Latest Odisha News

BREAKING NEWS

Browsing Category

ଅପରାଧ

୧୧ କୁଖ୍ୟାତ ଡକାୟତ ଗିରଫ

ଯାଜପୁର: ପୋଲିସ ଜାଲରେ ବଡ ଧରଣର କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ୧୧ ଲୁଟେରାଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ । ଧର୍ମଶାଳାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୫ଲକ୍ଷ ୮୯ ହଜାର ଟଙ୍କା ଗୋଟେ ବନ୍ଧୁକ ୨ଟି ଗୁଳି, ୭୬ ଗ୍ରାମ ସୁନ, ୧୨ କେଜି ୨ଶହ…

କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଓଟିଭି ଏମ୍‌ଡି, ମାଗିଲେ ସମୟ

ଭୁବନେଶ୍ୱର: ସମୟ ନେଲେ ଓଟିଭି ଏମ୍‌ଡି ଜଗି ପଣ୍ଡା । ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଓଟିଭି ଏମ୍‌ଡିଙ୍କୁ ଜେରା ହେବାର ଥିଲା କିନ୍ତୁ ତାହା ଟଳିଛି । ଇ-ମେଲ ଜରିଆରେ ଅନୁରୋଧ କରି ସମୟ ନେଇଛନ୍ତି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡା । ତେବେ ଓଟିଭି କାର୍ଯ୍ୟାଳୟରେ ତାଙ୍କୁ…

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଉଠାଇନେଲା ପୋଲିସ । ଦାଦାବଟି ନେଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । କମିଶନରେଟ୍ ପୋଲିସର ଆଂଟି ଏକ୍ସଟର୍ସନ ୱିଙ୍ଗ ରାଜାଙ୍କୁ ଗିରଫ କରିଛି । ପ୍ରାଥମିକ ପର୍ଯ୍ୟାୟରେ ରାଜା ଆଚାର୍ଯ୍ୟଙ୍କୁ କ୍ୟାପିଟାଲ ଥାନାରେ ଜେରା କରାଯାଉଛି ।…

ଧରାପଡିଲା ଲୁଟେରା ଗ୍ୟାଙ୍ଗ, ଲୁଟରେ ସ୍ତ୍ରୀ କରୁଥିଲେ ସହଯୋଗ

କଟକ: ଦୀର୍ଘ ଦିନ ପରେ କଟକ ଚୌଦ୍ୱାର ପୋଲିସ କବ୍‌ଜାରେ ଧରାପଡିଛି ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ୍‌ ଧରିଛି। ସେମାନଙ୍କ ନିକଟରୁ ୨୨୦ ଗ୍ରାମ ସୁନା ଅଳଙ୍କାର ୨୩୭ ଗ୍ରାମ ରୂପା ଓ ୨ଟି ଗାଡ଼ି ଜବତ ହୋଇଛି। ହରିହର ସାମଲ, ତାଙ୍କ…

ନଭେମ୍ବର ୧୦ରେ ନିଲାମ ହେବ ଦାଉଦର ସମ୍ପତ୍ତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଅନେକ ସମ୍ପତ୍ତି ନିଲାମ ହେବ ବୋଲି ସୂଚନା ମିଳିଛି । ସ୍ମଗଲର୍ସ ଆଣ୍ଡ ଫରେନ୍ ଏକ୍ସଚେଞ୍ଜ ମେନିପୁଲେଟର୍ସ ଏଜେନ୍ସି ଦାଉଦର ରତ୍ନଗିରି ସ୍ଥିତ ସମ୍ପତ୍ତି ନିଲାମ କରିବା ଲାଗି ନିଷ୍ପତ୍ତି ନେଇଛି । ସୂଚନାନୁଯାୟୀ ଆସନ୍ତା ନଭେମ୍ବର ୧୦…

ପୁରୀରେ ସିରିଜ୍ ଟ୍ରେନପୋଡି ଘଟଣା, ଅଭିଯୁକ୍ତକୁ ୫ବର୍ଷ ଜେଲ୍ ଓ ଜରିମାନା

ପୁରୀ: ୨୦୧୫ ମସିହାରେ ପୁରୀ ରେଳଷ୍ଟେସନରେ ଘଟିଥିବା ତିନିଟି ଟ୍ରେନ ପୋଡି ମାମଲାରେ ଦଣ୍ଡାଦେଶ । ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପୁରୀ ସିଜେଏମ୍ । ସୁବାସଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଡକ୍ଟର…

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା: ୨୨ତମ ଅଭିଯୁକ୍ତ ଗିରଫ

ମୁମ୍ବାଇ: ନିଷିଦ୍ଧ ନିଶା ଔଷଧ ସେବନ ଏବଂ ବିତରଣ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜଣେ ମ୍ୟାନେଜମେଣ୍ଟ ପ୍ରଫେସନାଲକୁ ଗିରଫ କରିଛନ୍ତି। ଏନସିବି ଅଧିକାରୀମାନେ ୧୬/୨୦ କେସ୍ ନମ୍ବର ସମ୍ପର୍କରେ ଗୁରୁବାର ସନ୍ଧ୍ୟାରେ ସାନ୍ତାକ୍ରୁଜ୍-ବାସିନ୍ଦା ଜୟ ମାଧୋକଙ୍କୁ ଗିରଫ…

ନାବାଳିକା ଦୁଷ୍କର୍ମ ମାମଲା: ଜେଲ ଗଲେ ଦୁଇ ଅଭିଯୁକ୍ତ

କଟକ: ବହୁ ଚର୍ଚ୍ଚିତ କଟକ ଗତିରାଉତପାଟଣାର ହୋଇଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସନ୍ତେଷ ବେହେରା ଓରଫ ଟିକି ଓ ତାର ସହଯୋଗୀ ରାକେଶ କୁମାର ରାଉତକୁ ପୁଲିସ ଗିରଫ କରି ଚୈାଦ୍ୱାର ଜେଲ ହାଜାତକୁ ପଠାଇ ଦେଇଛି । ଆହତ ନାବାଳିକାକୁ ବସୁନ୍ଧରାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା…

ପୋଲିସ ନିଯୁକ୍ତି ପ୍ରଶ୍ନପତ୍ର ଲିକ ମାମଲା: ପୋଲିସ ଏସପି ଗିରଫ

ଆସାମ: CID ଗୁରୁବାର ଦିନ ସବ ଇନ୍ସପେକ୍ଟର ନିଯୁକ୍ତି ପ୍ରଶ୍ନପତ୍ର ଲିକ ଘଟଣାରେ ଜଣେ ପୋଲିସ ଅଧୀକ୍ଷକ(ଏସପି)ଙ୍କୁ ଗିରଫ କରିଛି । ଆସାମର ବାରପେଟା ଜିଲ୍ଲାର ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (FRRO) ରେ ଏସପି ଭାବରେ ପୋଷ୍ଟ ହୋଇଥିବା କୁମାର ସଞ୍ଜିତ କୃଷ୍ଣଙ୍କୁ ଗୁରୁବାର…

‘ପରୀ’ ଅପହରଣ ଓ ହତ୍ୟା ମାମଲା; ଅଭିଯୁକ୍ତକୁ ଗିରଫ ପାଇଁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନୟାଗଡ ଜିଲ୍ଲା ନୟାଗଡ ସଦର ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ୫ ବର୍ଷୀୟା କନ୍ୟା “ପରୀ”କୁ ଗତ ଜୁଲାଇ ୧୪ ତାରିଖରେ ଖେଳୁଥିବା ସମୟରେ ଅପହରଣ କରାଯାଇଥିଲା ଏବଂ ଠିକ୍ ସେହି ମାସ ୨୩ ତାରିଖରେ ତାଙ୍କ ଘର ନିକଟରେ ଥିବା ପୋଖରୀରୁ ଏକ ବ୍ୟାଗ ଭିତରେ ବନ୍ଧା ହୋଇ ତାହାର ଗଳିତ ଶବ…