Latest Odisha News

BREAKING NEWS

Browsing Category

ଅପରାଧ

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ, ଜେରା କରୁଛି କ୍ରାଇମବ୍ରାଞ୍ଚ ସାଇବର ସେଲ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ବିଟ୍ କରି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ…

ଗ୍ୟାଙ୍ଗସ୍ ଅଫ୍ ୱାସେପୁର ଅଭିନେତାଙ୍କ ବିରୋଧରେ ଠକେଇ ଅଭିଯୋଗ

ମୁମ୍ବାଇ: ଅନୁରାଗ କଶ୍ୟପଙ୍କ ବହୁଚର୍ଚ୍ଚିତ ଫିିଲ୍ମ "ଗ୍ୟାଙ୍ଗସ୍ ଅଫ୍ ୱାସେପୁର" । ଏହି ଫିଲ୍ମର କାହାଣୀ ଭାର ସମ୍ଭାଳିବା ସହ ଅଭିନୟରେ ନଜର ଆସିଥିଲେ ଜୀଶନ୍ କାଦ୍ରୀ । ଫିଲ୍ମରେ ତାଙ୍କ ଡେଫିନାଇଟ୍ କିର୍ଦାରକୁ ଲୋକେ ଖୁବ ପସନ୍ଦ ବି କରିଥିଲେ । ହେଲେ ନିକଟରେ ଏହି ଅଭିନେତାଙ୍କ ବିରୋଧରେ…

ଫେସ୍‌ବୁକ୍ ଫ୍ରେଣ୍ଡ ପାଇଁ ଘରେ କଳାକନା ବୁଲାଇଲେ ବିବାହିତା ମହିଳା

ଚେନ୍ନାଇ: ଘରୁ ୪୩.୦୯ ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ପୋଲିସରେ ଏତଲା ଦେଇଥିଲେ ଚେନ୍ନାଇର ଜଣେ ବ୍ୟବସାୟୀ । ହେଲେ ତଦନ୍ତରେ ଯାହା ସାମ୍ନାକୁ ଆସିଥିଲା, ତାହା ପୋଲିସ ନୁହେଁ ବରଂ ଅଭିଯୋଗକାରୀଙ୍କୁ ତାଜୁବ କରିଥିଲା । ନଭେମ୍ବର ୨୪'ରେ ମାଣ୍ଡଭେଲୀ ଅଂଚଳର ଥମିମ୍ ଅନସାରୀ ନାମକ ଜଣେ…

ମହଙ୍ଗା ପଡିଲା ପ୍ରେମ; ପ୍ରେମିକକୁ କିରୋସିନ ଢାଳି ପୋଡି ଦେଲା ପ୍ରେମିକା

ଜଗତସିଂହପୁର: ପ୍ରେମିକକୁ ପେଟ୍ରୋଲ ଢାଳି ଜାଳି ଦେଲା ପ୍ରେମିକା। ଏଭଳି ଏକ ଦୁଃଖଦ ଖବର ଆସିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଗଙ୍ଗଦା ଗାଁରୁ। ପ୍ରେମ ସଂପର୍କକୁ କେନ୍ଦ୍ର କରି ଘଟିଛି ଏହି ଅଘଟଣ। ଗୁରୁତର ଭାବେ ପୋଡି ହୋଇଥିବା ପ୍ରେମିକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଭୁବନ ଅଞ୍ଚଳର …

ସତ ଓଗାଳିବେ ପାଠକ ବାପା-ପୁଅ: ରିମାଣ୍ଡରେ ନେଲା ଭିଜିଲାନ୍ସ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଭିଜିଲାନ୍ସ। କଟକ ଅଫିସରେ ସେମାନଙ୍କୁ ୩ ଦିନ ଧରି ଜେରା କରାଯିବ। ଅଧିକ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡ ମାଗିଥିଲା ଭିଜିଲାନ୍ସ। ଆଗକୁ ବାପା-ପୁଅଙ୍କୁ ସାମନା ସାମନି ବସାଇ ଅମାପ ସମ୍ପତ୍ତିର…

ମୁଖ୍ୟସ୍ରୋତରେ ସାମିଲ ହେଲେ ମହିଳା ମାଓବାଦୀ; ଆତ୍ମ ସମର୍ପଣ ପରେ ମିଳିଲା ୪ ଲକ୍ଷ ଟଙ୍କା

କୋରାପୁଟ: ଜଣେ ମହିଳା ମାଓବାଦୀ କ୍ୟାଡର, ରାମୀ ମଡକାମି ବୁଧବାର ଦିନ କୋରାପୁଟ ଏସପି ମୁକେଶ କୁମାର ଭାମୋଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରାମୀ ଆତ୍ମସମର୍ପଣ କରିବା ସହ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପାଇଛନ୍ତି। ପୋଲିସର ଏକ ବିଜ୍ଞପ୍ତି ଅନୁଯାୟୀ, ଆତ୍ମସମର୍ପଣ କରିବା…

ସମ୍ପତ୍ତି ବିବାଦ: ବିବାହର ଗୋଟିଏ ଦିନ ପୂର୍ବରୁ ଯୁବକଙ୍କୁ ଗୁଳିମାଡ଼

ଗଞ୍ଜାମ: ଆଜି ବସିଥାନ୍ତେ ବେଦୀରେ କିନ୍ତୁ ଗୁଳିମାଡରେ ଆହତ ହୋଇ ଶୋଇ ରହିଛନ୍ତି ମେଡ଼ିକାଲ ବେଡ଼ରେ। ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ। ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳରେ ଘଟିଛି ଦୁଇ ଦୁଇତି ହୃଦୟ ବିଦାରକ ଘଟଣା। ପ୍ରଥମେ ବାଇକ୍‌…

ଅଭୟକାନ୍ତ ଓ ପୁଅ ଆକାଶ ପାଠକଙ୍କ ନାଁରେ ଏତଲା

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ନାଁରେ ଭୁବନେଶ୍ୱର ଖାରବେଳନଗର ଥାନାରେ ଏତଲା। ସ୍କାଏ କିଙ୍ଗର ମ୍ଯାନେଜିଂ ପାର୍ଟନର ପ୍ରଭାସ ଚୌଧୁରୀ ଏତଲା ଦେଇଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ଆକାଶ ତାଙ୍କ ଜରିଆରେ…

ଖୋଲିବ IFS ଅଭୟକାନ୍ତ ପାଠକଙ୍କ ଜାଲିଆତି ପେଡି: ଭିଜିଲାନ୍ସରେ ହାଜର ହେଲେ ଡ୍ରାଇଭର ଓ କିଛି ବ୍ୟାଙ୍କ କର୍ମଚାରୀ

ଭୁବନେଶ୍ୱର: ଖୋଲିବ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଦୁର୍ନୀତି ପେଡ଼ି । କଳାଧନର ଗୁମର ଫିଟିବି । ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛି । ଆଜି ଭିଜିଲାନ୍ସରେ ହାଜର ହୋଇଛନ୍ତି ଅଭୟକାନ୍ତଙ୍କ ଡ୍ରାଇଭର । କିଛି ବ୍ୟାଙ୍କ କର୍ମଚାରୀ ବି ହାଜର ହୋଇଛନ୍ତି । ସେମାନଙ୍କୁ ପଚରାଉଚରା କରିବେ ତଦନ୍ତକାରୀ…

ସ୍ୱାମୀଙ୍କ ଅଭିଯୋଗ; ନିଜ ୪ ଝିଅଙ୍କ ଗଳାକାଟି ହତ୍ୟା କଲେ ପତ୍ନୀ

ମେୱାତ: ୪ ଝିଅର ବେକ କାଟି ମାଆର ଆତ୍ମହତ୍ୟା ଉଦ୍ୟମ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ହରିୟାଣାର ମେୱାତ୍‌ ଜିଲ୍ଲାରେ। ସୂଚନାନୁସାରେ, ଏଠାରେ ଜଣେ ମା’ ଫରମିନା ନିଜ ୪ ଝିଅଙ୍କ ଗଳା କାଟି ହତ୍ୟା କରିଛି। ଏହା ପଛର କାରଣ ମଧ୍ୟ ଅତି…