Latest Odisha News

BREAKING NEWS

Browsing Category

ଅପରାଧ

ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ସିପିଙ୍କ ପ୍ରେସମିଟ୍, କହିଲେ ‘ବିବାହ ବିବାଦରୁ ହୋଇଥିଲା…

ଭୁବନେଶ୍ୱର: ଭରତପୁର-ଚନ୍ଦକା ଦାଶପୁରରେ ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ମିଳି ଘଟଣାରେ ଆଜି ପର୍ଦ୍ଦାଫାଶ ହୋଇଛି । ବିବାହ ବିବାଦକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ମୁଣ୍ଡବିହୀନ ଶରୀର…

ମିଳିଲା ମହିଳାଙ୍କ କଟାମୁଣ୍ଡ, ମୃତଦେହଠାରୁ ୨କିମି ଦୂରରେ ମୁଣ୍ଡ

ଭୁବନେଶ୍ବର: ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା । ଭରତପୁର ଜଙ୍ଗଲରୁ ମିଳିଲା ମୃତ ମହିଳାଙ୍କ କଟାମୁଣ୍ଡ । ରହସ୍ୟ ଉନ୍ମୋଚନ ପାଇଁ ୨ ଅଭିଯୁକ୍ତଙ୍କୁ ସ୍ପଟକୁ ନେଇଥିଲା ପୋଲିସ । ପୋଲିସ ସହ ଯାଇ କଟାମୁଣ୍ଡ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ । ମୃତଦେହ ଠାରୁ ୨ କିମି…

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ୨ଜଣ ଅଟକ, କ୍ରାଇମ ସିନ୍ ରି-କ୍ରିଏସନ୍ କରିବ ପୋଲିସ

ଭୁବନେଶ୍ୱର: ରାଜଧାନୀରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସକୁ ମିଳିଲା ବଡ଼ ସୁରାକ । ସାତ ଦିନ ପରେ ଘଟଣାର ରହସ୍ୟ ଖୋଲୁଛି । ହତ୍ୟାକାଣ୍ଡ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । କଟାମୁଣ୍ଡ ଠାବ ପାଇଁ ସେମାନଙ୍କ ପଚରାଉଚରା ଜାରି ରଖିଛି ପୋଲିସ । ମୃତ ମହିଳାଙ୍କ…

ମାତିଛନ୍ତି ଶିକାରୀ: ଦାନ୍ତ ପାଇଁ ଦନ୍ତାକୁ ମାରିଦେଲେ

ଢେଙ୍କାନାଳ: ଦାନ୍ତ ପାଇଁ ଦନ୍ତା ହାତୀକୁ ଗୁଳି କରି ହତ୍ୟା । ଏଭଳି ଅଭାଭନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ଗତ ୯ ତାରିଖରେ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆଠାରେ ଗୁଳି କରି ଦନ୍ତା ହାତୀକୁ ମାରିଛନ୍ତି ଦୁର୍ବୃତ୍ତ। ଗୁଳି କରିବା ପରେ ତା’ର ଦାନ୍ତ ନେଇଯାଇଥିବା…

ଭିଜିଲାନ୍ସ ଜାଲରେ ଡେପୁଟୀ ରେଞ୍ଜର, ବିଭିନ୍ନ ସ୍ଥାନରେ ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ଡେପୁଟୀ ରେଞ୍ଜର କେଶବ ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି । କେଶବ ନାୟକଙ୍କ ଅଫିସ୍ ସହ ବଲାଙ୍ଗିର ସାଗରପଡ଼ା, ଇଚ୍ଛାପଡ଼ା ଓ ଆରଟିଓ ଛକରେ ଥିବା ଘରେ ରେଡ୍ ଚାଲିଛି । ବରଗଡ଼,…

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା: ଡିଜିଟାଲ ଫିଙ୍ଗର ପ୍ରିଣ୍ଟରୁ ପରିଚୟ ପାଇଛି କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକା-ଅନ୍ଧାରୁଆ ଦାସପୁର ରାସ୍ତାରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ହାତରେ ଲାଗିଛି ସୁରାକ । ଡିଜିଟାଲ ଫିଙ୍ଗର ପ୍ରିଣ୍ଟରୁ କମିଶନରେଟ ପୋଲିସ ମହିଳାଙ୍କ ପରିଚୟ ପାଇଥିବା ସୂଚନା ମିଳିଛି । ଆଜି ପୋଲିସ ପ୍ରେସମିଟରେ ହତ୍ୟାକାଣ୍ଡ…

ଅଯୋଧ୍ୟା ରାମ ମନ୍ଦିର ଲାଗି ଦାନ ମାଗୁଥିବା ବେଳେ ଆରଏସ୍ଏସ୍ କର୍ମକର୍ତ୍ତାଙ୍କୁ ଗୁଳି

ଚଣ୍ଡିଗଡ଼: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଦାନ ମାଗୁଥିବା ବେଳେ ଗୁଳି କରିଛନ୍ତି ଦୁର୍ବୃତ୍ତ । ରାଜସ୍ଥାନର ରାମଗଞ୍ଜମଣ୍ଡି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି । ଏହି ମାମଲାରେ ସ୍ଥାନୀୟ ପୋଲିସ…

ଭିଜିଲାନ୍ସ ଜାଲରେ ନୟାଗଡ଼ ମ୍ୟୁନିସିପାଲଟି ଆକାଉଣ୍ଟାଣ୍ଟ, ନେଉଥିଲେ ୨୦ ହଜାର ଟଙ୍କା ଲାଞ୍ଚ

ନୟାଗଡ଼: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ । ନୟାଗଡ଼ ମ୍ୟୁନିସିପାଲଟିର ଆକାଉଣ୍ଟାଣ୍ଟ ଅଜୟ କୁମାର ସାଠୁଆ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅଜୟ । ସିକ୍ୟୁରିଟି ଡିପୋଜିଟ୍ ଫେରାଇବା ଲାଗି ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ତାଙ୍କ ଠାରୁ ଲାଞ୍ଚ ନେଇଥିବା ୨୦ ହଜାର…

ଆତ୍ମସମର୍ପଣ କରିଥିବା ବଡ଼ଭାଇକୁ ମାଓବାଦୀଙ୍କୁ ସୁପାରୀ ଦେଇ ହତ୍ୟା କଲା ସାନଭାଇ

ମାଲକାନଗିରି: ମାଓ ସଂଗଠନ ମୋହ ଛାଡ଼ି ପାରିଲେନି । ଶେଷରେ ଆତ୍ମସମର୍ପଣ କରିଥିବା ବଡ଼ଭାଇକୁ ମାଓବାଦୀଙ୍କୁ ସୁପାରୀ ଦେଇ ହତ୍ୟା କରିଛି ସାନଭାଇ । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ । ସାନଭାଇ ଓ ହତ୍ୟାକାଣ୍ଡରେ ସାମିଲ…

ଲାଲକିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାରେ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ । ତାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ । ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଭିତରେ ସେ ଥିଲା । ୧୫ ଦିନ…