Latest Odisha News

BREAKING NEWS

Browsing Category

ଅପରାଧ

ମାତିଲେ ମାଓବାଦୀ, ଟିଆର୍‌ଏସ୍ ନେତାଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ଟି.ଆର.ଏସ ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ଲାଲ୍ ବାହିନୀ । ମାଲକାନଗିରି-ତେଲେଙ୍ଗାନା ସୀମାନ୍ତ ମୁଲୁଗୁ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ମାଓ ହିଂସା । ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଥିବା ଟିଆରଏସ ନେତା ହେଲେ ଭେଙ୍କଟପୁରମ ଥାନା…

ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ ଘଟଣା, ୮ ଗିରଫ

ଝାରସୁଗୁଡା: ଝାରସୁଗୁଡା ଗ୍ରାମ୍ର ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜ ପଟ୍ଟନାୟକଙ୍କୁ ଅପହରଣ ଘଟଣାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଆର ଡବ୍ଲୁ କଲୋନିର ଶିବ ତାଣ୍ଡି, ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଟାବନ୍ଧର ପଙ୍କଜ ବାଗ, ଟିଟିଲାଗଡ଼…

ବାଲେଶ୍ୱର ନାବାଳିକା ଯୈାନ ଶୋଷଣ ମାମଲା; ଘଟଣାର ସଦ୍ୟତମ ରିପୋର୍ଟ ଦାଖଲ କରିବାକୁ ଏନ.ଏଚ.ଆର.ସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗତ ଜୁନ୍ ୨୦୧୬ରେ ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ଗ୍ରାମର ଜଣେ ୧୧ ବର୍ଷିୟ ନାବାଳିକା ଯୈାନ ଶୋଷଣ ମାମଲାରେ ବାଲେଶ୍ୱର ପୋଲିସର ମନ୍ଥରତାକୁ ନେଇ ଜାତୀୟ ମାନବାଧିକାର କମିଶନ ରାଜ୍ୟ ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ସରକାର ଉକ୍ତ…

ବନ୍ଧୁକ ମୁନରେ ନାବାଳିକାକୁ ବଳାତ୍କାର ଅଭିଯୋଗ; ୫ ଗିରଫ

ଜାମସେଦପୁର: ଝାଡ଼ଖଣ୍ଡର ଜାମସେଦପୁରରେ ଜଣେ ୧୭ ବର୍ଷୀୟ ବାଳିକାକୁ ବଳାତ୍କାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଆଜି ଗିରଫ କରିଛି ପୋଲିସ । ନାବାଳିକା ଜଣକ ମଙ୍ଗଳବାର ଦିନ ପୁରୁଷ ବନ୍ଧୁଙ୍କ ସହ ସହରର ବାଗବେରା ଅଞ୍ଚଳରେ ଥିବାବେଳେ ଅଭିଯୁକ୍ତ ସେମାନଙ୍କୁ ବନ୍ଧୁକ ମୁନରେ ଅପହରଣ କରି କାଲିଆଡିହ…

୧୦୦ ଟଙ୍କାରେ ୧୦ ମାସର ଶିଶୁପୁତ୍ର !

ଝାଡଖଣ୍ଡ: ସତରେ କରୋନା ମହମାରୀ ମଣିଷଙ୍କୁ ପଶୁ ବନାଇସାରିଛି । ବୋଧ ହୁଏ ସେଥିପାଇଁ ଭୋକର ତାଡନା ସହିନପାରି ଜଣେ ମହିଳା ନିଜ ୧୦ ମାସର ଶିଶୁକୁ ବିକ୍ରୀ କରିବାକୁ ଚେଷ୍ଟା କରିଥିଲା । ଆଉ ତା ପୁଣି ମାତ୍ର ୧୦୦ଟଙ୍କାରେ । ଜାମସେଦପୁର ଜୁଗସଲାଇରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।…

ଯୁବତୀଙ୍କ ସହ ବନ୍ଧୁତା, ୧୮ବର୍ଷୀୟ ଯୁବକଙ୍କୁ ନିର୍ମମ ହତ୍ୟା !

ନୂଆଦିଲ୍ଲୀ: ମହଙ୍ଗା ପଡିଛି ଯୁବତୀଙ୍କ ସହ ବନ୍ଧୁତା । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା । ଦିଲ୍ଲୀ ୟୁନିଭର୍ସିଟିରେ ପଢୁଥିବା ଯୁବକଙ୍କୁ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଉତ୍ତର ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗରରେ ଘଟିଥିବା ଏହି ଘଟଣା ଚାଂଚଲ୍ୟ…

ଉତ୍ତରପ୍ରଦେଶ କନ୍ନୌଜରେ ଯୁବ-କୃଷକଙ୍କୁ ଗୁଳିମାରି ହତ୍ୟା

କନ୍ନୌଜ: ଶୁକ୍ରବାର ଦିନ ସାଦର ଅଞ୍ଚଳର ତହସିପୁର ଗ୍ରାମରେ ଜଣେ ୨୩ ବର୍ଷୀୟ ଚାଷୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୀଡିତା ଚନ୍ଦ୍ର କିଶୋର ରାଜପୁତ ତାଙ୍କ କ୍ଷେତରେ ଥିବାବେଳେ ତାଙ୍କୁ କେହି ଗୁଳି କରି ହତ୍ୟା କରିଥିବା ଗୁରୁବାର ଦିନ ପୋଲିସ କହିଛି । ପୋଷ୍ଟ ମର୍ଟମ ପାଇଁ…

ଧିକ ! ଧୋନୀଙ୍କ ୫ ବର୍ଷର ଝିଅକୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଚାଲିଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ୍ କୋଲକାତା ନାଇଟ୍ ରାଇଡର ପାଖରୁ ହରିବା ପରେ ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷର ଝିଅ ଜିଭାଙ୍କୁ ମିଳିଛି ଦୁଷ୍କର୍ମ ଧମକ । କ୍ରିକେଟ ଏକ ଲୋକପ୍ରିୟ ଖେଳ ହୋଇଥିବା ବେଳେ ଏହାର ପ୍ରଶଂସକମାନଙ୍କ ପାଇଁ ଏହା ଏକ ଫୋବିଆରେ ପରିଣତ…

ରାଜସ୍ଥାନରେ ପୂଜାରୀଙ୍କୁ ଜୀଅନ୍ତା ଜାଳି ହତ୍ୟା

ଜୟପୁର: ରାଜ୍ୟ ରାଜଧାନୀ ଜୟପୁର ଠାରୁ ୧୭୭ କିଲୋମିଟର ଦୂରରେ ଥିବା ରାଜସ୍ଥାନର କରୌଲି ଜିଲ୍ଲାର ଜଣେ ପୂଜାରୀଙ୍କୁ ଜମି ବିବାଦକୁ ନେଇ ଜୀଅନ୍ତା ଜାଳିଦିଆଯାଇଛି । ଏକ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରି ପରେ ଜୀଅନ୍ତା ଜଳେଇଦେବାପରେ ତାଙ୍କର ମୃତ୍ୟୁ ଘଟିଛି। ପୂଜାରୀଙ୍କର ପ୍ରାୟ ତେରଟି ବଡ…

ଲାଞ୍ଚ ନେଇ ଧରାପଡିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଖରିଆର ରୋଡ ସ୍ଥିତ ଏନଏଚ୍ ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୋଗ ମେହେର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ଖରିଆର ରୋଡ ଅନ୍ତର୍ଗତ ଏକ ଅଞ୍ଚଳର ବାସିନ୍ଦା ସୁଶାନ୍ତ କୁମାର କୋଲାହରଙ୍କ…