Latest Odisha News

BREAKING NEWS

Browsing Category

ଅପରାଧ

ମ୍ୟାଜିକ ପେନ ଜରିଆରେ ବ୍ୟବସାୟୀଙ୍କ ଠାରୁ ୨୨,୫୦୦ଟଙ୍କାର ଠକେଇ

ଭୁବନେଶ୍ୱର: ମ୍ୟାଜିକ ପେନ ଜରିଆରେ ଭୁବନେଶ୍ୱରର ଏକ ବ୍ୟବସାୟୀଙ୍କ ଠାରୁ ୨୨ ହଜାର ୫୦୦ ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି । ସ୍ୟାହି ଲିଭିପାରୁଥିବା ପେନ ମାଧ୍ୟମରେ ଠକେଇ ହୋଇଥିବା ଜଣାପଡିଛି । ମାମଲାଟି ସାମନାକୁ ଆସିବା ପରେ ଠକାମିର ଶିକାର ହୋଇଥିବା ବ୍ୟବସାୟୀ ସୋମନାଥ ସାହୁ ଖଣ୍ଡଗିରି…

ରାୟଗଡରେ କ୍ରିକେଟ୍ ବେଟିଂ; ୩ ଅଟକ

ଗୁଣୁପୁର: ରାୟଗଡ ଜିଲ୍ଲାର ଗୁଣୁପୁର ଅଞ୍ଚଳରେ ପୋଲିସ ରବିବାର ଦିନ କ୍ରିକେଟ୍ ବେଟିଂ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି । ସମ୍ପୃକ୍ତ ବ୍ୟକ୍ତିମାନେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲ୍ ମ୍ୟାଚରେ ବେଟିଂ କରୁଥିଲେ । ପ୍ରାପ୍ତ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜିଆରଏସ୍‌

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସୁକୁଲା ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ଲାଞ୍ଚ ନେବା ଅଭିଯୋଗରେ ଶନିବାର ଦିନ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଛି । ଲାଞ୍ଚ ନେଇ ଧରାପଡିଥିବା ଏହି ବାବୁ ଜଣକ ହେଉଛନ୍ତି ଛବି ନାରାୟଣ ପଣ୍ଡା । ପ୍ରାପ୍ତ ସୂଚନାନୁଯାୟୀ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ,୧୭ ଅଟକ

କଟକ: କଟକର ମଙ୍ଗୁଳି ଛକ ନିକଟରେ ଥିବା ଏକ ଜୁଆ ଆଡ୍ଡା ଉପରେ ସ୍ଥାନୀୟ ପୋଲିସ ଚଢାଉ କରିଛି । ଏହି ଘଟଣାରେ ପୋଲିସ ୧୭ ଜଣଙ୍କୁ ଅଟକ ରଖିଛି। ପ୍ରାପ୍ତ ସୂଚନାନୁଯାୟୀ ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଦୀର୍ଘଦିନରୁ ଜୁଆ ଖେଳ ଚାଲିଥିବା ବେଳେ ଗତକାଲି କୌଣସି ସୁତ୍ରରୁ ଖବର…

ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର: ଭିଜିଲାନ୍ସ ପରେ ଏବେ ଇଡି ସ୍କାନରରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ମନି ଲଣ୍ଡରିଂ କସେରେ ଅନାମ ନାଏକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ । ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅନାମଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତେବେ ଅନାମଙ୍କ ପାଖରେ…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ନବରଙ୍ଗପୁର: ଶୁକ୍ରବାର ଦିନ ନବରଙ୍ଗପୁର ଆଂଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁରଙ୍କ କାର୍ଯ୍ୟାଳୟ ଓ ଘରେ ଏକକାଳନୀ ଚଢ଼ଉ କରିଛି ଭିଜିଲାନ୍ସ । ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ତାଙ୍କ ନବରଙ୍ଗପୁରର ଭଡା ଘର ଓ କାର୍ଯ୍ୟାଳୟରେ, ଭୁବନେଶ୍ୱର, ଫୁଲବାଣୀ ଓ…

ବାଂଲାଦେଶୀ ସେକ୍ସ ରାକେଟ ଠାବ; ଜଣେ ଦଲାଲକୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର: ଏସଟିଏଫର ଅଫରାଧ ଶାଖା ଗୁରୁବାର ଦିନ ଭୁବନେଶ୍ୱରରେ ଏକ ସେକ୍ସ ରାକେଟ ଠାବ କରିଛି । ଏହି ସେକ୍ସ ରାକେଟରେ ସଂପୃକ୍ତି ଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧା ଗୋଠପାଟଣା ଅଂଚଳର ପ୍ରଶାନ୍ତ କୁମାର ଓରଫ ବୁଲୁ । ବରମୁଣ୍ଡା ବସ ଷ୍ଟାଣ୍ଡରେ…

ଲଜ୍ଜା: ସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ କନେଷ୍ଟବଳ

ଭୁବନେଶ୍ୱର: ନିଜ ସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରିବା ଅଭିଯୋଗରେ କମିଶନରେଟ ପୋଲିସ ଗୁରୁବାର ଦିନ ବିଜୟ ସେଠୀ ନାମକ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଶ୍ରୀ ସେଠୀ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଜଣକ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ…

ଲଜ୍ଜା: ରାଜଧାନୀରେ ସ୍କୁଲ ଶିକ୍ଷକଙ୍କ ଛାତ୍ରୀଙ୍କ ପ୍ରତି ଅସଦାଚରଣ; ଥାନାରେ ଅଟକ

ଭୁବନେଶ୍ୱର: ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ ଜଣେ ଘରୋଇ ସ୍କୁଲ ଶିକ୍ଷକଙ୍କୁ ଲିଙ୍ଗରାଜ ଥାନା ପୋଲିସ ଅଟକ ରଖିଛି । ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱରସ୍ଥିତ ଏକ ଅଗ୍ରଣୀ ସ୍କୁଲରେ ଜଣେ ଶିକ୍ଷକ ଏକ ଛାତ୍ରୀଙ୍କ ପ୍ରତି ଗତ ୪ ମାସ ହେଲା ଅସଦାଚରଣ କରିଆସୁଥିଲେ । ଏପରି ଲଗାତର…

ମହଙ୍ଗା ପଡିଲା ଶ୍ରେଣୀ ଗୃହରେ ଶୋଇବା, ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ମହିଳା ଶିକ୍ଷକ ଡ୍ୟୁଟି ସମୟରେ ଶ୍ରେଣୀଗୃହର ଚଟାଣରେ ଶୋଇଥିବାର ଭିଡିଓ ମଙ୍ଗଳବାର ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି। ପ୍ରାଥମିକ ତଦନ୍ତ ପରେ ଡ୍ୟୁଟିରେ ଅବହେଳା ଅଭିଯୋଗରେ…