Latest Odisha News

BREAKING NEWS

Browsing Category

ଅପରାଧ

ପରୀ ମୃତ୍ୟୁ ମାମଲାରେ ଚାଲିଛି ଡିଏନଏ ପରୀକ୍ଷା

ଭୁବନେଶ୍ୱର: ନୟାଗଡ ପରୀ ମୃତ୍ୟୁ ମାମଲାରେ ଆଜି ଡିଏନଏ ପରୀକ୍ଷା ପ୍ରକ୍ରିୟା ଜାରି ହୋଇଛି । ପରୀ ପିନ୍ଧିଥିବା ଡ୍ରେସରୁ ମିଳିଥିବା ସିମେନ ଓ ରକ୍ତନମୁନାର ହେଉଛି ଡିଏନଏ ପରୀକ୍ଷା କରାଯାଉଛି । ସେପଟେ ଚିହ୍ନଟ ଅଭିଯୁକ୍ତର ବି ପରୀକ୍ଷା କରାଯାଉଛି । ଦୁଇଟି ଯାକର ରିପୋର୍ଟ ଆସିଲେ ମ୍ୟାଚ…

ହାତ ଗୋଡ ବାନ୍ଧି ଗାଡି ଚଢାଇ ହତ୍ୟା !

ଝାରସୁଗୁଡା : ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ତାଙ୍କ ହାତ ଗୋଡ ବନ୍ଧା ହୋଇଛି । ଏଥି ସହ ତାଙ୍କ ମୁଣ୍ଡରେ କୌଣସି ଭାରୀଯାନ ଚଢାଇ ଦିଆଯାଇଥିବା ଅନୁମାନ କରାଯାଉଛି । ତେଣୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ…

ବାରିପଦାରେ ଜାଲ୍ ନୋଟ୍ ରାକେଟ ଠାବ, ୨ ଗିରଫ

ବାରିପଦା: ଟାଉନ ପୋଲିସ ଏକ ଜାଲ୍ ନୋଟ୍ ରାକେଟର ପର୍ଦ୍ଦାଫାଶ କରିଛି । ସେମାନଙ୍କଠାରୁ ପ୍ରାୟ ୮୫ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଏଥିରେ ୧୧୦ଟି ୫ ଶହ ଟଙ୍କିଆ, ୩୦୦ଟି ଶହେ ଟଙ୍କିଆ ଜାଲ୍ ନୋଟ୍ ରହିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ।  ସେମାନଙ୍କଠାରୁ…

ରାଜ୍ୟରେ ଆଉ ଜଣେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର

ଢେଙ୍କାନାଳ: ବିଗତ କିଛିଦିନ ହେବ ରାଜ୍ୟରେ ଶିଶୁ ଅପହରଣ ଓ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଣି ରାଜ୍ୟରେ ଜଣେ ଶିଶୁପୁତ୍ରର ମିଳିଛି ମୃତଦେହ । ସୂଚନାନୁସାରେ, ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରୁ ଏକ ୩ ବର୍ଷର ଶିଶୁ ପୁତ୍ର ନିଖୋଜ…

ଚକିତକର ଚୋରି, ଚମତ୍କାର ନା ଅଳସୁଆମୀ ?

ସହଜପୁର(ମ.ପ୍ର): ସାମ୍ନାକୁ ଆସିଛି ଏକ ଚକିତକର ଚୋରି ମାମଲା । ସାଧାରଣତଃ ଚୋର ଚୋରି କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥାଏ । ହେଲେ ମଧ୍ୟପ୍ରଦେଶରେ ଏକ ଚୋର ନିଜ ପେଶା ପାଇଁ ନୁହେଁ ବରଂ ଅଳସୁଆପଣ ପାଇଁ ପୋଲିସ ହାତରେ ଧରାପଡିଛି । ଘଟଣାଟି ପୋଲିସକୁ ଯେତିକି ତାଜୁବ କରିଥିଲା ତାଠୁ ଅଧିକ ଏହି…

ମାସ୍କ ପାଇଁ ଜେଲ ଗଲେ, ଅଟକିଲା ବିବାହ

ମୁମ୍ବାଇ: ମାସ୍କ ନପିନ୍ଧିବା ଜଣେ ଯୁବକଙ୍କୁ ମାତ୍ରାଧିକ ମହଙ୍ଗା ପଡିଛି । ଏପରିକି ଜେଲ ଯିବା ସହ ତାଙ୍କ ବିବାହ ବି ଅଟକିଥିଲା । ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୁମ୍ବାଇ ସହର । ତେବେ ଘଟଣାଟା ପଢିବାକୁ ଯେତିକି ସାଧାରଣ ଲାଗୁଛି, ଏହା ପଛର କାରଣ ବି ସେତିକି ଚକିତକର ।…

ପରୀ ହତ୍ୟା ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ଏସଆଇଟି

କଟକ: ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ଆଜି ଏସଆଇଟି ପକ୍ଷରୁ  ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଏହି ମାମଲାରେ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟରେ ଦର୍ଶାଯାଇଛି । ଏକ ବନ୍ଦ ଲଫଫାରେ ସତ୍ୟପାଠ ଦାଖଲ କରିଛି ଏସଆଇଟି  । ଆସନ୍ତା ୨୪ରେ ମାମଲାର ପରବର୍ତ୍ତୀ …

ଭିଜିଲାନ୍ସ ଜାଲରେ ବ୍ଲକଗ୍ରାଣ୍ଟ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ବରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବ୍ଲକଗ୍ରାଣ୍ଟ ଶିକ୍ଷକ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ସ୍ଥିତ ତିଲେଇମାଳ ସ୍କୁଲର ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ତାଙ୍କ ନାଁ ପ୍ରମୋଦ ପାଣିଗ୍ରାହୀ । ସେ ତିଲେଇମାଳ ସ୍କୁଲର ପ୍ରଧାନଶିକ୍ଷକ…

ପାଠକ-ପାଣିଗ୍ରାହୀ ଫ୍ୟାମିଲି ଲିଙ୍କ ଖୋଳତାଡ ପାଇଁ ବ୍ରହ୍ମପୁରରେ ଭିଜିଲାନ୍ସ ଟିମ୍

ବ୍ରହ୍ମପୁର: କ୍ରାଇମବ୍ରାଞ୍ଚ ପରେ ଭିଜିଲାନ୍ସ । ପାଠକ-ପାଣିଗ୍ରାହୀ ଫ୍ୟାମିଲି ଲିଙ୍କର ତଦନ୍ତ ଆରମ୍ଭ କରିଛି । ଆଜି ଭିଜିଲାନ୍ସର ଗୋଟିଏ ଟିମ୍ ଅଧିକ ଖୋଳତାଡ ପାଇଁ ବ୍ରହ୍ମପୁରରେ ପହଞ୍ଚିଛି । ଭିଜିଲାନ୍ସ ସେଲ ଊଝଚ ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ବରେ ଖୋଳତାଡ ଆରମ୍ଭ ହୋଇଛି । ପାଠକ…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି

କଟକ: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ରହିଛି । ପୋଲିସ ଡିଜି ଅଭୟ ଓ କ୍ରାଇମବ୍ରାଞ୍ଚ ADG ଆଜି ହାଜର ହେବେ । ମାମଲାର ସବିଶେଷ ରିପୋର୍ଟ ଦାଖଲ କରିବେ । ପୂର୍ବ ଶୁଣାଣିରେ କାହିଁକି ଏଯାଏ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି କହିବା ସହ…