Latest Odisha News

BREAKING NEWS

Browsing Category

ଅପରାଧ

ଭୁବନେଶ୍ୱରରୁ ୧୦୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ମହିଳା ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ । ୧୦୨ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ । ଗତକାଲି ଭୁବନେଶ୍ୱର ୟୁନିଟ୍ -୮ ଅଞ୍ଚଳରେ ଥିବା ନାରାୟଣ…

ପିତୃ ହନ୍ତା: ବାପାଙ୍କୁ ଶାବଳରେ ପିଟି ହତ୍ୟା କଲା ପୁଅ

ସୋନପୁର: ଜନ୍ମଦାତାଙ୍କୁ ହତ୍ୟା । ବାପାଙ୍କୁ ମାରି ପୋତି ଦେଲା ପୁଅ । ଏଭଳି ବର୍ବର ଓ ଅମାନବୀୟ କାଣ୍ଡ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲା ଗାଁରେ । ମୃତକ ହେଲେ ମୁରଲୀ ତସା । ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ । ଅଧିକ ଖୋଳତାଡ ଜାରି ରହିଛି । ମୁରଲୀ…

ଚିତ୍ରକୋଣ୍ଡାରୁ ୯୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ରାଜ୍ୟରେ ବଢ଼ି ଚାଲିଛି ଗଞ୍ଜେଇ ଚୋରା ଚାଲଣ । ମାଲକାନଗିରି ଜିଲ୍ଲାରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପିକଅପ ଭ୍ୟାନରୁ ୩୦ ପ୍ୟାକେଟ୍ ଜବତ କରିଛି ଚିତ୍ରକୋଣ୍ଡା ଥାନା ପୋଲିସ । ଜବତ ଗଞ୍ଜେଇର ଓଜନ ୯୦୦ କିଲୋ । ଯାହାର ଆନୁମାନିକ ମୂଲ୍ୟ ୯୦ ଲକ୍ଷରୁ ଅଧିକ ଟଙ୍କା…

ଅନଲାଇନ ଗେମରେ ହାରିବାରୁ ଆତ୍ମହତ୍ୟା କଲେ ଯୁବକ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଏକ ଅନଲାଇନ୍ ଗେମରେ ହାରିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ରଣପୁର ବ୍ଲକର ପଥରପୁଞ୍ଜି ଗ୍ରାମର ନିବାସୀ ମନୋରଞ୍ଜନ ଶଢଙ୍ଗୀ (୧୯) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ମନୋରଞ୍ଜନ ପୁରୀର ତାଳବଣିଆ ସ୍ଥିତ ଏକ ଆଇଟିଆଇ କଲେଜର…

ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଉଦ୍ୟମ ଘଟଣାରେ ଜଣେ ଅଟକ

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ଉଦ୍ୟମ ଏବଂ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ଜଣେ ଅଟକ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ମହାନ୍ତିଙ୍କୁ ଅଟକ ରଖିଛି କେନ୍ଦୁଝର ଟାଉନ୍ ଥାନା ପୋଲିସ । ତାଙ୍କୁ ପଚରାଉଚରା…

ରୋଜଭ୍ଯାଲି ଚିଟଫଣ୍ଡ ଠକେଇ: ଶୁଭ୍ରା କୁଣ୍ଡୁଙ୍କୁ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ରୋଜଭ୍ଯାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ଶୁଭ୍ରା କୁଣ୍ଡୁଙ୍କୁ ରିମାଣ୍ଡରେ ନେଲା ସିବିଆଇ। ତାଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛି ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟ। ସାତ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିଲା। ଗିରଫ ପରେ ଶୁଭ୍ରା କୁଣ୍ଡୁଙ୍କୁ…

ପୁରୀ ବୋମାମାଡ଼ ଘଟଣାରେ ୭ ଗିରଫ

ପୁରୀ: ପୁରୀ ବାସେଳୀ ସାହି ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜଵତ କରିଛି। ତେବେ ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ବାଲି ଗୋଡି ସପ୍ଲାଇକୁ ନେଇ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି…

ନବରଙ୍ଗପୁର ବ୍ରିଜ ଭୁଶୁଡିବା ଘଟଣା, ସହକାରୀ ଯନ୍ତ୍ରୀ ଗିରଫ 

ଉମରକୋଟ: ନବରଙ୍ଗପୁର ଉମରକୋଟ ତାଲା ପଦର ବିଜୁ ସେତୁ ପୋଲ ଭୁଶୁଡିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ୍ ପାତ୍ର ଗିରଫ ହୋଇଛନ୍ତି। ନବରଙ୍ଗପୁର ପୋଲିସ ରବିବାର ଦିନ ଅସିତଙ୍କୁ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର କରିଛି । ସହକାରୀ ଯନ୍ତ୍ରୀଙ୍କ ଗିରଫ…

ଲାଞ୍ଚ ନେଇ ବନ୍ଧା ହେଲେ ଥାନା ବାବୁ, ଚାକିରିରୁ ସସପେଣ୍ଡ କଲେ ଏସପି

ପୁରୀ: ଥାନା ବାବୁଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା । ଲାଞ୍ଚ ଅଭିଯୋଗରେ ଗିରଫ ହୋଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଏଏସଆଇ । ତାଙ୍କ ନାଁ ଈଶ୍ୱରଚନ୍ଦ୍ର ଗୁମାନ ସିଂ । ଗିରଫ ପରେ ତାଙ୍କୁ ଚିକିରିରୁ ନିଲମ୍ବନ କରିଛନ୍ତି ପୁରୀ ଏସପି । ଜଣେ ବ୍ୟବସାୟୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ…

ମାଆର ତଣ୍ଟି କାଟି ମାରି ଦେଲା ପୁଅ, ଟଙ୍କା ନଦେବାରୁ ହତ୍ୟା

ସୁନ୍ଦରଗଡ଼: ଜନ୍ମଦାତ୍ରୀକୁ ହତ୍ୟା କଲା ପୁଅ । ତଣ୍ଟି କାଟି ବୀଭତ୍ସ ହତ୍ୟା କରିଛି । ଏଭଳି ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ବାହିୟାମ ଗାଁରେ । ମାଆର ତଣ୍ଟି କାଟି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଫେରାର୍ ଅଛି । ତା ନାଁ ରାଜୁ ଗୌଡ଼ । ମାଆ…