Latest Odisha News

BREAKING NEWS

Browsing Category

ଅପରାଧ

କୁଲଗାମ୍‌ରେ ସେନା ଏନକାଉଣ୍ଟର; ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର କୁଲଗାମ୍ ଜିଲ୍ଲାର ମଞ୍ଜଗମ୍ ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏନେଇ ଏକ ନ୍ୟୁଜ ସରବରାହ ସଂସ୍ଥା ରିପୋର୍ଟରୁ ଜଣାପଡିଛି ।…

ସୋସିଆଲ୍ ମିଡ଼ିଆରେ କରୋନା ଗୁଜବ ପ୍ରଚାର କରି ଜେଲ୍ ଗଲେ ଯୁବକ

ଯାଜପୁର: ସୋସିଆଲ୍ ମିଡ଼ିଆରେ ଓଡ଼ିଶାର କରୋନା ଭୂତାଣୁ ସମ୍ପର୍କିତ ମିଥ୍ୟା ଅପପ୍ରଚାର କରିବା ଅଭିଯୋଗରେ ଯାଜପୁର ଜିଲ୍ଲାର ଜଣେ ୩୯ ବର୍ଷ ଯୁବକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସମୀର କୁମାର ରାଉତ ବୋଲି ଜଣାପଡ଼ିଛି । ପୋଲିସ ସୂତ୍ରରୁ…

ତାଳଚେର; ରୋଗୀର ମୃତ୍ୟୁ ପରେ ସରକାରୀ ଡାକ୍ତରଙ୍କୁ ନିସ୍ତୁକ ମାଡ !

ଅନୁଗୋଳ: ରୋଗୀର ମୃତ୍ୟୁ ପରେ ଉତକ୍ଷୀପ୍ତ ହୋଇ ବରିଷ୍ଠ ଡାକ୍ତରଙ୍କୁ ହସ୍ପିଟାଲ ପରିସରରେ ନିସ୍ତୁକ ମାଡ ମାରିଲେ ସଂପର୍କୀୟ । ତାଳଚେର ମଣ୍ଡାପାଳ ସରକାରୀ ହସ୍ପିଟାଲରେ ଡାକ୍ତର ଏଲ.ଏନ୍ ପ୍ରସାଦଙ୍କୁୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତର ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ ଆଜି ଦିନ ପ୍ରାୟ…

ଲକଡାଉନରେ ପୋଲିସର ବର୍ବରତା; ମାଡମାରି ୨ କନଷ୍ଟେବଳ ନିଲମ୍ବିତ

କେନ୍ଦୁଝର: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ସବୁଠି ଚାଲିଛି ଲକଡାଉନ । ଏପରିକି ଲକଡାଉନକୁ ସଫଳ କରିବା ଲାଗି ପୋଲିସ ପକ୍ଷରୁ ରାତିଦିନ ପହରା ମଧ୍ୟ ଦିଆଯାଉଛି । ଏଭଳି ଏକ ସମୟରେ କେନ୍ଦୁଝର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ବାବୁ ମାଡ ମାରିବା ନେଇ ଅଭିଯୋଗ ହୋଇଛି । ଯାହାଫଳରେ…

ଆଫଗାନିସ୍ତାନ ଗୁରଦ୍ୱାରା ଆକ୍ରମଣ ମାମଲା, ଯାଂଚ କରିବ NIA !

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ପ୍ରଥମ ଥର ବିଦେଶରେ ମାମଲା ଦାୟର କରିଛି ନ୍ୟାସନାଲ୍ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି (NIA) । ଆଫଗାନିସ୍ତାନ ରାଜଧାନୀ କାବୁଲରେ ହୋଇଥିବା ଆକ୍ରମଣକୁ ଖୋଦ NIA ଯାଂଚ କରିବ । ନିୟମରେ ପରିବର୍ତ୍ତନ କରାଯିବା ପରେ ପ୍ରଥମ ଥର ପାଇଁ NIA ବିଦେଶରେ ଘଟିଥିବା…

କୋଭିଡ୍‌-୧୯; ବେଙ୍ଗାଲୁରୁରେ ଜବତ ୧୨ ହଜାର ନକଲି N95 ମାସ୍କ !

ବେଙ୍ଗାଲୁରୁ: ମଙ୍ଗଳବାର ଏକ ଗୋଦାମରୁ ବେଙ୍ଗାଲୁରୁ ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଂଚ(CCB) ଚଢାଉ କରି ୧୨ ହଜାର ନକଲି ମାସ୍କ ଜବତ କରିଛି । Karnataka: Bengaluru Central Crime Branch (CCB) has seized 12,000 fake N95 masks; further investigation underway…

କୋଭିଡ୍‌-୧୯: ଭୁବନେଶ୍ୱରରେ ଜବତ ହେଲା ବିପୁଳ ପରିମାଣର ନକଲି ସାନିଟାଇଜର୍

ଭୁବନେଶ୍ୱର: ରାଜଧାନୀର ଝାରପଡ଼ା ଅଞ୍ଚଳରୁ ଡ୍ରଗ୍ କଣ୍ଟ୍ରୋଲ୍ ଅଧିକାରୀମାନେ ସୋମବାର ଦିନ ବିପୁଳ ପରିମାଣର ନକଲି ସାନିଟାଇଜର୍ ଜବତ କରିଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବିନା ଲାଇସେନ୍ସରେ ନକଲି ହ୍ୟାଣ୍ଡୱାସ ତିଆରି କରାଯାଉଥିଲା । ଏହି ର‌୍ୟାକେଟରେ ସଂପୃକ୍ତ…

ଦିଲ୍ଲୀ ପୋଲିସ୍ ଜାରି କଲା ବିପଦପୂର୍ଣ୍ଣ କରୋନାଭାଇରସ୍ ୱେବସାଇଟ୍ ତାଲିକା !

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସାଇବର୍ କ୍ରାଇମ୍ ୟୁନିଟ୍ ବୁଧବାର ଜାରି କରିଛି କରୋନାଭାଇରସ୍ ସମ୍ପର୍କିତ କିଛି ବିପଦପୂର୍ଣ୍ଣ ୱେବସାଇଟ୍ ର ଲମ୍ବା ତାଲିକା । ଏହି ସମସ୍ତ ୱେବସାଇଟ୍‌କୁ ଇଣ୍ଟରନେଟ୍‌ରେ ନ ଖୋଲିବାକୁ ପରାମର୍ଶ ଦିଆଯାଇଛି । Following domains are listed as…

ଏକତରଫା ପ୍ରେମ ହେଲା କାଳ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ଶଟିପାଲ୍ଲୀ ଗ୍ରାମରେ ରବିବାର ଦିନ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ସେହି ଗ୍ରାମରେ ଜଣେ ଯୁବକ ଏକତରଫା ପ୍ରେମରେ ବିଫଳ ହେବାରୁ ନିଜ ଯୌନାଙ୍ଗ କାଟି ଦେଇଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଗ୍ରାମର ଜଣେ ଯୁବତୀ ତାଙ୍କ ପ୍ରେମ…

ଆମ ଆଦମୀ ପାର୍ଟି ବିଧାୟକଙ୍କ ଉପରେ କେସ୍

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ବିଧାୟକ ତଥା ପ୍ରବକ୍ତା ରାଘବ ଚଢ଼ାଙ୍କ ଉପରେ ଓକିଲ ପ୍ରଶାନ୍ତ ଉମରାଓ ପଟେଲ କେସ୍ କରିଛନ୍ତି । ଲକଡାଉନ ସମୟରେ ରାଜେନ୍ଦ୍ର ନଗରର ବିଧାୟକ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଅପପ୍ରଚାର କରିଥିବା ଅଭିଯୋଗ ଆସିଛି । ସେ ଟୁଇଟ କରିଥିଲେ,…