Latest Odisha News

BREAKING NEWS

Browsing Category

ଅପରାଧ

ଅଡୁଆରେ ଅକ୍ଷୟ, ଫିଲ୍ମ ବେଲ୍ ବଟମ୍ କ୍ରିଉ ବିରୋଧରେ ଦୁଷ୍କର୍ମ ଅଭିଯୋଗ !

ମୁମ୍ବାଇ: କରୋନା ମହାମାରୀକୁ ଖାତିର ନକରି ଅଭିନେତା ଅକ୍ଷୟ ସ୍କଟଲ୍ୟାଣ୍ଡରେ ପହଂଚିଥିଲେ ଖାସ ଫିଲ୍ମ ବେଲ୍ ବଟମର ସୁଟିଂ ପାଇଁ । ହେଲେ ଏବେ ସେହି ବେଲ୍ ବଟମ୍ ଫିଲ୍ମ ପାଇଁ ବିବାଦ ମୁଣ୍ଡ ଟେକିଛି । ଏହି ଫିଲ୍ମର କାଷ୍ଟିଂ ଡାଇରେକ୍ଟରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ।…

ଜଗତପୁରରେ ନକଲି ଘିଅ କମ୍ପାନି ଠାବ

କଟକ: ଜଗତପୁରର ଶିଳ୍ପାଞ୍ଚଳରେ ପୋଲିସ ପକ୍ଷରୁ ଏକ ନକଲି ଘିଅ କମ୍ପାନି ଠାବ କରାଯାଇଛି। ସୂଚନା ଅନୁଯାୟୀ ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ଘିଅ, ନାମୀଦାମୀ କମ୍ପାନିର ଲୋ‌ଗୋ ଓ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତେବେ ଏହି ମାମଲାରେ ଦୁଇଜଣଙ୍କୁ ଅଟକ ରଖାଯାଇଥିବା ନେଇ…

ରାତି ୨ ଟା ରେ ଲୁଟ୍ କରୁଥିଲେ ଏଟିଏମ୍; ଧରିନେଲେ ସ୍ଥାନୀୟ ଲୋକେ

କନ୍ଧମାଳ: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନାର ପାବୁରିଆଠାରେ ଏଟିଏମ ଲୁଟିବାକୁ ଆସିଥିବା ଏକ ବ୍ୟକ୍ତିକୁ ଧରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ସୂଚନାନୁସାରେ, ଜଣେ ବ୍ୟକ୍ତି ରବିବାର ରାତି ପ୍ରାୟ ୨ଟାରେ ଧରି ପାବୁରିଆ ସ୍ଥିତ ଏକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମରେ ସଟର ପକାଇ…

ସୀମା ଟପୁଛି ବର୍ବରତା; ଘରୁ ଟେକି ନେଇ ୫ ବର୍ଷର ଶିଶୁ ସହ ଦୁଷ୍କର୍ମ ଅଭିଯୋଗ

ଆଳି: ପ୍ରତିଦିନ ଦୁଷ୍କର୍ମ ଓ ହତ୍ୟା ଭଳି ଖବର ସାମ୍ନାକୁ ଆସୁଥିବା ବେଳେ ଧୀରେ ଧୀରେ ଏହା ଯେପରି ସବୁ ସୀମା ପାର୍ ହୋଇ ଯାଉଛି। ଧୀରେ ଧୀରେ ଏହି ଦୁର୍ବୁତ୍ତ ମାନେ ବର୍ବରତାର ସବୁ ସୀମା ଟପି ଯାଉଛନ୍ତି। ଏହିଭଳି ଏକ ଅମାନବୀୟ ଘଟଣା ଘଟିଛି ଆଳିଥାନା ଭୂଇଁପୁର,ବନ୍ଧସାହି ଗ୍ରାମରେ। ଏହି…

ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ହାତାହାତି, ଆକ୍ରମଣରେ ୪ ଜଣ ଆହତ

ବାଲେଶ୍ୱର: ଡକାୟତଙ୍କ ସହ ଗାଁ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଆକ୍ରମଣ ଓ ପ୍ରତିଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ହରିଡାପଡା ଅଞ୍ଚଳରେ ଗତକାଲି ରାତିରେ ଘଟିଛି ଏହି ଘଟଣା । ଗାଁର ସୁଦାମ ଚରଣ ବାଉଲି ରାତିରେ ଘରକୁ ଫେରିବା ରାସ୍ତାରେ ପିତାକାଳିଆ ଛକ…

ସମ୍ପତ୍ତି ଆଗରେ ଫିକା ପଡିଲା ସମ୍ପର୍କ; ଭାଇ, ପୁତୁରାକୁ ହତ୍ୟା କଲା ଭାଇ

ଉଦଳା: ସମ୍ପତ୍ତି ଆଗରେ ଫିକା ପଡିଛି ସଂପର୍କ। ମୟୁରଭଞ୍ଜ କପ୍ତିପଦା ଛାଞ୍ଚୁଣିଆ ଗାଁରେ ଜମିବାଡି ବିବାଦକୁ କେନ୍ଦ୍ରକରି ଘଟିଛି ଡବଲ ମର୍ଡର । ଗାଁର ସୁଶୀଲ କୁମାର ହେମ୍ବ୍ରମ୍, ସାବତ ଭାଇ ଘନଶ୍ୟାମ ହେମ୍ବ୍ରମ୍ ଏବଂ ପୁତୁରା କୁଆଁର ହେମ୍ବ୍ରମଙ୍କୁ ହତ୍ୟା କରିଥିବା ଅଭିଯୋଗ ।…

ଛତିଶଗଡ଼ରୁ ଉଦ୍ଧାର ହେଲା ବଲାଙ୍ଗୀରରୁ ଅପହୃତ ନାବାଳିକା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ନାବାଳିକାକୁ ଛତିଶଗଡର ରାୟପୁରରୁ ଉଦ୍ଧାର କରାଯାଇଛି। ପୋଲିସର ତଥ୍ୟ ଅନୁଯାୟୀ, ତିନି ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ, ତୁରେକେଲା ଅଞ୍ଚଳର ଜୟକ୍ରୀଷ୍ଣା ଲୁହା ଏହି ଝିଅକୁ…

ନୟାଗଡ଼ ନାବାଳିକା ମୃତ୍ୟୁ ମାମଲା; ତଦନ୍ତ ଲାଗି ଏସଆଇଟିର ୫ ଜଣିଆ ଟିମ୍ ଗଠିତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର ଯଦୁପୁର ଗାଁର ନାବାଳିକା ହତ୍ୟା ଘଟଣାର ତଦନ୍ତ ଲାଗି ଶନିବାର ଦିନ ଓଡିଶା ସରକାର ଏକ ୫ ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି। ଆଇଜି ଅରୁଣ ବୋଥ୍ରା ନେତୃତ୍ୱ ନେଉଥିବା ଏହି ଟିମରେ କ୍ରାଇମ ବ୍ରାଞ୍ଚ ଅଧିକାରୀ ଆର.କେ ଦୋରା, ଏଏସପି ଆରସି…

[ଭିଡିଓ] ଚୋରି କରି ଚମ୍ପଟ୍ ମାରୁଥିଲେ ଚୋର, ଆଉ ତା ପରେ…

ମାଧବରମ୍‌: ଚେନ୍ନାଇରୁ ଭାଇରାଲ୍ ହୋଇଛି ଏହି ଭିଡିଓ । ଚୋରି କରି ଚମ୍ପଟ୍ ମାରିଥିଲେ ଦୁଇଜଣ ଚୋର । ହେଲେ ଅନ୍ ଦ ସ୍ପଟ୍ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କ ହାତରେ ଧରାପଡିଥିଲେ । ଦୁଇଜଣ ଚୋର ବାଇକରେ ପଳାଉଥିବାବେଳେ ତାଙ୍କୁ ମାଡିବସିଥିଲେ ଏକାକି ପୋଲିସକର୍ମୀ । ସୋସିଆଲ୍ ମିଡିଆରେ ଏହି…

କଟକରୁ ନକଲି ମସଲା ୟୁନିଟ୍ ଠାବ

କଟକ: କଟକରେ ଶନିବାର ଦିନ କମିଶନରେଟ ପୋଲିସ ପକ୍ଷରୁ ଏକ ନକଲି ମସଲା ତିଆରି ୟୁନିଟକୁ ଠାବ କରାଯାଇଛି। ଏଥିସହିତ ମାଲିକ ଅଟକ ରହିଛନ୍ତି। ଚାଉଳିଆଗଞ୍ଜ ପୋଲିସ ଭଦୁମୁଲ ଅଞ୍ଚଳର ଏକ ଘରେ ଚଢାଉ କରିବା ସହ ବିପୁଳ ପରିମାଣର ହଳଦୀ ପାଉଡର, ପାଉଡର ତିଆରିରେ ବ୍ୟବହୃତ ଯନ୍ତ୍ରପାତି ଏବଂ ଖାଲି…