Latest Odisha News

BREAKING NEWS

Browsing Category

ଅପରାଧ

ଛତ୍ରପୁର: ବାପା, ମାଆ ଓ ଝିଅର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗୋଟିଏ ଘରୁ ମିଳିଲା ୩ଜଣଙ୍କ ମୃତଦେହ । ଗଞ୍ଜାମ ଜିଲ୍ଳାର ଛତ୍ରପୁର ନିକଟ ପାଲିଆ ଅଂଚଳରେ ଜଣେ ଦମ୍ପତି ଓ ତାଙ୍କ ଝିଅର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବୃନ୍ଦାବନ ନାୟକ, ତାଙ୍କ ପତ୍ନୀ ଉର୍ମିଳା ନାୟକ ଓ ଝିଅ ସୁନୀତା ନାୟକ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆଜି…

୨୦୧୬ ଡବଲ୍ ମର୍ଡ଼ର ପ୍ରସଙ୍ଗ: ଅଭିଯୁକ୍ତ ଅନୁପ ସାଏଙ୍କ ଝିଅ ଓଡ଼ିଶା ମାନବାଧିକାର କମିଶନଙ୍କୁ ଆବେଦନ କଲେ

ଭୁବନେଶ୍ୱର: କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅକୁ ୨୦୧୬ ମେ ୭ ତାରିଖ ଦିନ ହମିରପୁରର ନିଘଞ୍ଚ ଜଙ୍ଗଲରେ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫକୁ ତାଙ୍କ ମୂକ ଓ ବଧିର ଝିଅ ଶୁଭସ୍ମିତା ବିରୋଧ କରିଛନ୍ତି । ଏସମ୍ପର୍କରେ ସେ ଓଡ଼ିଶା…

ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ବିଏସଏଫ ଯବାନ ଗିରଫ

ଭୁବନେଶ୍ୱର: ୨୬ବର୍ଷୀୟା ମହିଳାଙ୍କ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ କରିବା ଧମକ ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବା ମାମଲାରେ ପୋଲିସ ଜଣେ ବିଏସଏଫ ଯବାନଙ୍କୁ ଗିରଫ କରିଛି । ଯବାନଙ୍କ ନାଁ ହେଉଛି ମନୋଜ କୁମାର ମହାକୁଡ(୪୦) । ସେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର…

ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ: ନିକଟ ଅତୀତରେ ବ୍ରହ୍ମପୁରରେ ମହିଳା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କର ଆତ୍ମହତ୍ୟା ଘଟଣାରେ ଓଡିଶା ପୋଲିସ ଡିଜି ଅଭୟ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଇଜି (ଆଧୁନିକିକରଣ) ରେଖା ଲୋହାନୀଙ୍କୁ ଏହି ଘଟଣାରେ ଯାଞ୍ଚ କରିବା ଲାଗି ଡିଜିପି କହିଛନ୍ତି । ଏହାବ୍ୟତିତ…

୨୦୧୬ ଡବଲ ମର୍ଡର: ସିବିଆଇ ତଦନ୍ତ ଦାବି କଲେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡା: ୨୦୧୬ ମସିହାରେ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି । ପୂର୍ବତନ ବିଧାୟକ ଅନୁପ ସାଏଙ୍କ ମାଆ, ପତ୍ନୀ, ଝିଅ, ବଡ ଭାଇ, ଭାଉଜ ଓ ଭଣଜା ଶନିବାର ଦିନ ସନ୍ଧ୍ୟାରୁ ଜିଲ୍ଲାପାଳ ଅଫିସ…

ଗ୍ୟାଙ୍ଗଷ୍ଟର ରବି ପୂଜାରୀ ଦକ୍ଷିଣ ଆଫ୍ରିକାରେ ଗିରଫ

ନୂଆଦିଲ୍ଲୀ: ୧୫ ବର୍ଷ ଧରି ଫେରାର ଥିବା ଗ୍ୟାଙ୍ଗଷ୍ଟାର ରବି ପୂଜାରୀ ଶେଷରେ ଧରାପଡିଛନ୍ତି । ଦକ୍ଷିଣ ଆଫ୍ରିକାରେ ସେ ଗିରଫ ହୋଇଛନ୍ତି । ଏଥିପାଇଁ ଗଠନ କରାଯାଇଥିବା ଟିମରେ କର୍ଣ୍ଣାଟକର ଜଣେ ବରିÂ ଆଇପିଏସ ଅଧିକାରୀ ରହିଛନ୍ତି । ତାଙ୍କ ନାମରେ ଅନେକ କେସ୍ ରହିଛି । ସୋମବାର ବିଳମ୍ବିତ…

ଗର୍ଭବତୀଙ୍କୁ ମାଡମାରି ଫସିଲେ ମହିଳା ଫରେଷ୍ଟ ଗାର୍ଡ; ତଦନ୍ତ ଜାରି

ବାରିପଦା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆସ୍ଥିତ ବାରାହାପାଣପୋଷିରେ କାଠ ଚୋରି ଅଭିଯୋଗରେ ଜଣେ ମହିଳା ଫରେଷ୍ଟ ଅଧିକାରୀ ଅନ୍ୟଜଣେ ଗର୍ଭବତୀଙ୍କୁ ମାଡ ମାରିବା ସହ ଉଠବସ୍ କରାଇବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ପ୍ରାପ୍ତ ସୂଚନାନୁଯାୟୀ, ମହିଳା ଫରେଷ୍ଟ ଗାର୍ଡ କବିତା ବେହେରା ସମ୍ପୃକ୍ତ…

ବାଙ୍କୀ ଡବଲ ମର୍ଡର ଘଟଣାର ମାଷ୍ଟର ମାଇଣ୍ଡ ଥାନାରେ ଅଟକ

କଟକ: ବାଙ୍କୀ ନିକଟରେ ସ୍ଥାନୀୟ କଂଗ୍ରେସ ନେତା ଭଗବାନ ସ୍ୱାଇଁ(୫୦) ଓ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ(୩୫)ଙ୍କୁ ନିର୍ମମ ଭାବେ ହତ୍ୟା କରିବାର ୫ଦିନ ପରେ ସଦର ପୋଲିସ ଘଟଣାର ମାଷ୍ଟର ମାଇଣ୍ଡ ସହିତ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି । କଟକ ସଦର ଏସପି ରାଧାବିନୋଦ ପାଣିଗ୍ରାହୀ…

ପୁଣି ଚର୍ଚ୍ଚାରେ ‘ଗୋଲ୍ଡେନ୍ ବାବା’; ବାବାଙ୍କ ଆର୍ଥିକ ଦେଣନେଣ ତଦନ୍ତ କରିବ ଇଡ଼ି !

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ଗିରଫ ହୋଇଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କ ଆର୍ଥିକ ଦେଣନେଣ ସଂକ୍ରାନ୍ତୀୟ କାର୍ଯ୍ୟକଳାପର ଦଦନ୍ତ କରିବ । କମିଶନରେଟ ପୋଲିସ ୨୦୧୮ ଡ଼ିସେମ୍ବର ୩୧ରେ ଠକେଇ ଅଭିଯୋଗରେ ତାଙ୍କୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ…

ବାଙ୍କୀ ଡବଲ ମର୍ଡର: କ୍ରାଇମବ୍ରାଂଚ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର: ବାଙ୍କୀ ଡବଲ ମର୍ଡର ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛି କଂଗ୍ରେସ । ଫେବୃଆରୀ ୧୫ ତାରିଖରେ ଜୋକଲାଞ୍ଜି ଡ୍ୟାମ ନିକଟରେ ନୂଆଗାଁ ସରପଂଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ(୫୦) ଓ ତାଙ୍କ ସହଯୋଗୀ ତଥା ଯୁବ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ(୩୫)ଙ୍କୁ ଦୁର୍ବୃତ୍ତମାନେ ହତ୍ୟା…