Latest Odisha News

BREAKING NEWS

Browsing Category

ଅପରାଧ

କଟକରେ ୨ ପରିବାର ମଧ୍ୟରେ ସଂଘର୍ଷ; ଜଣେ ମୃତ

କଟକ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁସିଆ ଗ୍ରାମର ୨ଟି ପରିବାର ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣେ ବ୍ୟକ୍ତି ମୃତ ଓ ପ୍ରାୟ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।…

ବାହାଘରକୁ ୫ ମାସ ବିତିନି, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ସ୍ତ୍ରୀ ହନ୍ତା ସ୍ୱାମୀ । ବାହାଘରକୁ ୫ ମାସ ପୂରିନି । ନିଜ ପତ୍ନୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛି ଜଣେ ପତି । ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ କାର୍ଗିଲ ବସ୍ତିରେ । ଘର ଭିତରୁ ଉଦ୍ଧାର ହୋଇଛି ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ।…

କରୋନା ଆକ୍ରାନ୍ତଙ୍କ ପାଇଁ ବୋମା ମାଡ଼; ଜଣେ ଆହତ

ବ୍ରହ୍ମଗିରି: କରୋନା ସଂକ୍ରମିତ ଗୁଜବକୁ ନେଇ ନିଶିଭଅଁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ଏହି ଗାଁରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ସେହି କରୋନା ରୋଗୀ ସହ…

ଅଡୁଆରେ ବାବା ଆର୍ତ୍ତତ୍ରାଣ

ଭୁବନେଶ୍ୱର: ଅଡୁଆରେ ଆତ୍ମଘୋଷିତ ବାବା ଆର୍ତ୍ତତ୍ରାଣ । ଫୋନ ଯୋଗେ ମନ୍ତ୍ର ଫୁଙ୍କି ଓ ରୋଗୀଙ୍କୁ ଛୁଇଁ କରୋନା ଭଲ କରିବାକୁ ଦାବି କରି ସେ ଅଡୁଆରେ ଫଡିଛନ୍ତି । ତାଙ୍କ ନାଁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ହାଇକୋର୍ଟର ଜଣେ ଆଇନଜୀଜୀ ଆର୍ତ୍ତତ୍ରାଣଙ୍କ ନାଁରେ ଅଭିଯୋଗ କରିଛନ୍ତି ।…

କାହିଁକି ସୋନୁ ପଂଜାବନକୁ ନେଇ ଥରହର ଦିଲ୍ଲୀ ?

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ପୋଲିସ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସୁଯୋଗ ପାଇଛି । ଗୀତା ଅରୋରା ଓରଫ ସୋନୁ ପଂଜାବନକୁ ମିଳିଲା ୨୪ ବର୍ଷର ଜେଲ ଦଣ୍ଡାଦେଶ । ତେବେ କିଏ ଏହି ସୋନୁ ପଂଜାବନ ଓ ତାକୁ ନେଇ କାହିଁକି ଥରହର ଦିଲ୍ଲୀ ? ଦିଲ୍ଲୀର ସବୁଠୁ ବଡ ସେକ୍ସ ରାକେଟ୍ ଅପରେଟର୍ ସାଜିଥିଲା…

୨୫ ଟଙ୍କାର ଲୋଭ ଦେଖାଇ ଶିଶୁ ବଳି ଉଦ୍ୟମ: ଜଣେ ଅଟକ

ପାରାଦୀପ: ଜଣେ ନାବାଳକକୁ ମାତ୍ର ୨୫ ଟଙ୍କାର ଲୋଭ ଦେଖାଇ ଶିଶୁ ବଳି ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଯାହା ବନ୍ଦର ନଗରୀ ପାରାଦ୍ବୀପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରେ ସଂପୃକ୍ତ ଗୁଣିଆକୁ ପୋଲିସ ଅଟକ ରଖିଥିବା ବେଳେ ଏଥିରେ ସ୍ଥାନୀୟ କିଛି ମହିଳାଙ୍କ ସମ୍ପୃକ୍ତି ରହିଥିବା ମଧ୍ୟ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସୁଇସାଇଡ ନୋଟର ଆସିଲା ଫରେନସିକ୍ ରିପୋର୍ଟ

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ପୂର୍ବରୁ ନିଜେ ଲେଖିଥିଲେ ସୁଇସାଇଡ୍ ନୋଟ୍ । ଆସିଲା ସୁଇସାଇଡ୍ ନୋଟର ଫେରନସିକ୍ ରିପୋର୍ଟ । ଆଦିତ୍ୟଙ୍କ ପୁରୁଣା ହାତଲେଖା ସହ ସୁଇସାଇଡ ନୋଟରେ ଲେଖା ଥିବା ହାତ ଲେଖା ମେଳ ଖାଉଛି । ଏହି ସୂଚନା ଦେଇଛନ୍ତି ରେଲଓ୍ୱେ ଏଡିଜି ପ୍ରଣବିନ୍ଦୁ…

ଟ୍ରିପଲ ମର୍ଡର: ବାପା, ମାଆ ଓ ପୁଅକୁ ନିର୍ମମ ହତ୍ୟା

ସୋନପୁର: ବିନିକା ଅଞ୍ଚଳରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା । ମୃତକଙ୍କ ଭିତରେ ଅଛନ୍ତି ବାପା, ମାଆ ଓ 25 ବର୍ଷର ପୁଅ । ଘର ଭିତରୁ ସେମାନଙ୍କପ ମୃତଦେହ ମିଳିଛି । ବିନିକା ଅଞ୍ଚଳ ସିଲାଟି ଗାଁରେ ଘଟିଛି ଏହି ଲୋକଟାଙ୍କୁରା ହତ୍ୟାକାଣ୍ଡ । ପାରିପାର୍ଶ୍ୱିତ ସ୍ଥିତି ଓ…

ପୁରୀ ଜିଲ୍ଲାରୁ ଗିରଫ ହେଲେ ୫ ଦୁର୍ଦ୍ଦାନ୍ତ ଅପରାଧୀ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରୁ ଗୁରୁବାର ଦିନ ଗିରଫ ହୋଇଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀ । ମିଳିଥିବା ସୂଚନା ଅନୁସାରର, ଅନେକ ଦିନ ହେବ ଏମାନେ ପିପିଲି, ଡେଲାଙ୍ଗ, କଣାସ ଓ ସତ୍ୟବାଦୀ ଅଞ୍ଚଳରୁ ଲୁଟ୍ କରୁଥିଲେ । କୌଶଳ କ୍ରମେ ସ୍ଥାନୀୟ ପୁଲିସ ଏହି ୫ ଅପରାଧୀଙ୍କୁ ଗିରଫ…

ଯୁବତୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇବା ପ୍ରସଙ୍ଗ: ନିଲମ୍ବିତ ହେଲେ ରସିକିଆ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: ଶେଷରେ ନିଲମ୍ବିତ ହେଲେ ରସିକିଆ ନିର୍ଦ୍ଦେଶକ । ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଢ଼ଙ୍ଗୀଙ୍କୁ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଲମ୍ବନ ଆଦେଶ ଦିଆଯାଇଛି । ପୂର୍ବରୁ ତାଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ପରେ…