Latest Odisha News

BREAKING NEWS

Browsing Category

ଅପରାଧ

ଜିଏସଟି ଠକେଇ ଅଭିଯୋଗରେ କଟକରୁ ବନ୍ଧା ହେଲେ ୩ ଜଣ

କଟକ: ପୁଣି ବଡ଼ ଧରଣର ଜିଏସଟି ଠକେଇ ସାମନାକୁ ଆସିଛି । କୋଟି କୋଟି ଟଙ୍କା ଟିକସ ଫାଙ୍କିବାକୁ ଫନ୍ଦି କରୁଥିଲେ । ଧରାପଡ଼ିଲେ ଓ ଜେଲ୍ ଗଲେ । ଜିଏସଟି ଠକେଇ ଅଭିଯୋଗରେ କଟକ ଚୌଦ୍ୱାରରୁ ୩ ଜଣଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । କୋର୍ଟରେ ହାଜରେ ପରେ ସେମାନଙ୍କୁ ଜେଲ ପଠାଇ…

[ଭିଡିଓ] ପଏଣ୍ଟ ବ୍ଲାଙ୍କ ରେଂଜରେ ଗୁଳିମାଡ, ପ୍ରପର୍ଟି ଡିଲରଙ୍କୁ ନିର୍ମମ ହତ୍ୟା

ଆଗ୍ରା: ସିସିଟିଭିରେ କଏଦ ହୋଇଛି ନିର୍ମମ ହତ୍ୟାକାଣ୍ଡର ଲାଇଭ ଫୁଟେଜ । ପଏଣ୍ଟ ବ୍ଲାଙ୍କ ରେଂଜରେ ଜଣେ ପ୍ରପର୍ଟି ଡିଲରଙ୍କୁ ଖୁଲମଖୋଲା ରାସ୍ତାରେ ଗୁଳିମାଡ । ଏଭଳି ଘଟଣାକୁ ନେଇ ଲଜ୍ଜା ମୁଣ୍ଡାଇଛି ଉତ୍ତରପ୍ରଦେଶର ଆଗ୍ରା ସହର । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ପୋଲିସ…

ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲ୍ ଫେରିଲେ ଆକାଶ ପାଠକ

ଭୁବନେଶ୍ୱର: ସରିଲା ଚାରି ଦିନିଆ ରିମାଣ୍ଡ ଅବଧି । ଜେଲ ଫେରିଲେ ଜୁନିଅର ପାଠକ । ରିମାଣ୍ଡ ଅବଧି ସରିବା ପରେ ଆକାଶ ପାଠକ ଝାରପଡ଼ା ଜେଲ ଫେରିଛନ୍ତି । ଆଜି ତାଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଇତିଲା କମିଶନରେଟ ପୋଲିସ । କ୍ରାଇମବ୍ରାଞ୍ଚ ଆଗରେ ଆକାଶ ସବୁ ସତ ମାନିଥିବା…

ଯଦୁପୁର ଗାଁରେ ପୋଲିସ ଛାଉଣୀ, ହେପାଜତରେ ଥିବା ଯୁବକଙ୍କ ଘରେ ଏସଆଇଟି ଟିମ୍

ନୟାଗଡ: ନୟାଗଡ଼ ପରୀ ହତ୍ୟା ମାମଲାରେ ଝଓଞର ଖୋଳତାଡ଼ ଜାରି ରହିଛି । ଯଦୁପୁର ଗାଁରୁ ଜଣେ ଯୁବକଙ୍କୁ ଦୁଇ ଦିନ ହେବ ହେପାଜତରେ ନେଇଛି ଏସଆଇଟି । ଆଜି ତାଙ୍କ ଘରେ ଦୁଇ ଜଣିଆ ଟିମ୍ ପହଞ୍ଚିଛନ୍ତି । ଯୁବକଙ୍କ ମାଆଙ୍କୁ ସେମାନେ ପଚରାଉଚରା କରିଥିବା ଜଣା ପଡ଼ିଛି । ତାଙ୍କ ଘର ଆଗରେ ବି ପୋଲିସ…

GST ଠକେଇ: ରାଉରକେଲାର ୪ଟି ସ୍ଥାନରେ ରେଡ୍, ୨ ବ୍ୟବସାୟୀ ଅଟକ

ରାଉରକେଲା: ଜିଏସଟି ଠକେଇ ନେଇ ରାଉରକେଲାରେ ଚଢ଼ାଉ । ବନ୍ଧମୁଣ୍ଡା, ବାସନ୍ତୀ କଲୋନୀ, ଛେଣ୍ଡ କଲୋନୀ ସମେତ ୪ଟି ସ୍ଥାନରେ ଜିଏସଟି ବିଭାଗ ଚଢ଼ାଉ କରିଛି । ୨ଜଣ ବ୍ୟବସାୟୀଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ୪୨ କୋଟି ଟଙ୍କା ଜିଏସଟି ଠକିଥିବା ଅଭିଯୋଗରେ ସେମାନଙ୍କୁ ଅଟକ ରଖି ପଚରାଉଚରା…

ଖୋର୍ଦ୍ଧା ପୌର ପରିଷଦ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ପୌର ପରିଷଦର ଟ୍ୟାକ୍ସ ସଂଗ୍ରହ କର୍ମଚାରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ରେଡ୍ ହୋଇଛି । ସଂପୃକ୍ତ କର୍ମଚାରୀ ହେଉଛନ୍ତି ସଦାଶିବ ସ୍ୱାଇଁ । ତାଙ୍କର ଗୁରୁଜଙ୍ଗ ବାସଭବନ ଓ ଏନ୍ୟ ଏକ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରୁଥିବା…

ପରୀ ପାଇଁ ବିଜେପି ପଦଯାତ୍ରାର ଆଦି ଦ୍ୱିତୀୟ ଦିନ

ଭୁବନେଶ୍ୱର: ନୟାଗଡ଼ ନାବାଳିକା ପରୀକୁ ନ୍ୟାୟ ଦେବାକୁ ବିଜେପି ଆରମ୍ଭ କରିଥିବା ପଦଯାତ୍ରାର ଆଜି ଦ୍ୱିତୀୟ ଦିନ । ଆଜି ଯାଆଁଳାରୁ ପଦଯାତ୍ରା ନୟାଗଡ଼ ଯଦୁପୁର ଅଭିମୁଖେ ବାହାରିବ । ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ଏହି ପଦଯାତ୍ରା ବାହାରି ଯାଆଁଳା ଯାଏ ଯାଇଥିଲା । ପାଞ୍ଚ ଦିନରେ…

ପରୀ ହତ୍ୟା ଘଟଣାର ଗିରଫ ଅଭିଯୁକ୍ତଙ୍କୁ ଆଜି ପକସୋ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ନୟାଗଡ: ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜି ନୟାଗଡ଼ ପକସୋ କୋର୍ଟରେ ହାଜର କରାଇବ କ୍ରାଇମବ୍ରାଞ୍ଚ । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ନୟାଗଡ଼ ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଯଦୁପୁର ଗାଁରୁ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଥିଲା । ତେବେ ଅଭିଯୁକ୍ତଙ୍କ ନାଁ…

[ଭିଡ଼ିଓ] ପୋଲିସକୁ ଅପରାଧିଙ୍କ ଖୋଲା ଚ୍ୟାଲେଞ୍ଜ,ରାଜରାସ୍ତାରେ ଚାଲିଛି ଲୁଟପାଟ୍; କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଯାଜପୁର: ରାଜରାସ୍ତାରେ ଲୁଟ ଉଦ୍ୟମର ଲାଇଭ୍ ଭିଜୁଆଲ୍। ଭାଇରାଲ ହେଉଛି ଭିଡିଓ। ଦେଖନ୍ତୁ ଏହି ଦୃଶ୍ୟକୁ। କିଭଳି ଏକ କାର କୁ ଅଟକାଇ ଲୁଟ କରିବାକୁ ଉଦ୍ୟମ କରୁଛନ୍ତି ଦୁର୍ବୃତ୍ତ। ଯାହା କାର ରେ ଲାଗିଥିବା ଡେସବୋର୍ଡ କ୍ୟାମେରାରେ କଏଦ ହୋଇଛି। https://youtu.be/6E2Fc5YvD-Y ଏ…

[ଭିଡ଼ିଓ] ଅବ୍ଦୁଲ୍ କଲାମଙ୍କୁ ପୂଜା କରୁଥିବା ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା

କୋଚି: ମାତ୍ର କିଛିଦିନ ପୂର୍ବରୁ ସାମ୍ନାକୁ ଆସିଥିଲା ଏକ ସନ୍ତୋଷଜନକ ଭିଡିଓ । ଭିଡିଓଟି ଭାଇରାଲ୍ ବି ହୋଇଥିଲା । ଏଥିରେ ଜଣେ ବୟସ୍କ ବ୍ୟକ୍ତି କୋଚିର ମରିନ୍ ଡ୍ରାଇଭ ନିକଟରେ ଥିବା ଭାରତରତ୍ନ ଡ.ଅବ୍ଦୁଲ କଲାମଙ୍କ ପ୍ରତିମୂର୍ତ୍ତୀକୁ ପୂଜା କରିବାରେ ଦେଖିବାକୁ ମିଳିଥିଲା । ବ୍ୟକ୍ତି ଜଣକ…