Latest Odisha News

BREAKING NEWS

Browsing Category

ଅପରାଧ

ପୋଲିସ ଏସ୍‌ଆଇଙ୍କୁ ଅପହରଣ ପରେ ହତ୍ୟା କଲେ ନକ୍ସଲ

ମାଲକାନଗିରି: ପୁଣି ମାଲକାନଗିରି ଜିଲ୍ଳା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ମାଲିତଲେ ନକ୍ସଲ । ଜଣେ ପୋଲିସ ଏସ୍‌ଆଇଙ୍କୁ ଅପହରଣ କରି ତାଙ୍କୁ ହତ୍ୟା କରିଛନ୍ତି । ମୃତ ଏଏସ୍‌ଆଇଙ୍କ ନାମ ନଗେୟା କର୍ସା ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ନଗେୟା କର୍ସା ଡିୟୁଟିରୁ ଫେରୁଥିବା…

ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା, ନଦେଲେ ଜେଲ୍

ନୂଆଦିଲ୍ଲୀ: ଅଦାଲତ ଅବମାମନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଦଣ୍ଡ ବିଧାନ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ୧ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୧୫ ତାରିଖ ଭିତରେ ଜରିମାନା ଅର୍ଥ ଦେବେ । ନଚେତ ୩ ମାସ ଜେଲ ଦଣ୍ଡ ଭୋଗିବେ । ୩…

ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମ ଝଟକା

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ଟଙ୍କା ନଫେରାଇ ଦେଶ ଛାଡ଼ି ଫେରାର୍ ହୋଇଥିବା ଲିକର ବାରୁନ୍ ବିଜୟ ମାଲ୍ୟାଙ୍କୁ ଝଟକା । ଅଦାଲତ ଅବମାନନା ମାମଲାରେ ପୁନଃବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଟଙ୍କା ନେଣଦେଣ ସମ୍ପର୍କିତ ଏହି ମାମଲାର ଶୁଣାଣି କରି ଅଗଷ୍ଟ ୨୭ ତାରିଖରେ ରାୟ ସଂରକ୍ଷିତ…

ସୁଶାନ୍ତଙ୍କ ଭଉଣୀ ଓ ରିୟାଙ୍କୁ ମୁହାଁମୁହିଁ ଜେରା କରିବ ସିବିଆଇ !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ରିୟାଙ୍କୁ ତିନି ଦିନ ହେବ ଝାଳବୁହା ଜେରା ଚଳାଇଛି । ତିନି ଦିନରେ ପାଖାପାଖି ୨୭ ଘଣ୍ଟା ଗୁଡ଼େଇ ତୁଡେଇ ପଚରାଉଚରା କରିଛି । ଆଜି ପୁଣି ଥରେ ସିବିଆଇ ଜେରାର ସାମନା କରିବେ ରିୟା ଚକ୍ରବର୍ତ୍ତୀ । ସେହିପରି ଆଜି ସୁଶାନ୍ତଙ୍କ ଭଉଣୀ…

ପୋଲିସ ଗାଡିକୁ ଧରିଲା ପୋଲିସ

ସମ୍ବଲପୁର: ବଦନାମ୍ ହେଲା ବର୍ଦି । ପୋଳିସ ଗାଡିକୁ ଗୋଡେଇ ଧରିଲା ପୋଲିସ । ପୋଲିସ ଗାଡିରେ ହେଉଥିଲା ଗଂଜେଇ ଚାଲାଣ । ଏତିକି ବେଳେ ଝାରସୁଗୁଡା ରାମପଦା ଛକରେ ରେଙ୍ଗାଳି ପୋଲିସ ଗଂଜେଇ ଚାଲାଣ ହେଉଥିବା ଗାଡିକୁ ଜବତ କରିଛି । ଏଥିରୁ ୨୧ କେଜି ଗଂଜେଇ ଜବତ ହୋଇଛି । ଜବତ ଗାଡିଟି ଜିଆର୍‌ପି…

କାହା ପ୍ରତି ଭୟଭୀତ କଙ୍ଗନା ରଣାୱତ ?

ମୁମ୍ବାଇ: ପୁଣିଥରେ ମୁମ୍ବାଇ ପୋଲିସକୁ ନେଇ ନିଜ ମତ୍ତ ରଖିଛନ୍ତି କଙ୍ଗନା ରଣାୱତ । ସୁଶାନ୍ତଙ୍କ ମୃତ୍ୟୁକୁ ମୁମ୍ବାଇ ପୋଲିସକୁ ହିଁ ରହସ୍ୟମୟ କରିଥିଲା । ଏ କଥା କଙ୍ଗନା ବହୁବାର କହିଆସିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟକୁ ଭେଦିବା ପାଇଁ କଙ୍ଗନା ପ୍ରଥମରୁ ହିଁ ସାମ୍ନାକୁ ଆସିଛନ୍ତି ।…

୩ ମାସର ଛୁଆ ବିକିଲା, ମୋବାଇଲ ଓ ଗାଡି କିଣିଲା !

କର୍ଣ୍ଣାଟକ: ନିଜ ସଉକ ପୂରଣ କରିବା ପାଇଁ ଆପଣ କଣ କରିବେ । ଚାକିରୀ କରିବେ, ବେପାର କରିବେ, ଚୋରି କରିବେ ନା ଧାର କରଜ ଟଙ୍କାରେ ମଉଜ ମସ୍ତି କରି ଲୁଚିବୁଲିବେ । ହେଲେ କେବେ ଆପଣଙ୍କ ନଜରକୁ ଆସିଛି ଯେ, ମୋବାଇଲ ଓ ଗାଡି କିଣିବା ପାଇଁ ଜଣେ ବାପା ତା ତିନି ମାସର ଛୁଆକୁ ବିକ୍ରି କରିଛି ।…

ସନ୍ଦୀପ ସିଂଙ୍କ ସହ କ’ଣ ରହିଛି କଙ୍ଗନା ଓ ରଙ୍ଗୋଲିଙ୍କ ସଂପର୍କ ?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରହସ୍ୟମୟ ବ୍ୟକ୍ତି ସନ୍ଦୀପ ସିଂ । ପ୍ରଥମେ ସୁଶାନ୍ତଙ୍କୁ ନିଜର ବନ୍ଧୁ ବୋଲି କହିଥିଲେ । ହେଲେ ରିୟା ଓ ସୁଶାନ୍ତଙ୍କ ପରିବାର ଲୋକେ ସନ୍ଦୀପଙ୍କୁ ଜାଣିନଥିବା କହିବା ପରେ ଘଟଣା ଭିନ୍ନ ମୋଡ ନେଇଥିଲା । ଏପରିକି ଦେବେନ୍ଦ୍ର ଫଡନାଭିସ ଓ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଭଉଣୀ ମିତୁ ସିଂଙ୍କୁ ସମନ, ସିବିଆଇ କରିବ ପଚରାଉଚରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ୩ ମାସ ବିତି ଯାଇଥିଲେ ସୁଦ୍ଧା ଏବେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସିବିଆଇ ସୁଶାନ୍ତ ସଂ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା ସିଂ, ମିତୁ ସିଂ ଏବଂ ପ୍ରିୟଙ୍କାଙ୍କ…

ପୂଜା କଲେ ଅହରହ, ଦକ୍ଷିଣା ମିଳିଲା ନକଲି ନୋଟ !

ଉତ୍ତରପ୍ରଦେଶ: ଗୁପ୍ତଧନ ପାଇବା ପାଇଁ ଚାଲିଥିଲା ଗୁପ୍ତପୂଜା । ନିୟୋଜିତ ହୋଇଥିଲେ ୬୦ ପୂଜକ । ଦିନରାତି ଚାଲିଥିଲା ଅଖଣ୍ଡ ପୂଜା । ଗୁପ୍ତଧନ ମିଳିଲେ ପୂଜକ ବି ହେବେ ଅଂଶୀଦାର । ଏହି ଲୋଭରେ ପଡିଥିଲେ ୬୦ ପୂଜକ । ହେଲେ ଗୁପ୍ତଧନ କଥା ଛାଡନ୍ତୁ ଶେଷରେ ଦକ୍ଷିଣାରେ ବି ପୂଜକଙ୍କୁ ମିଳିଥିଲା…