Latest Odisha News

BREAKING NEWS

Browsing Category

ଅପରାଧ

ଅଡିଓ ଭାଇରାଲ୍ ଘଟଣା: ୩ ଦିନିଆ ରିମାଣ୍ଡରେ ଅରଟେଲ୍ ଷ୍ଟାଫ୍ ଓ ତାଙ୍କ ସାଙ୍ଗ

ଭୁବନେଶ୍ୱର: ହସ୍ପିଟାଲରେ କୋଭିଡ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଏକ ଅଡିଓ ଭାଇରାଲ୍ ହେବା ଘଟଣାରେ ଗିରଫ ହୋଇଥିବା ଅରଟେଲ୍ କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ସାଙ୍ଗ ବିଶ୍ୱଜିତ୍ ମହାନ୍ତିଙ୍କୁ ୩ ଦିନିଆ ରିମାଣ୍ଡରେ ନେଉଛି କମିଶନରେଟ୍ ପୋଲିସ । ଗତ ସୋମବାର ଦିନ ଏସଡିଜିଏମ୍…

ଝାମ୍ପି ନେଲ ୨୪ ଲକ୍ଷ

ରାୟଗଡା: ୨୪ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା । ଦୁର୍ବୃତ୍ତ ରାୟଗଡା ଉପକଣ୍ଠ ଏଫସିଆଇ ଛକ ନିକଟସ୍ଥ ଏକ ଘରୋଇ ସଂସ୍ଥା ସିଏମଏମ ଇନ୍ଫୋ ଟେକ ସଂସ୍ଥା କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଦୁବୃତ୍ତ । ରାୟଗଡ଼ା ସହରର ଏଫ୍‌ସିଆଇ ଛକରେ ଗତକାଲି ଅପରାହ୍ନ ସମୟରେ ଟଙ୍କା ଲୁଟ୍ ହୋଇଥିବା…

ଭାଇ ସାଜିଲା ଭଗାରି, ବଡଭାଇ ଓ ୪ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା

କୁଚିଣ୍ଡା: କୁଚିଣ୍ଡା ଗୋବିନ୍ଦ ପୁର ଥାନା ତାଳଡିହାରେ ଡବଲ ମର୍ଡର ହୋଇଛି । ବଡଭାଇ, ପୁତୁରା ଓ ଭାଉଜକୁ ଟାଙ୍ଗିଆରେ ହାଣିଦେଇଛି ସାନଭାଇ । ଟାଙ୍ଗିଆରେ ହାଣିବା ପରେ ସେମାନଙ୍କୁ ନିକଟସ୍ଥ ଅଙ୍ଗନୱାଡି ପାଇଖାନାରେ ଫିଙ୍ଗି ଦେଇଛି । ପାଇଖାନା ଟାଙ୍କିରୁ ବଡଭାଇ ଓ ପୁତୁରରା ମୃତଦେହକୁ ଉଦ୍ଧାର…

ଗିରଫ ହେଲେ କୋଟିପତି ଡିଏଫ୍‌ଓ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ଡିଏଫଓ । ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଲିକା ୱାଇଲ୍ଡ ଲାଇଫ୍ ଡିଏଫ୍‌ଓ ଆଲୋକ ରଞ୍ଜନ ହୋତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ଠାରୁ ୧ କୋଟି ୩୨ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇଛି। ଡିଏଫ୍‌ଓଙ୍କ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ !

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ହତ୍ୟା ଧମକ । ଏହି ମାମଲାରେ ଜଣେ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତର ହତ୍ୟା ଧମକ ରହସ୍ୟକୁ ଭେଦିବା ପାଇଁ ଜାରି ରହିଛି ପୋଲିସର ତନାଘନା । ଆଜି ନୋଇଡା ଜରୁରୀକାଳୀନ ନମ୍ବର ୧୦୦କୁ ଆସିଥିଲା ଏକ…

ଦୋକାନରେ ବୋମା ମାଡ; ଜଣେ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳ ସ୍ଥିତ ପଞ୍ଚପଡାରେ ଥିବା ଦୋକାନ ନିକଟରେ ସୋମବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ବୋମା ମାଡ କରିବା ଫଳରେ ଜଣେ ଝିଅ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ପୂର୍ବ ସନ୍ଧ୍ୟାରେ ଉକ୍ତ ଦୋକାନୀଙ୍କର ଦୁଇ ଜଣ ଯୁବକଙ୍କ ସହ କୌଣସି କାରଣବଶତଃ…

ଲାଞ୍ଚ ନେଇ ଫସିଲେ ଅତିରିକ୍ତ ପ୍ରାଣୀ ଚିକିତ୍ସକ

ପୁରୀ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୁରୀ ଜିଲ୍ଲା ପିପିଲିର ଅତିରିକ୍ତ ସହାୟକ ପ୍ରାଣୀ ଚିକିତ୍ସିକ ଶୁଭ୍ରାଂଶୁ ସାହୁ । ପ୍ରାପ୍ତ ସୂଚନାନୁଯାୟୀ, ୭୦ ହଜାର ଟଙ୍କାର ଏକ ବିଲ୍ ପାସ୍ କରାଇ ଦେବା ଲାଗି ଶ୍ରୀ ସାହୁ ପୁରୀ ଜିଲ୍ଲା ମଙ୍ଗଳପୁରର ମାଟିଆପଡା ଗ୍ରାମର…

ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗୁଡେଇ ତୁଡେଇ ଜେରା କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ରାଜପୁଜ ମୃତ୍ୟୁ ମାମଲାରେ ଦିନକୁ ଦିନ ବଢ଼ୁଛି ସସ୍‌ପେନ୍ସ । ଏହି ମାମଲାରେ ଆଜି ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଇଡି ପୁଣି ଥରେ ମାରାଥନ ଜେରା କରିଛି । ଦ୍ୱିତୀୟଥର ରିୟାଙ୍କୁ ଇଡି ପଚରାଉଚରା କରୁଛି । କେବଳ ରିୟା ତାଙ୍କ ବାପା ଓ ଭାଇଙ୍କୁ…

ଅନୁଗୁଳରେ ପୁଣି ଏଟିଏମ୍ ଲୁଟ୍‌, ୨ଲକ୍ଷରୁ ଅଧିକ ଟଙ୍କା ଚୋରି

ଅନୁଗୁଳ: ଅନୁଗୁଳରେ ମାତିଛନ୍ତି ଏଟିଏମ୍ ଲୁଟେରା । ଲଗାତର ଦୁଇ ଦିନରେ ଦୁଇଟି ଏଟିଏମ୍ ଲୁଟ୍ କରିଛନ୍ତି ଲୁଟେରା । ଆଜି ଦ୍ୱିତୀୟ ଦିନରେ ଅମଲାପଡା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ ଭାଙ୍ଗି ଲୁଟେରାମାନେ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ଆଜି ସକାଳେ ବ୍ୟାଙ୍କ କର୍ମଚାରୀ…

ଭିଜିଲାନ୍ସ ଜାଲରେ ଫସିଲେ ଚିଲିକା ଡିଏଫଓ

ଚିଲିକା: ବାଲୁଗାଁ ସ୍ଥିତ ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ୍ ଡିଏଫଓ ଆଲୋକ ରଞ୍ଜନ ହୋତାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଡିଏଫଓଙ୍କ ବାଲୁଙ୍ଗା ସ୍ଥିତ କାର୍ଯ୍ୟାଳୟ ଓ ବାସଭବନ ସମେତ ଅନେକ ସ୍ଥାନରେ…