Latest Odisha News

BREAKING NEWS

Browsing Category

ଅପରାଧ

ଦେଶୀ ଓ ନକଲି ମଦର ଭୂସ୍ୱର୍ଗ ଅନୁଗୁଳ !

ଅନୁଗୁଳ: ଦେଶୀ ମଦର ଭୂସ୍ୱର୍ଗ ପାଲଟିଛି ଅନୁଗୁଳ । ଜିଲ୍ଲାରେ ବେଧଡକ ପୋଲିସ ନାକତଳେ ତିଆରି ଓ ବିକ୍ରି ହେଉଛି । ହେଲେ ପ୍ରଶାସନର ନିଘା ନାହିଁ । ଦିନ ଦ୍ୱିପହରେ ହେଉ କି ରାତି ଖୁଲମଖୋଲା ଚାଲାଣ ହେଉଛି ଦେଶୀ ମଦ । ଶୁକ୍ରବାର ତାଳଚେର ଅବକାରୀ ବିଭାଗ ପକ୍ଷରୁ ରେଙ୍ଗାଳି ଥାନା ପୋଲିସ ଚଢାଉ…

୧୫ବର୍ଷ ଧରି ଦୁଷ୍କର୍ମ, ୨୫ଥର ଦୁଷ୍କର୍ମକାରୀକୁ ଛୁରୀ ଭୁଷିଲେ ପୀଡିତା !

ମଧ୍ୟପ୍ରଦେଶ: ଜଣେ ବ୍ୟକ୍ତିଙ୍କୁ ୨୫ ଥର ଛୁରୀ ଭୁଷିବା ଅଭିଯୋଗରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କ ଅଭିଯୋଗ ଥିଲା ସେହି ବ୍ୟକ୍ତିଜଣକ ଅକ୍ଟୋବର ୧୨ରେ ତାଙ୍କ ପ୍ରତି କରିଥିଲେ ଦୁଷ୍କର୍ମ ଉଦ୍ୟମ । ଏହି ଘଟଣାଟି ଘଟିଥିଲା ଭୋପାଳଠୁ ୨୦୦କିମି ଦୂର ଗୁନା ଜିଲ୍ଲାରେ । ମୃତ…

ଫେରାର ଦୁଷ୍କର୍ମକାରୀଙ୍କୁ ଫେସ୍‌ବୁକରୁ ଚିହ୍ନିଲା ପୀଡିତା !

ଉତ୍ତରପ୍ରଦେଶ: ଦୁନିଆରେ ମଣିଷ ବେଶରେ ଲୁଚି ରହିଥିବା ପଶୁଙ୍କୁ ଚିହ୍ନିପାରିନଥିଲା ଝିଅଟି । ହସ୍ପିଟାଲରେ ଭର୍ତ୍ତି ଥିବା ମାଆକୁ ଦେଖିବା ଲାଗି ଘରୁ ବାହାରିଥିଲା । ହେଲେ ଜଙ୍ଗଲି ରାସ୍ତାରେ ଭେଟିଥିଲା କିଛି ମାଂସଲୋଭି ସଇତାନଙ୍କୁ । ଆଉ ତା ପରେ ହରାଇଥିଲା ମଣିଷ ଉପରେ ବିଶ୍ୱାସ ଓ ନିଜ ମାନ…

ବିଜେପି ନେତାଙ୍କୁ ଗୁଳି ମାରି ହତ୍ୟା

ଫିରୋଜାବାଦ: ଶନିବାର ଦିନ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି । ବାଇକ ଚାଳକଙ୍କ ଦ୍ୱାରା ଚଳାଯାଇଥିବା ଗୁଳିରେ ନେତାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି। ଶୁକ୍ରବାର ସନ୍ଧ୍ୟାରେ…

୧୧ କୁଖ୍ୟାତ ଡକାୟତ ଗିରଫ

ଯାଜପୁର: ପୋଲିସ ଜାଲରେ ବଡ ଧରଣର କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ୧୧ ଲୁଟେରାଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ । ଧର୍ମଶାଳାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୫ଲକ୍ଷ ୮୯ ହଜାର ଟଙ୍କା ଗୋଟେ ବନ୍ଧୁକ ୨ଟି ଗୁଳି, ୭୬ ଗ୍ରାମ ସୁନ, ୧୨ କେଜି ୨ଶହ…

କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଓଟିଭି ଏମ୍‌ଡି, ମାଗିଲେ ସମୟ

ଭୁବନେଶ୍ୱର: ସମୟ ନେଲେ ଓଟିଭି ଏମ୍‌ଡି ଜଗି ପଣ୍ଡା । ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଓଟିଭି ଏମ୍‌ଡିଙ୍କୁ ଜେରା ହେବାର ଥିଲା କିନ୍ତୁ ତାହା ଟଳିଛି । ଇ-ମେଲ ଜରିଆରେ ଅନୁରୋଧ କରି ସମୟ ନେଇଛନ୍ତି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡା । ତେବେ ଓଟିଭି କାର୍ଯ୍ୟାଳୟରେ ତାଙ୍କୁ…

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଉଠାଇନେଲା ପୋଲିସ । ଦାଦାବଟି ନେଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । କମିଶନରେଟ୍ ପୋଲିସର ଆଂଟି ଏକ୍ସଟର୍ସନ ୱିଙ୍ଗ ରାଜାଙ୍କୁ ଗିରଫ କରିଛି । ପ୍ରାଥମିକ ପର୍ଯ୍ୟାୟରେ ରାଜା ଆଚାର୍ଯ୍ୟଙ୍କୁ କ୍ୟାପିଟାଲ ଥାନାରେ ଜେରା କରାଯାଉଛି ।…

ଧରାପଡିଲା ଲୁଟେରା ଗ୍ୟାଙ୍ଗ, ଲୁଟରେ ସ୍ତ୍ରୀ କରୁଥିଲେ ସହଯୋଗ

କଟକ: ଦୀର୍ଘ ଦିନ ପରେ କଟକ ଚୌଦ୍ୱାର ପୋଲିସ କବ୍‌ଜାରେ ଧରାପଡିଛି ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ୍‌ ଧରିଛି। ସେମାନଙ୍କ ନିକଟରୁ ୨୨୦ ଗ୍ରାମ ସୁନା ଅଳଙ୍କାର ୨୩୭ ଗ୍ରାମ ରୂପା ଓ ୨ଟି ଗାଡ଼ି ଜବତ ହୋଇଛି। ହରିହର ସାମଲ, ତାଙ୍କ…

ନଭେମ୍ବର ୧୦ରେ ନିଲାମ ହେବ ଦାଉଦର ସମ୍ପତ୍ତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଅନେକ ସମ୍ପତ୍ତି ନିଲାମ ହେବ ବୋଲି ସୂଚନା ମିଳିଛି । ସ୍ମଗଲର୍ସ ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମେନିପୁଲେଟର୍ସ ଏଜେନ୍ସି ଦାଉଦର ରତ୍ନଗିରି ସ୍ଥିତ ସମ୍ପତ୍ତି ନିଲାମ କରିବା ଲାଗି ନିଷ୍ପତ୍ତି ନେଇଛି । ସୂଚନାନୁଯାୟୀ ଆସନ୍ତା ନଭେମ୍ବର ୧୦…

ପୁରୀରେ ସିରିଜ୍ ଟ୍ରେନପୋଡି ଘଟଣା, ଅଭିଯୁକ୍ତକୁ ୫ବର୍ଷ ଜେଲ୍ ଓ ଜରିମାନା

ପୁରୀ: ୨୦୧୫ ମସିହାରେ ପୁରୀ ରେଳଷ୍ଟେସନରେ ଘଟିଥିବା ତିନିଟି ଟ୍ରେନ ପୋଡି ମାମଲାରେ ଦଣ୍ଡାଦେଶ । ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପୁରୀ ସିଜେଏମ୍ । ସୁବାସଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଡକ୍ଟର…