Latest Odisha News

BREAKING NEWS

Browsing Category

ଅପରାଧ

ସିନ୍ଧୁକ ଭିତରୁ ଜବତ ହେଲା ଗଞ୍ଜେଇ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଗାଁର ଶୁଭେନ୍ଦୁ ସ୍ୱାଇଁଙ୍କ ଘରୁ ପୋଲିସ ଗଞ୍ଜେଇ ଜବତ କରିଛି। ସୂଚନା ଅନୁସାରେ, ଉକ୍ତ ଅଞ୍ଚଳରେ ଗଞ୍ଜେଇ ମହଜୁଦ ଥିବାର ଖବର ପାଇ ବେଗୁନିଆ ପୋଲିସର ଏକ ଟିମ ଚଢ଼ାଉ କରିଥିଲେ। ଛାନଭିନ୍ନ ବେଳେ ଘରର ସିନ୍ଧୁକ ଭିତରେ ବିପୁଳ…

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଆବେଦନ କଲା କ୍ରାଇମବ୍ରାଂଚ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଏବେବି ରହସ୍ୟ ଘେରରେ ରହିଛି । ମାମଲାର ତଦନ୍ତ କ୍ରାଇମବ୍ରାଂଚ କରୁଥିବା ବେଳେ ଆଜି ରହସ୍ୟ ଉନ୍ମୋଚନ ନୂଆ ଦିଗ ଉପରେ ଫୋକସ କରିଛି । ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ରାଜ୍ୟ ଫରେନସିକ୍ ଡିପାର୍ଟମେଂଟକୁ ଆବେଦନ କରିଛି କ୍ରାଇମବ୍ରାଂଚ ।…

ମାଲକାନଗିରିରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ନେଇ ଜଣେ ହାର୍ଡକୋର ମାଓବାଦୀ ରବିବାର ଦିନ ମାଲକାନଗିରି ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଖବର ଅନୁଯାୟୀ, ମହାଦେବ ମାଡକାମି ଛଦ୍ମନାମ ମୁନା, ଜିଲ୍ଲା ମୁଖ୍ୟାଳୟ କାର୍ଯ୍ୟାଳୟରେ ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ ନିକଟରେ…

ଗିରଫ ଆଇଏସ୍ ଆତଙ୍କବାଦୀ ଅବ୍ୱୁ ୟୁସୁଫର ମହାଖୁଲାସା !

ନୂଆଦିଲ୍ଲୀ: ବହୁ ତନାଘନା ପରେ ଗିରଫ ହୋଇଥିଲା ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ୟୁସୁଫ୍ । ତା ଟାର୍ଗେଟରେ ଥିଲା ଦିଲ୍ଲୀ ଓ ଉତ୍ତରପ୍ରଦେଶ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଏହି ଆତଙ୍କବାଦୀକୁ ଗିରଫ କରିଥିଲା । ଗିରଫ ହେବା ପରେ ଆତଙ୍କବାଦୀ ୟୁସୁଫ ମୁହଁରୁ…

ଜଣକ ପ୍ରେମରେ ପଡିଥିଲେ ମା’ ଝିଅ, ଆଉ ତା’ ପରେ…

ଉତ୍ତରପ୍ରଦେଶ: ତ୍ରିକୋଣୀୟ ପ୍ରେମ କାହାଣୀର ବିଶ୍ୱାସଘାତୀ ପରିଣାମ । ଜଣେ ବ୍ୟକ୍ତିକୁ ପ୍ରେମ କରୁଥିଲେ ମା' ଓ ଝିଅ । ହେଲେ ଝିଅ ହାରିଯାଇଥିଲା ପ୍ରେମ ଦୌଡରେ । ପ୍ରେମିକ ସହ ମିଶି ନିଜ ଝିଅ ସହ ମା' ଖେଳିଥିଲା ଖୁନୀ ଖେଳ । ବରେଲିର ଏକ ଲୋମହର୍ଷଣକାରୀ ଘଟଣାରେ ଗୁରୁବାର ୧୯ ବର୍ଷୀୟ…

ଭାରତରେ ପଳାତକ, ହେଲେ ବିଦେଶରେ ରିଜର୍ଭ ବ୍ୟାଙ୍କ ମାଲିକ !

ଭୁବନେଶ୍ୱର: ଭାରତରେ ପଳାତକ ଘୋଷିତ । ହେଲେ ବିଦେଶରେ ରିଜର୍ଭ ବ୍ୟାଙ୍କ ମାଲିକ । ଗଣେଶ ଚତୁର୍ଥୀରେ ଭାରତର ଜଣେ ପଳାତକ ଅଭିଯୁକ୍ତ ବାହାର ଦେଶରେ ରିଜର୍ଭ ବ୍ୟାଙ୍କ ଖୋଲିବା ସହ ନିଜର ମୁଦ୍ରା ବି ଉନ୍ମୋଚନ କରି ପ୍ରଚଳନ କରିବାକୁ ଘୋଷଣା କରିଛି । ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ । ତା…

ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ

ତାଳଚେର: ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ଶିପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସାନଭାଇ ନିରଞ୍ଜନ ବାରିକ ମଦ୍ୟପାନ କରି ଘରକୁ ଫେରିଥିଲା। ପରେ  କୌଣସି କଥାକୁ ନେଇ ବଡ଼ଭାଇ ଓ ସାନଭାଇ ମଧ୍ୟରେ ବଚସା ହୋଇଥିଲା । ତେବେ ରାତିରେ…

ନୂଆ ଘୋଟାଲା: ୧୪ ମାସରେ ୮ଥର ଗର୍ଭବତୀ ୬୫ ବର୍ଷୀୟ ମହିଳା !

ବିହାର: ମୁଜାଫରପୁର ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ତାଜୁବ କଲାଭଳି ଘଟଣା । ଜଣେ ସ୍ଥାନୀୟ ମହିଳା ଯିଏ କି ୬୫ଟି ଫଗୁଣ ଅତିକ୍ରମ କରିଛନ୍ତି । ହେଲେ ୧୪ ମାସରେ ସେ ୮ଥର ଗର୍ଭଧାରଣ କରିଥିଲେ । ଘଟଣାଟି ଅବିଶ୍ୱସନୀୟ ଲାଗୁଥିଲେ ବି ସରକାରୀ ସ୍ତରରେ ଏହା ସମ୍ଭବ ହୋଇପାରିଛି । ବିହାର ମୁଜାଫରପୁର…

ଛେଣ୍ଡିପଦା ଗୁଳିମାଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୁଳିମାଡ ଘଟଣାରେ ଧରାପଡିଛି ମୁଖ୍ୟ ଅଭିଯୁକ୍ତ । ପୋଲିସ ମୁଖ୍ୟ ଅଭିଯୁକ୍ତ ଟୁକୁନି ସାହୁକୁ ଗିରଫ କରିଛି । ହଣ୍ଡପା ଥାନା ନାକିଚି ଅଞ୍ଚଳରେ ପାତ୍ରପଡା ଅଞ୍ଚଳର ଟୁକୁନା ଥିବାର ଖବର ପାଇ ପୋଲିସ ଚଢାଉ କରିବା ସହ ତାକୁ ଗିରଫ କରିବାକୁ ସଫଳ ହୋଇଥିଲା ।…

ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ପୋଲିସ ଆଇଜି ଗିରଫ

ଚଣ୍ଡିଗଡ: ପୋଲିସ ବିରୋଧରେ ଆସିଛି ଅସଦାଚରଣ ଅଭିଯୋଗ । ମହିଳାଙ୍କୁ ଅସଦାଚରଣ କରିବା ଓ ଜଣେ ବ୍ୟକ୍ତିଙ୍କ ସହ ଝଗଡା ଲାଗିବା ଅଭିଯୋଗରେ ପୋଲିସ ଆଇଜି ଗିରଫ। ଏଭଳି ଘଟଣା ଘଟିଛି ହରିୟାଣାରେ । ଆଇଜି ହେମନ୍ତ କଲଶନଙ୍କୁ ହରିୟାଣା ପୋଲିସ ଗିରଫ କରିଛି। ମହିଳାଙ୍କ ଅଭିଯୋଗ କ୍ରମେ ଆଇଜିଙ୍କ ବିରୋଧରେ…