଉଦ୍ଧାର

ଯାଜପୁର: ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଛି ପୋଲିସ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ଚାଇନିପୁର ପଞ୍ଚାୟତ ବିଦ୍ୟାଧରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ସୂଚନାଯୋଗ୍ୟ, ବିଦ୍ୟାଧରପୁର ଗାଁର ଅଶୋକ ତ୍ରିପାଠୀଙ୍କ ବାଡ଼ିରୁ ଦେଢ଼ ବର୍ଷ ଶିଶୁ ପୁତ୍ରର ମୁଣ୍ଡବିହୀନ…

ଭିଜିଲାନ୍ସ ଜାଲରେ ବେଲପାହାଡ଼ର ଅବକାରୀ ସବ-ଇନସ୍ପେକ୍ଟର

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡର ଅବକାରୀ ସବ-ଇନସ୍ପେକ୍ଟର । ତାଙ୍କ ନାଁ ଦେବେନ୍ଦ୍ର ପ୍ରହରାଜ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଝାରସୁଗୁଡ଼ା ଜିଲ୍ଲା…

ଝରାଫୁଲ ଡେଥ୍ ମିଷ୍ଟ୍ରି, ରିମାଣ୍ଡରେ ଯିବ ରାକେଶ

ଭୁବନେଶ୍ୱର: ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ । ପୁରା ଘଟଣା ଉପରୁ ପରଦା ଉଠାଇବା ପାଇଁ ଆଜି ରିମାଣ୍ଡ ପାଇଁ ଅନୁମତି ଦେଶପାରନ୍ତି କୋର୍ଟ । ଏ ନେଇ ଯାଜପୁର ଜିଲ୍ଲା ଦୌରାଜଜରେ ଅପିଲ କରିଛି କୁଆଖିଆ ଥାନା ପୋଲିସ । ଗତ ୨୯ ତାରିଖରେ ଅଭିଯୁକ୍ତ ରାକେଶ ସ୍ବାଇଁକୁ…

ଅନୁଗୁଳ ବନ୍ତଳାରେ ଯୁବକଙ୍କୁ ଗଳା କାଟି ହତ୍ୟା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଯୁବକଙ୍କୁ ନିର୍ମମ ହତ୍ୟା । ଯୁବକଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକଙ୍କ ବେକରେ ଦାଗ ରହିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି । ମୃତକ ବନ୍ତଳା ବଜାରର କାଶୀନାଥ ବେହେରା ବୋଲି ଜଣାପଡିଛି । ସୂଚନା…

ଖଡ଼ିଆଳ ପୁଲିସକୁ ସଫଳତା, ଚୋରି ହୋଇଥିବା କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କଲା ପୁଲିସ, ୩ ଯୁବକ ଗିରଫ

ନୂଆପଡ଼ା: ଖଡ଼ିଆଳ ଏରିଗେସନ ଅଫିସରୁ ଚୋରି ହୋଇଥିବା ଜିନିଷ ଜବତ କରିବାରେ ସଫଳ ହୋଇଛି ଖଡ଼ିଆଳ ପୁଲିସ । ଏଥିସହିତ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଗତ ୨୨ ତାରିଖରେ ଖଡ଼ିଆଳ ସ୍ଥିତ ଏରିଗେସନ୍ ଅଫିସରୁ କମ୍ପ୍ୟୁଟର ଓ ପ୍ରିଣ୍ଟର ଚୋରି ହୋଇଥିଲା । ଏନେଇ ଗତ ୨୪ ତାରିଖରେ…

ଗଞ୍ଜାମ ଜିଲ୍ଲାରେ କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ବାରହା ଫାଶରୁ ଉଦ୍ଧାର କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଜଣ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ପୋଲିସ ସହାୟତାରେ ଗତରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି । ସେହିପରି ଫାଶରେ ଲାଗିଥିବା ଗୋଟିଏ…

ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗ ବରିଷ୍ଠ କିରାଣି ଚାକିରିରୁ ବହିଷ୍କୃତ, ଦେଇଥିଲେ ଜାଲ୍ ଜାତିଗତ ପ୍ରମାଣପତ୍ର

ମାଲକାନଗିରି: ମହଙ୍ଗା ପଡ଼ିଲା ଜାଲିଆତି କରି ଜାତି ପ୍ରମାଣପତ୍ର ଦେବା । ଜାଲ୍ ପ୍ରମାଣପତ୍ର ଦେଇଥିବା ଅଭିଯୋଗରେ ଗଲା ଚାକିରି । ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ । ସେ ଜାଲିଆତି କରି ଜାତି…

ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା: ୪ ଗିରଫ

ବାଣପୁର: ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦେବାଦେବୀଙ୍କ ମୂର୍ତ୍ତି, ଆଧାରକାର୍ଡ, ମୋବାଇଲ୍ ଫୋନ୍ ଏବଂ ଏୟାର୍ ବ୍ୟାଗ୍ ଆଦି ଜବତ ହୋଇଛି। ଗତ ୨୨ ତାରିଖରେ ଚୋରି ହୋଇଥିବା ଦକ୍ଷପ୍ରଜାପ୍ରତି ମନ୍ଦିରର ୨୨ଟି ମୂର୍ତ୍ତିରୁ ମାତ୍ର…

ଗୋଡିପଡ଼ାରେ ଶିକ୍ଷୟିତ୍ରୀ ଛୁରାମାଡ କରି ନିଜ ବେକକୁ କାଟିଲା ଯୁବକ

ନୟାଗଡ଼: ଶରଣକୁଳ ଥାନା ଅଧୀନସ୍ଥ ଗୋଡିପଡ଼ାରେ ଯୁବକଙ୍କ ଉନ୍ମତକାଣ୍ଡ । ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକ ଜଣେ ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରି ନିଜ ବେକ କାଟିଥିବା ଅଭିଯୋଗ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ…

ଦିଲ୍ଲୀ ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈଶ-ଉଲ୍-ହିନ୍ଦ୍

ନୂଆଦିଲ୍ଲୀ: ଦିଲ୍ଲୀ ଔରଙ୍ଗଜେବ୍ ରୋଡ୍‌ରେ ଅବସ୍ଥିତ ଥିବା ଇସ୍ରାଏଲୀ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣ ମାମଲା ପାଇଁ ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଜୈଶ-ଉଲ-ହିନ୍ଦ । ମେସେଜିଙ୍ଗ ଆପ୍ ଟେଲିଗ୍ରାମର ମେସେଜ୍ ମାଧ୍ୟମରେ ଏହି ଘଟଣାର ଦାବି କରିଛି ସଂଗଠନ ।  ମେସେଜ୍‌ରେ କୁହାଯାଇଛି କି…