Latest Odisha News

BREAKING NEWS

Browsing Category

ଅପରାଧ

[ଭିଡିଓ] କୁକୁର ପାଇଁ ସାକ୍ଷୀ ଦେଇ ଫସିଗଲେ ବାବୁଲି !

ଅନୁଗୁଳ: ମହଙ୍ଗା ପଡିଲା ବିଦେଶୀ କୁକୁର ପାଇଁ ସାକ୍ଷୀ ଦେବା । ଉଦ୍ଧାର ପାଇଲା କୁକୁର । ଧରାପଡିଲା ଚୋର । ହେଲେ ପୋଲିସକୁ ସହାୟତା କରି ବଳିପଡିଲା ଏକ ନିରୀହ ପରିବାର । ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଅନୁଗୁଳ ଜିଲ୍ଲା । ଅନୁଗୁଳ ସନ୍ଥପଡାର ବାବୁଲି ସାମଲ । ଘର ଆଗରେ ଲଗାଇଥିଲେ…

ଘରେ ଶୋଇଥିଲା ୧୮ବର୍ଷୀୟା, ମରି ପଡ଼ିଥିଲେ ୬୮ ବର୍ଷୀୟ !

ତାମିଲନାଡୁ: ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା । ଏକ ରହସ୍ୟମୟ ଅପମୃତ୍ୟୁ ମାମଲାର ପର୍ଦ୍ଦାଫାସ ହୋଇଛି । ଇମ୍ପୋର୍ଟେଡ ଗାଡି ପାର୍କ କରି ଗିରଫ ହୋଇଥିଲା ଜଣେ ୧୮ବର୍ଷୀୟା ଯୁବତୀ । ଗାଡି ପାର୍କିଂବେଳେ କିଛି ଜଣାପଡିନଥିଲା । ହେଲେ ସିସିଟିଭି ଫୁଟେଜ ଦେଖି ତାଜୁବ ହୋଇଥିଲା ପୋଲିସ ।…

ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା । ବନ୍ଧା ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା । ତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । କୋଟିପତି ସରକାରୀ ବାବୁ ଠୁଳ କରିଛନ୍ତି ଦେଢ଼ କୋଟିରୁ ଅଧିକ ଟଙ୍କା ସ୍ଥାବର ଓ ଅସ୍ଥାବର…

ସାମୁଏଲ୍ ମିରାଣ୍ଡାଙ୍କୁ ହେପାଜତରେ ନେଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ସ୍କାନରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଓ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ ମ୍ୟାନେଜର ସାମୁଏଲ୍ ମିରାଣ୍ଡା । ଆଜି ସାମୁଏଲ…

ଛି … ମଣିଷର ରାକ୍ଷସ ଚରିତ୍ର, ୩ ବର୍ଷ ନିଷ୍ପାପ ଶିଶୁକୁ ବି ଛାଡ଼ିଲେନି

ଉତ୍ତରପ୍ରଦେଶ: ୩ ବର୍ଷର କୋମଳମତୀ ଶିଶୁ । ଦୁନିଆ କଣ ଭଲ ଭାବରେ ଜାଣି ନଥିଲା । ସମାଜକୁ ଚିହ୍ନିବା ଓ ଜାଣିବା ଆଗରୁ ନର ରାକ୍ଷସଙ୍କ ନଜର ତା ଉପରେ ପଡ଼ିଲା । ଉତ୍ତରପ୍ରଦେଶରୁ ଏମିତି ଏକ ଛାତି ଥରାଇ ଦେଲାଭଳି ଲୋମଟାଙ୍କୁରା ଘଟଣା ସାମନାକୁ ଆସିଛି । ଜଣେ ୩ ବର୍ଷରୁ ନିଷ୍ପାପ ଶିଶୁକୁ…

ମଦ ପିଆରୁ ମହାଭାରତ: ସାଙ୍ଗର କୁରାଢ଼ୀ ଚୋଟରେ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସୋମନାଥପୁର ଗାଁରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଏକାଠି ମଦ ପିଇବା ସମୟରେ ସାଙ୍ଗର କୁରାଢ଼ୀ ଆକ୍ରମଣରେ ଅନ୍ୟ ଜଣେ ସାଙ୍ଗଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଦିଲୀପ ସେଠୀ (୩୧) । ଠାକୁରଗଡ଼ ଥାନା ଆଇଆଇସି ପୀତାମ୍ବର ମଲ୍ଲିକ…

ଫେସବୁକରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ: ଓଡ଼ିଶା ଯୁବକ ଗିରଫ   

କଟକ: ଫେସବୁକରେ ଭାରତର ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ | ଯାହାକି ମହଙ୍ଗା ପଡିଛି ସମ୍ପୃକ୍ତ ଫେସବୁକ ଆକାଉଣ୍ଟଧାରୀଙ୍କୁ | ଆଉ ରାଜଦ୍ରୋହ ମାମଲାରେ ଉକ୍ତ ଯୁବକକୁ ଗୁରୁବାର ଦିନ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ | ଘଟଣାଟି ଘଟିଛି ସାଲେପୁର ଥାନା…

[ଭାଇରାଲ୍ ଭିଡିଓ] ମଣିଷ ପାଖେ ପଶୁ ପାଲଟିଲା ମଣିଷ !

ଅନୁଗୁଳ: ସମାଜରେ ପେଟ ପୋଷିବା ପାଇଁ ମୁଣ୍ଡ ବିକୁଛି ମଣିଷ । କେଉଁଠି ପାଠୁଆ ତ ପୁଣି କେଉଁଠି ଅପାଠୁଆ । ହେଲେ ତ୍ରୁଟିର ବିକଳ୍ପ କଣ ମାଡ । ଆଇନ୍‌ କାନୁନ୍‌କୁ ବାଦ୍ ଦେଲେ ମଣିଷ ହୋଇ ମଣିଷକୁ ଶାସ୍ତି ଦେବା କେତେଦୂର ଯୁକ୍ତିଯୁକ୍ତ । କିଛି ଏଭଳି ଘଟଣାକୁ ନେଇ ଏହି ଭିଡିଓଟି ଭାଇରାଲ୍ ହୋଇଛି ।…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ମୁହଁ ଖୋଲିଲେ ‘ରହସ୍ୟମୟୀ’ ଯୁବତୀ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘେରରେ ଥିବା ସାଇକୋ ଲେଡି ଏବେ ସାମ୍ନାକୁ ଆସିଛନ୍ତି । ଗତ କିଛିଦିନ ହେବ ଆଦିତ୍ୟଙ୍କ ବାପା ଓ ମା ଯେଉଁ ସାଇକୋ ଲେଡିକୁ ନିଜ ପୁଅ ବା ଆଦିତ୍ୟଙ୍କ ମୃତ୍ୟୁର ଦୋଷୀ ଭାବୁଥିଲେ,…

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ବାରିପଦା :  ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ବାଘଛାଲ ଜବତ କଲା ବନବିଭାଗ। ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଖେଜୁରୀକଟା ଗ୍ରାମରୁ ଏକ କଲରାପତରିଆ ବାଘଛାଲ ରାଇରଙ୍ଗପୁର ବନବିଭାଗ ଜବତ କରିଛି । ଅନେକ ଦିନରୁ ଏ ଅଞ୍ଚଳରେ ବାଘ ଛାଲ କାରବାର ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ…