Latest Odisha News

BREAKING NEWS

Browsing Category

ଅପରାଧ

ନାଲିବତି ଗାଡିରେ ଧରାପଡିଲେ ୨ ନକଲି ପୋଲିସ

ବାଲେଶ୍ୱର: ପୋଲିସ ଆଖିରେ ଧୁଳି । ନକଲି ନାଲିବତୀ ଗାଡିରେ ଧରାପଡିଲେ ୨ ନକଲି ପୋଲିସ । ବାଲେଶ୍ୱର ଜିଲ୍ଲା ଖନ୍ତପଡା ଥାନା ଅଂଚଳରୁ ପୋଲିସ ଡ୍ରେସରେ ଆସୁଥିବାବେଳେ ଚେକିଂ ବେଳେ ଧରାପଡିଲେ । ଚେକିଂ ବେଳେ ପୋଲିସକୁ ଦେଖି ଖସି ପଳାଉଥିବାବେଳେ  ପୋଲିସ ଗିରଫ କରିଛି । ୨ଦୁର୍ଦ୍ଦାନ୍ତ ଅପରାଧୀଙ୍କ…

ଅନଲାଇନରେ ଶିଖିଲେ ଡକାୟତି; ଶୁଝିଲେ ବ୍ୟାଙ୍କ ଲୋନ୍

ଭୁବନେଶ୍ୱର: ଗତ ସେପ୍ଟେମ୍ବର ମାସରେ ଭୁବନେଶ୍ୱରର ଦୁଇଟି ବ୍ୟାଙ୍କରେ ଡକାୟତି ମାମଲାରେ କମିଶନରେଟ ପୋଲିସ ସୋମବାର ଦିନ ଜଣଙ୍କୁ ଗିରଫ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ଅଭିଯୁକ୍ତ ଜଣକ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଟାଙ୍ଗିବନ୍ତଲ ଗାଁର +୨…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ଇଲେକ୍ଟ୍ରିକାଲ୍ ସେକ୍ସନର କନିଷ୍ଠ ଯନ୍ତ୍ରୀ ସ୍ୱାଧୀନ କୁମାର ସ୍ୱାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଚଣ୍ଡିଖୋଲ ଅନ୍ତର୍ଗତ ସୁନଗୁଡା ଗ୍ରାମର ଚିତ୍ତରଞ୍ଜନ ନାଏକଙ୍କ ଅଭିଯୋଗ ପରେ ଭିଜିଲାନ୍ସ…

୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ, ୬ ବେପାରୀ ଗିରଫ

ପୁରୀ: ଯାଞ୍ଚ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ । ପୁରୀ ସହରର ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ୨୭୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି ବାସେଳି ସାହି ଥାନା ପୋଲିସ । ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ । ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ…

ପିପିଇ କିଟ୍ ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା । କରୋନା ମହାମାରୀର ଫାଇଦା ଉଠାଇ ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍ ଘୋଡାଇ ଗଞ୍ଜେଇ ଚାଲାଣ ହେଉଛି । ପୋଲିସ ଆମ୍ବୁଲାନ୍ସ ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ ରଖିଛି । ଘଟଣା ଘଟିଛି ଗଂଜମା ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବରେ ।…

ଡକାୟତି ଘଟଣାର ପର୍ଦ୍ଦାଫାଶ, ପୋଲିସ କବ୍‌ଜାରେ ୨ ବ୍ୟାଙ୍କ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରର ମଂଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି । କମିଶନରେଟ୍ ପୋଲିସ ଏଥିରେ ସମ୍ପୃକ୍ତ ଥିବା ୨ ଡକାୟତଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ତାକୁ…

ଆର୍ମି ଅଞ୍ଚଳର ଫୋଟୋ ଉଠାଇ ପାକିସ୍ତାନ ପଠାଉଥିଲେ ଯୁବକ; ଧରାପଡିଲା ପରେ କ’ଣ ହେଲା, ଜାଣନ୍ତୁ

ନାସିକ୍: ମହାରାଷ୍ଟ୍ରର ନାସିକ୍ ନିକଟସ୍ଥ ଦେଓଲାଲିରେ ଥିବା ସେନା ଅଧିକୃତ ଅଞ୍ଚଳର ଫଟୋ ଉଠାଇ ସେ ଫୋଟୋକୁ ପାକିସ୍ତାନର ହ୍ଵାଟସ୍ ଆପ୍ ଗ୍ରୁପକୁ ପଠାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ତେବେ ଏହି ବ୍ୟକ୍ତିଙ୍କ ନାମ ସଞ୍ଜୀବ କୁମାର ଏବଂ ସେ  ୨୧ ବର୍ଷ ବୋଲି ଜଣାପଡିଛି । ତେବେ ସଞ୍ଜିବ ତାଙ୍କ…

ପୁଅକୁ ହତ୍ୟା ପାଇଁ ବାପା ଦେଲା ସୁପାରୀ !

ଉତ୍ତରପ୍ରଦେଶ: ନିଜ ପୁଅ ବୋଲି ନିଜେ ହତ୍ୟା କରିପାରିନଥିଲା । ସେଥିପାଇଁ ସୁପାରୀ କିଲରଙ୍କୁ ଲଗାଇ ନିଜ ପୁଅକୁ ହତ୍ୟା କଲା ବାପା । ତେବେ ଅନ୍ୟ କୌଣସି କାରଣ ନୁହେଁ ବରଂ ନିଶା ପାଇଁ ଘଟିଛି ଏଭଳି ଅଭାବନୀୟ ଘଟଣା । ମିରଟ ବାଘପାତ ଜିଲ୍ଲାର ଜଣେ ବ୍ୟକ୍ତି ନିଜ ୨୮ ବର୍ଷୀୟ ପୁଅକୁ ହତ୍ୟା…

ରାଜଧାନୀରେ ଚାଞ୍ଚଲ୍ୟ; ଗୋଡାଇ ଗୋଡାଇ ଜଣଙ୍କୁ ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱରର ସାମନ୍ତରାପୁର ଅଞ୍ଚଳରେ ରବିବାର ଦିନ କିଛି ଦୁବୃର୍ତ୍ତ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଥିବା ଏକ ସିସିଟିଭିରେ କଏଦ ହୋଇଛି । ଉକ୍ତ ସିସିଟିଭି ଫୁଟେଜରେ ଦୁଇ ଜଣ ବ୍ୟକ୍ତି ବାଇକରେ ଆସି ଗୋଟିଏ…

ପ୍ରେମିକାକୁ ପ୍ରତାରଣା, ବନ୍ଧା ହେଲେ ଡାକ୍ତର

ବୌଦ୍ଧ: ଫେସବୁକରେ ପ୍ରେମ ହେଲା । ଆଉ ଧିରେ ଧିରେ ସଂପର୍କ ନିବିଡ ହେଲା । ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ବି ଦେଲେ । ହେଲେ ଆଉ ଜଣେ ଝିଅକୁ ବାହା ହୋଇଗଲେ । ପ୍ରେମିକାକୁ ପ୍ରତାରଣା କରି ଶେଷରେ ବନ୍ଧା ହୋଇଛନ୍ତି ଜଣେ ଡାକ୍ତର । ବୌଦ୍ଧ ଜିଲ୍ଲା କଂଟାମାଳ ଗୋଷ୍ଠୀ…