Latest Odisha News

BREAKING NEWS

Browsing Category

ଅପରାଧ

ଓଡିଶାର ଆଉ ଜଣେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ପୂର୍ବତନ କୃଷି ଅଧିକାରୀ (ଡିଏଓ)ଙ୍କୁ ସୋମବାର ଦିନ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସମ୍ପୃକ୍ତ ଅଧିକାରୀଙ୍କ ନାମ ପ୍ରଦୀପ କୁମାର ମହାନ୍ତି ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗତ ଜୁଲାଇ ୨ ତାରିଖରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା ।…

କୋରାପୁଟରୁ ଜବତ ହେଲା ୧୫୧ କିଲୋର ଗଞ୍ଜେଇ

ଜୟପୁର: କୋରାପୁଟ ଜିଲ୍ଲାରୁ ପୋଲିସ ପ୍ରାୟ ୧୫୧ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଏନେଇ ସୋମବାର ଦିନ ଡିଏସପି ଅଶୁଂମାନ ଦ୍ୱିବେଦୀ କହିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ଚିକିମା ଗ୍ରାମର ଚନ୍ଦ୍ର ବିଶୋଇ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ପୋଲିସ…

ରିୟା ଚକ୍ରବର୍ତ୍ତୀଙ୍କ ଚାର୍ଟର୍ଡ ଆକାଉଣ୍ଟାଣ୍ଟଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅର୍ଥ ହେରଫେର ଦିଗର ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ରିତେଶ ଶାହଙ୍କୁ ଜେରା କରି ଇଡି । ହାଜର ହେବାକୁ ସମନ୍ କରିଛି । ଆଜି ସୁଦ୍ଧା ହାଜର ହେବା ପାଇଁ…

ଗୋଲିଆ ଗୁଳିକାଣ୍ଡ ଘଟଣା: ଏଏସପିଙ୍କ ଉପସ୍ଥିତରେ ପୋଲିସର ଫ୍ଲାଗ ମାର୍ଚ୍ଚ

ବୁଗୁଡା: ଗୋଲିଆ ଗୁଳିକାଣ୍ଡ ଘଟଣାରେ ପୋଲିସର ଫ୍ଲାଗ ମାର୍ଚ୍ଚ । ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗାଁରେ ଏଏସପିଙ୍କ ଉପସ୍ଥିତି ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ସମ୍ଭାବ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସୂଚନା ଯୋଗ୍ୟ ଯେ,…

ମନ୍ଦିର ପରିସରରେ ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର: ହରିଦପଦର ପଞ୍ଚାୟତ ଅନ୍ତର୍ଗତ ଭେଙ୍କଟ୍ରାପଲ୍ଲୀ ଗାଁର ସୁଦାମ ନାହକଙ୍କ ପତ୍ନୀ ରଞ୍ଜିତା ନାହକଙ୍କ ମୃତଦେହ ମୁକେଶ୍ୱର ମନ୍ଦିର ପରିସରରେ ପଡ଼ିଥିବା ସୂଚନା ମିଳିଛି। ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି।…

[ଭାଇରାଲ ଭିଡିଓ] କୋଟିକୋଟି ଟଙ୍କାର ଲାଂଚ କାରବାର, ଧରାପଡିଲେ ତହସିଲଦାର !

ତେଲେଙ୍ଗାନା: ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ ପାଇଥିଲେ ଡାକରା । ହେଲେ ପତାକା ଉତ୍ତୋଳନକୁ ଆଡେଇ ଲାଂଚ ନେବାକୁ ମନସ୍ଥ କରିଥିଲେ ତହସିଲଦାର। ଶେଷରେ ଲାଂଚ ନେବା ଅଭିଯୋଗରେ ଆଣ୍ଟି କରପ୍ସନ ବ୍ୟୁରୋ ତାଙ୍କୁ ଗିରଫ କରିଛି । ଶୁକ୍ରବାର ହାଇଦ୍ରାବାଦର କିସ୍‌ରା ତହସିଲଦାର ଏର୍ଭା…

୧୩ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ୨ ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ସ୍ଥିତ ଖେରି ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ସମ୍ପୃକ୍ତ ନାବାଳିକାର ପିତାଙ୍କ କହିବାନୁଯାୟୀ ଗତ ଶୁକ୍ରବାର ଦ୍ୱିପ୍ରହରରେ ନିଖୋଜ ଥିବା ତାଙ୍କ ଝିଅର…

କିଏ ଦେଉଥିଲା ଅଙ୍କିତାଙ୍କ ଫ୍ଲାଟ୍‌ର ଇଏମ୍‌ଆଇ ?

ମୁମ୍ବାଇ: ଅଗଷ୍ଟ ୧୪ରେ ସୁଶାନ୍ତ ସିଂ ରାଜପୁତ ଓ ଅଙ୍କିତା ଲୋଖଣ୍ଡେଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଥିଲା । ଏନ୍‌ଫୋର୍ସମେଣ୍ଟ ଡିରେକ୍ଟୋରେଟ୍ (ED) କହିଥିଲା ମୁମ୍ବାଇର ମଲାଡ ସ୍ଥିତ ଅଙ୍କିତାଙ୍କ ୪.୫କୋଟି ଦାମର ଫ୍ଲାଟ୍‌ର ଇଏମ୍‌ଆଇ ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରୁ କଟୁଥିଲା ।…

ନିଲମ୍ବିତ ହେଲେ ଜଳେଶ୍ୱର ଥାନା ଆଇଆଇସି

କଟକ: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କୁ ନିଲମ୍ବିତ କରାଯାଇଛି । କ୍ଷମତାର ଦୂରୁପଯୋଗ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଶନିବାର ଦିନ ଓଡିଶା ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଅଭୟ ସୂଚନା ଦେଇଛନ୍ତି । ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି…

ଶିଶୁକନ୍ୟାର ଦାମ୍ ରହିଥିଲା ମାତ୍ର ୪୦ହଜାର ଟଙ୍କା !

ନୂଆଦିଲ୍ଲୀ: ୨ମାସର ଶିଶୁକନ୍ୟାକୁ ନେଇ ହୋଇଥିଲା ବିଜନେସ୍ ଡିଲ୍ । ହେଲେ କେହି ବାହାର ଲୋକ ନୁହେଁ ବରଂ ଖୋଦ ତା ବାପା ସାଜିଥିଲା ସୌଦାଗର । ଟଙ୍କା ଧାର୍ଯ୍ୟ କରିବା ଓ ତାକୁ ବିକ୍ରି କରିବାରେ ଖଳନାୟକ ସାଜିଥିଲା ଖୋଦ ଶିଶୁକନ୍ୟାର ବାପା । ତେବେ ଥରେ ନୁହେଁ ବରଂ ବାରମ୍ବାର ସେହି…