Latest Odisha News

BREAKING NEWS

Browsing Category

ଅପରାଧ

ଭାଇଜାଗରୁ ଧରା ହେଲା ଭୁବନେଶ୍ୱର ଏଟିଏମ୍ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ଅଞ୍ଚଳରୁ ଏଟିଏମ୍ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାଗ ପୋଲିସ ଗିରଫ କରିଥିବା ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଟ୍ୱିନସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ଗିରଫ ଅଭିଯୁକ୍ତ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ୨ ବନ ଅଧିକାରୀଙ୍କ ଅଫିସରେ ଭିଜିଲାନ୍ସର ଚଢାଉ

ବ୍ରହ୍ମପୁର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶୁକ୍ରବାର ଦିନ ବ୍ରହ୍ମପୁର ଓ ଚିଲିକାର ଡିଭିଜନାଲ୍ ଫରେଷ୍ଟ ଅଫିସରେ ଘରେ ଚଢାଉ କରିଛି । ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି- ଖୋର୍ଦ୍ଧା ବାଲୁଗାଁସ୍ଥିତ ଚିଲିକା ଡିଏଫଓ ଅଫିସର ଜୁନିଅର ଆକାଉଣ୍ଟାଣ୍ଟ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଓଏଏସ୍ ଅଫିସରଙ୍କ ଶ୍ୱଶୁର ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯାଜପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ ତଥା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଡେପୁଟି ଜୋନାଲ୍ କମିଶନର ପ୍ରମୋଦ କୁାମର ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ପୃଷ୍ଟିକୁ ଗିରଫ କରିଛି । ଡାକ୍ତରୀ ମାଇନା ପରେ…

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହତ୍ୟାକାଣ୍ଡ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ହତ୍ୟାକାଣ୍ଡ। ଜଣେ ଶ୍ରମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି। ମୃତକଙ୍କ ଗୁଜୁରାମ ସିଂ ହୋଇଥିବା ବେଳେ ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ବୋଲି ଜଣାପଡିଛି। ସୂଚନାନୁସାରେ, ଗୁଜୁରାମ ଏହି…

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ୨୫୦ କେଜି ଗଞ୍ଜେଇ ଜବତ; ୨ ଅଟକ

ଲମତାପୁଟ: ପୁଣି ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ୨୫୦ କେଜିର ଗଞ୍ଜେଇ ଜବତ। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ, କଳାହାଣ୍ଡିକୁ ଗଞ୍ଜେଇ ଚୋରା ଚାଲାଣ ବେଳେ କୋରାପୁଟ ଜିଲ୍ଲା ପାଡ଼ୁଆ ପୋଲିସ ଚଢ଼ାଉ କରି ଏହି ଗଞ୍ଜେଇ…

‘ଚଞ୍ଚକତା କରି, ଲୋକଙ୍କୁ ଠକି ସାରୁଅ ଜମି ହଡପ କରାଯାଇଛି’

ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତି ନେଇ ନୂଆ ସୂଚନା ଦେଲା କ୍ରାଇବ୍ରାଂଚ । ଚଞ୍ଚକତା କରି, ଲୋକଙ୍କୁ ଠକି ଓଡ଼ିଶା ଇନ୍‌ଫ୍ରାଟେକ ପ୍ରାଇଭେଟ ଲିମିଟେଡ ଜମି ହଡକ କରିଚି । ପ୍ରଥମିକ ତଦନ୍ତରୁ ଏହା ଜଣାପଡିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସେ…

ବୋଲଗଡ ତହସିଲଦାରଙ୍କୁ ଆକ୍ରମଣ

ଖୋର୍ଦ୍ଧା: ବୋଲଗଡ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ । ମୋରମ ଖଣିରେ ଚଢ଼ାଉ ବେଳେ ବୋଲଗଡ଼ ତହସିଲଦାର ଧୋବେଇ ନାୟକଙ୍କୁ ଆକ୍ରମଣ ହୋଇଥିବା ନେଇ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ବେଗୁନିଆ ପୋଲିସ ଜଣେ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଛି । ବେଆଇନ୍ ଭାବେ ଗୋପାଳପୁର…

ଗଞ୍ଜେଇ କଳିକୁ ନେଇ ଘର ଉପରେ ବୋମା ମାଡ଼ !

ଫୁଲବାଣୀ: ଗଞ୍ଜେଇ କାରବାର ନେଇ ଶତ୍ରୁତାରୁ ଘର ଉପରେ ବୋମାମାଡ଼ । ଏଭଳି ଅଭିଯୋଗ ଆସିଛି ଫୁଲବାଣୀରୁ । ଟାଉନ ଥାନା ଅନ୍ତର୍ଗତ ପିଅନପଡ଼ାର ଟିଟୁନ ସାହୁଙ୍କ ଘର ଉପରେ କିଛି ଦୁର୍ବୃତ୍ତ ବୋମା ଫିଙ୍ଗିଥିଲେ । ଦୁଇଟି ବାଇକରେ ଚାରି ଜଣ ଦୁର୍ବୃତ୍ତ ଆସି ଟିଟୁନଙ୍କ ଘରେ ଉପରେ ବୋମାମାଡ଼ କରି…

ଦୁଇ ଭାଇଙ୍କ ଉପରେ ଗୁଳିମାଡ଼ ଓ ଭୂଜାଲିରେ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ

ଅନୁଗୋଳ: ଦୁଇ ଭାଇଙ୍କ ଉପରେ ସଂଘବଦ୍ଧ ଆକ୍ରମଣ । ଭୂଜାଲୀରେ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଅନ୍ୟ ଜଣେ ଭାଇ ଗୁରୁତର ହୋଇଛନ୍ତି । ଅନୁଗୋଳ ଜିଲ୍ଲା ମୁଷାପାପୁଲୀ ଛକରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ମୃତକ ହେଲେ ରନ୍ତଲେଇ ଗାଁର ଦୁଃଶାସନ ସେନାପତି । ତାଙ୍କ ଭାଇ…

ରାସ୍ତା ମଝିରେ ଦୁଇ ଯୁବତୀଙ୍କୁ ଛୁରାମାଡ

ନୂଆପଡା: ବିଚ ରାସ୍ତାରେ ଦୁଇ ଯୁବତୀଙ୍କୁ ଛୁରାମାଡ । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଛୁରାମାଡ କଲା ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେନ୍ ବଜାର ରାସ୍ତାରେ । ଏକ ତରଫା ପ୍ରେମରେ ବିଫଳ ହେବା ପରେ ଯୁବକ ଜଣକ ଛୁରାମାଡ କରିଥିବା ଅଭିଯୋଗ ହୋଇଛି । ଛୁରାମାଡରେ…