Latest Odisha News

BREAKING NEWS

Browsing Category

ଅପରାଧ

ରାଜଧାନୀ ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ; ୨ ମହିଳା ଗିରଫ

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ରାଜଧାନୀ ରେଲୱେ ଷ୍ଟେସନରୁ ଆନୁମାନିକ ୨୬ କେଜି ଗଞ୍ଜେଇ ଜବତ କରିଛି ଆରପିଏଫ୍ । ଚଢ଼ାଉ ସମୟରେ ଏଥିରେ ସମ୍ପୃକ୍ତ ଦୁଇ ମହିଳା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହି ଗଞ୍ଜେଇ ନୀଳାଚଳ ଏକ୍ସପ୍ରେସରେ ଚୋରାରେ ଗଞ୍ଜେଇ ଚାଲାଣ ହେବାକୁଥିବା…

ସରକାରୀ ଡାକ୍ତରଖାନାରେ ୩ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ଦିଲ୍ଲୀ: ରାଜଧାନୀରେ ପୁଣି ଲଜ୍ୟା। ରାଜଧାନୀ ଦିଲ୍ଲୀରେ ଓଖଲା ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲରେ ସାଢ଼େ ୩ବର୍ଷର ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ମୁତାବକ, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ହସ୍ପିଟାଲର ଜଣେ ଓ୍ବାର୍ଡ଼ବୟ ଅମରନାଥ। ଏହି ଅମାନବୀୟ ଘଟଣା ପରେ…

[ଦେଖନ୍ତୁ] ସରକାରୀ ବାବୁଙ୍କ ପିସି ଲୋଭ; ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ

ଯାଜପୁର: ସରକାରୀ ବାବୁଙ୍କ ପିସି ଲୋଭ। ଦରମା ଟଙ୍କାରେ ପୁରୁନି ବାବୁଙ୍କ ପେଟ। ଭଲ ଭାବରେ ଦେଖନ୍ତୁ କିଭଳି ଖୋଲା ଖୋଲି ଠିକାଦରଙ୍କୁ ପିସି ମାଗୁଛନ୍ତି VLW। ବିଭିନ୍ନ ଠିକା କାମରେ ୧୦ ପ୍ରତିଶତ ପିସି ଦେବାକୁ ସେ ଠିକାଦାରଙ୍କୁ ଦାବି କରୁଛନ୍ତି। ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଦାନଗଦୀ…

ମେଡ଼ିକାଲ ମଧ୍ୟରେ ଫାର୍ମାସିଷ୍ଟଙ୍କ ଉପରେ ମରଣାନ୍ତକ ଆକ୍ରମଣ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଛୁରାମାଡ଼। ମେଡ଼ିକାଲ ମୋବାଇଲ ହେଲଥ ୟୁନିଟର ଡ୍ରାଇଭର କିଶୋର ମହାପାତ୍ର ଡାକ୍ତରଖାନାର ଫାର୍ମାସିଷ୍ଟ ସ୍ୱାତୀ ବଘେଲଙ୍କୁ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଫିସର ଦେଇଥିବା ସୂଚନା…

ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ଯାଜପୁର ପୋଲିସ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅଞ୍ଚଳରେ ଆଉ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ୍ । ସ୍ଥାନୀୟ ବ୍ୟାସସରୋବର ନିକଟରେ ଡକାୟତ ମାନେ ଏକାଠି ହୋଇ ପୂର୍ବ ପ୍ରସ୍ତୁତି ସ୍ବରୂପ ଡକାୟତି ଯୋଜନା ଚଳାଇଥିବା ବେଳେ ଏହି ଡକାୟତ ମାନେ ପୋଲିସ୍ ହାତରେ ଧରାପଡିଛନ୍ତି ।…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଢେଙ୍କାନାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବିପିନ ବିହାରୀ ଦାସ। ସୂଚନା ଅନୁଯାୟୀ ଉକ୍ତ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ବିଲ ପାସ କରାଇଦେବା ପାଇଁ ଜଣେ ମଧ୍ୟସ୍ତି ଶକ୍ତି ପ୍ରସାଦ ମହାନ୍ତିଙ୍କ ଜରିଆରେ ୧୬,୦୦୦…

ବିରକ୍ତ ହେଲେ ହାଇକୋର୍ଟ, ଡିଜିପିଙ୍କୁ ହାଜର ହେବାକୁ ଦେଲେ ନିର୍ଦ୍ଦେଶ

କଟକ: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ବିରକ୍ତି ପ୍ରକାଶ କଲେ ହାଇକୋର୍ଟ ।ମାମଲାର ତଦନ୍ତର ଷ୍ଟାଟସ ରିପୋର୍ଟକୁ ନେଇ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ପୁଲିସ ମହାନିର୍ଦ୍ଦେଶକଙ୍କୁ ବ୍ୟକ୍ତିଗତ ଭାବେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟକ୍ତିଗତ ହାଜର ସହ…

ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀର ଗଣ୍ଡିରୁ ଅଲଗା କରିଦେଲା ମୁଣ୍ଡ

କୋରାପୁଟ: ପତ୍ନୀ ହନ୍ତା । ଯାହାକୁ ସାତ ଜନ୍ମର ସାଥି କରିଥିଲା ତାକୁ ମାରିଦେଲା । ସ୍ତ୍ରୀର ଗଣ୍ଟିରୁ ମୁଣ୍ଡକୁ ଅଲଗା କରିଦେଲା ମଦୁଆ ସ୍ୱାମୀ । କୋରାପୁଟ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । କୋଲାବ ଧଉଡ଼ାପଦର ଗାଁର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ଅଭିଯୁକ୍ତ…

ଦୁଇ ପାରିବାର କଳହର କରୁଣ ପରିଣତି; ଗୋଟିଏ ପରିବାରର ୪ ଗୁରୁତର

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣା ନୁଆଗାଁ ଗ୍ରାମର ଦୁଇ ପରିବାର ମଧ୍ୟରେ କଳହର କରୁଣ ପରିଣତି। ଦୁଇ ମହିଳାଙ୍କ ସମେତ ଗୋଟିଏ ପରିବାରର ଚାରିଜଣ ସଦସ୍ୟ ଗୁରୁତର ଆହତ ହୋଇଥିବା ସୂଚନା। ଖବର ଅନୁଯାୟୀ, ଦୁଇ ପରିବାର ମଧ୍ୟରେ ଛୋଟ କଥାକୁ ନେଇ ଝଗଡା ତୀବ୍ର…

ବାଲେଶ୍ୱରରୁ ୧୦୦ରୁ ଅଧିକ ଗାଈ ଜବତ; ୫ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନିକଟ ଖନ୍ତାପଡା ଥାନା ଅନ୍ତର୍ଗତ ଶେରଗଡ ଟୋଲଗେଟ୍ ନିକଟରେ ପ୍ରାୟ ୧୦୦ରୁ ଅଧିକ ଗାଈଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ପାଖାପାଖି ୪ଟି ଟ୍ରକ୍ ଓ ଗୋଟିଏ ଭ୍ୟାନରେ ବେଆଇନ୍ ଭାବେ ଗୋରୁ ଚାଲାଣ ଅଭିଯୋଗରେ ଟୋଲ୍ ଗେଟ୍ ନିକଟରୁ…