Latest Odisha News

BREAKING NEWS

Browsing Category

ଅପରାଧ

ଭାଇରାଲ୍ ଅଡିଓ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ହସ୍ପିଟାଲରେ କୋଭିଡ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଏକ ଅଡିଓ ଭାଇରାଲ୍ ହେବା ଘଟଣାରେ ପୋଲିସ ସୋମବାର ଦିନ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ବିଶ୍ୱଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା ଏବଂ ଦୁହେଁ ମଞ୍ଚେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି।…

ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା !

ବ୍ରହ୍ମପୁର: ବ୍ରହ୍ମପୁର ଗୁଡସ ରୋଡ଼ ନିକଟ ରେଳଧାରଣାରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ମୃତଦେ। ମୃତକ ଜଣଙ୍କ ହେଉଛନ୍ତି ଗୋଷାଣି ନୂଆଗାଁ ଦଶଘରିଆ ସାହିର ସୀମନ ସାହୁ। ସୂଚନା ଅନୁସାରେ, ସୋମବାର ସକାଳୁ ବ୍ରହ୍ମପୁର ଗୁଡସ ରୋଡ଼ ନିକଟ ରେଳ ଧାରଣାରୁ ଜଣେ ଯୁବଙ୍କର ମୃତ ଦେହ ଉଦ୍ଧର…

ବିଦେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକ ଗିରଫ

ଚଣ୍ଡୀଗଡ଼: ହରିୟାଣାରେ ଲଜ୍ଜା । ଦିବେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ହୋଟେଲର ଥାଇଲ୍ୟାଣ୍ଡର ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି । ହିସାରର ଏକ ହୋଟେଲରେ ଗତ ୭ ତାରିଖ…

ଗୁଣି ସନ୍ଦେହରର ବୃଦ୍ଧଙ୍କ ଗଳା କାଟି ହତ୍ୟା ଅଭିଯୋଗ

ମାଲକାନଗିରି: ଥମୁନି ଅନ୍ଧ ବିଶ୍ୱାସର ବର୍ବରତା । ଏଇ ଅନ୍ଧାରରେ ଆଜିବି ଜଳୁଛି ମଣିଷ । ମାଲକାନଗିରି ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହରେ ପୁଣି ହତ୍ୟା ଅଭିଯୋଗ । ମିଳିଥିବା ସୂଚନା ଅନୁସାରେ, ମାଲକନଗିରି ଥାନା ଅନ୍ତର୍ଗତ ତୁମସାପାଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଅନ୍ଧ ବିଶ୍ୱାସର ଆଉ ଏକ…

ଚାନ୍ଦା ମାଗିବା ଅଭିଯୋଗରେ ୩ ନକଲି ମାଓବାଦୀ ଗିରଫ

କୋକସରା: ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ୩ ନକଲି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ । କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଂଚଳରେ ଘଟିଛି ଏଭଳି ଘଟଣା । ଜଣେ ଚାଷୀଙ୍କ ଠାରୁ ମାଓବାଦୀ ପରିଚୟ ଦେଇ ଏହି ୩ ନକଲି ମାଓବାଦୀ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି ।…

ଭୁବନେଶ୍ୱରରେ ଧରାପଡିଲା ନକଲି ନାବାର୍ଡ ଅଫିସର

ଭୁବନେଶ୍ୱର: ନିଜକୁ ନ୍ୟାସନାଲ ବ୍ୟାଙ୍କ ଫର ଫାର୍ମିଂ ଏବଂ ରୁରାଲ ଡେଭଲପମେଣ୍ଟ (ନାବାର୍ଡ)ର ଅଧିକାରୀ ଭାବେ ପରିଚୟ ଦେଇ ଲୋକଙ୍କୁ ଠାକୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନାମ ସ୍ମିଥ ସେଠୀ ବୋଲି ଜଣାପଡିଛି। ସୂଚନାନୁସାରେ , ଏହି ବ୍ୟକ୍ତି ଜଣଙ୍କ ନିଜକୁ…

ଭାଇରାଲ ଭିଡିଓ: ହସ୍ପିଟାଲ ଆଗରେ ବୟସ୍କ ମହିଳାଙ୍କୁ ଅମାନବୀୟ ମାଡ

ପ୍ରୟାଗରାଜ: ମାରିଗଲା ମାନବିକତା । ହସ୍ପିଟାଲ ଆଗରେ ବୃଦ୍ଧାଙ୍କୁ ନିର୍ଧୁମ ମାଡ । ଲାତ, ଗୋଇଠା ମାରି ଚାଲିଛନ୍ତି ସିକ୍ୟୁରିଟି ଗାର୍ଡ । ବୃଦ୍ଧା ଜଣକ ତଳେ ପଡି ଛଟପଟ ହୋଇ ଚିତ୍କାର କରୁଥିଲେ ସୁଦ୍ଧା କିଛି ଶୁଣୁ ନାହାନ୍ତି ସିକ୍ୟୁରିଟି ଗୋର୍ଡ । ଏଭଳି ଏକ ହୃଦୟ ବିଦାରକ ଘଟଣାର ଭିଡିଓ ଏବେ…

ସୋସିଆଲ ମିଡିଆରେ ସଫେଇ ରଖିଲେ ରିୟା, ‘ମୁ ଟଙ୍କା ନେଇ ନାହିଁ’

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଏବେ ଆହୁରି ଘନେଇବାରେ ଲାଗିଛି । ଏହି ମାଢ଼ଲାରେ ଯାଂଜ ଚାଲିଛି । ପ୍ରତିଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଶ୍ନଘେରରେ ରହିଛନ୍ତି। ସବୁ ପ୍ରକାରର…

ଗୁପ୍‌ଚୁପ୍‌ବାଲା ପ୍ରେମରେ ପଡି ଚମ୍ପଟ୍ ମାରିଲେ ସ୍କୁଲ ଛାତ୍ରୀ !

ଉତ୍ତରପ୍ରଦେଶ: ଗୁପ୍‌ଚୁପ୍ । ମୁଖରୁଚି ତାଲିକାରେ ଝିଅଙ୍କ ପ୍ରଥମ ପ୍ରେମ । ସ୍କୁଲ, କଲେଜର ଛାତ୍ରୀ ହୁଅନ୍ତୁ ଅବା ଚାକିରିଆ ମହିଳା । ଗୁପ୍‌ଚୁପ୍ ପ୍ରତି ତାଙ୍କ ପ୍ରେମର ସଜ୍ଞା ଟିକେ ନିଆରା । ୧୦ଟଙ୍କାର ହେଉ କି ୨୦, ଏକ୍ସଟ୍ରା ଖଟାପାଣି ଓ ପାମ୍ପୁଡି ଖାଇବାକୁ ସେମାନେ କେବେ ବି ଭୁଲନ୍ତି…

ମ୍ୟାଡାମ ୪୨୦, ତାଳଚେରରେ ଡାକ୍ତରଙ୍କଠାରୁ ଟଙ୍କା ଠକେଇ ଅଭିଯୋଗରେ ଗିରଫ

ତାଳଚେର: ମହଙ୍ଗା ପଡିଲା ଅବସରପ୍ରାପ୍ତ ହୋମିଓ ପାଥିକ ଡାକ୍ତରଙ୍କଠାରୁ ସାଢେ ୪ ଲକ୍ଷ ଟଙ୍କା ଠକିବା ଘଟଣା । ପୋଲିସ ନିକଟରେ ଅଭିଯୋଗ ହେବା ପରେ ପୋଲିସ ଯୁବତୀଙ୍କୁ ଗିରଫ କରିଛି । ଘଟଣାଟି ଘଟିଛି ତାଳଚେର ଅଂଚଳରେ । ସୂଚନା ଅନୁଯାୟୀ, ଗିରଫ ଯୁବତୀଙ୍କ ନାଁ ଦୀପା ଓରଫ ସୁପ୍ରିୟା ସ୍ୱାଇଁ ।…