Latest Odisha News

BREAKING NEWS

Browsing Category

ଅପରାଧ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜିଆରଏସ୍‌

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସୁକୁଲା ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ଲାଞ୍ଚ ନେବା ଅଭିଯୋଗରେ ଶନିବାର ଦିନ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଛି । ଲାଞ୍ଚ ନେଇ ଧରାପଡିଥିବା ଏହି ବାବୁ ଜଣକ ହେଉଛନ୍ତି ଛବି ନାରାୟଣ ପଣ୍ଡା । ପ୍ରାପ୍ତ ସୂଚନାନୁଯାୟୀ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ,୧୭ ଅଟକ

କଟକ: କଟକର ମଙ୍ଗୁଳି ଛକ ନିକଟରେ ଥିବା ଏକ ଜୁଆ ଆଡ୍ଡା ଉପରେ ସ୍ଥାନୀୟ ପୋଲିସ ଚଢାଉ କରିଛି । ଏହି ଘଟଣାରେ ପୋଲିସ ୧୭ ଜଣଙ୍କୁ ଅଟକ ରଖିଛି। ପ୍ରାପ୍ତ ସୂଚନାନୁଯାୟୀ ଟାଙ୍ଗି ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଦୀର୍ଘଦିନରୁ ଜୁଆ ଖେଳ ଚାଲିଥିବା ବେଳେ ଗତକାଲି କୌଣସି ସୁତ୍ରରୁ ଖବର…

ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର: ଭିଜିଲାନ୍ସ ପରେ ଏବେ ଇଡି ସ୍କାନରରେ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ । ମନି ଲଣ୍ଡରିଂ କସେରେ ଅନାମ ନାଏକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିବ । ପୂର୍ବରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅନାମଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ତେବେ ଅନାମଙ୍କ ପାଖରେ…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ନବରଙ୍ଗପୁର: ଶୁକ୍ରବାର ଦିନ ନବରଙ୍ଗପୁର ଆଂଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁରଙ୍କ କାର୍ଯ୍ୟାଳୟ ଓ ଘରେ ଏକକାଳନୀ ଚଢ଼ଉ କରିଛି ଭିଜିଲାନ୍ସ । ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ତାଙ୍କ ନବରଙ୍ଗପୁରର ଭଡା ଘର ଓ କାର୍ଯ୍ୟାଳୟରେ, ଭୁବନେଶ୍ୱର, ଫୁଲବାଣୀ ଓ…

ବାଂଲାଦେଶୀ ସେକ୍ସ ରାକେଟ ଠାବ; ଜଣେ ଦଲାଲକୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର: ଏସଟିଏଫର ଅଫରାଧ ଶାଖା ଗୁରୁବାର ଦିନ ଭୁବନେଶ୍ୱରରେ ଏକ ସେକ୍ସ ରାକେଟ ଠାବ କରିଛି । ଏହି ସେକ୍ସ ରାକେଟରେ ସଂପୃକ୍ତି ଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧା ଗୋଠପାଟଣା ଅଂଚଳର ପ୍ରଶାନ୍ତ କୁମାର ଓରଫ ବୁଲୁ । ବରମୁଣ୍ଡା ବସ ଷ୍ଟାଣ୍ଡରେ…

ଲଜ୍ଜା: ସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ କନେଷ୍ଟବଳ

ଭୁବନେଶ୍ୱର: ନିଜ ସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରିବା ଅଭିଯୋଗରେ କମିଶନରେଟ ପୋଲିସ ଗୁରୁବାର ଦିନ ବିଜୟ ସେଠୀ ନାମକ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଶ୍ରୀ ସେଠୀ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଜଣକ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ…

ଲଜ୍ଜା: ରାଜଧାନୀରେ ସ୍କୁଲ ଶିକ୍ଷକଙ୍କ ଛାତ୍ରୀଙ୍କ ପ୍ରତି ଅସଦାଚରଣ; ଥାନାରେ ଅଟକ

ଭୁବନେଶ୍ୱର: ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ ଜଣେ ଘରୋଇ ସ୍କୁଲ ଶିକ୍ଷକଙ୍କୁ ଲିଙ୍ଗରାଜ ଥାନା ପୋଲିସ ଅଟକ ରଖିଛି । ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱରସ୍ଥିତ ଏକ ଅଗ୍ରଣୀ ସ୍କୁଲରେ ଜଣେ ଶିକ୍ଷକ ଏକ ଛାତ୍ରୀଙ୍କ ପ୍ରତି ଗତ ୪ ମାସ ହେଲା ଅସଦାଚରଣ କରିଆସୁଥିଲେ । ଏପରି ଲଗାତର…

ମହଙ୍ଗା ପଡିଲା ଶ୍ରେଣୀ ଗୃହରେ ଶୋଇବା, ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟର ଜଣେ ମହିଳା ଶିକ୍ଷକ ଡ୍ୟୁଟି ସମୟରେ ଶ୍ରେଣୀଗୃହର ଚଟାଣରେ ଶୋଇଥିବାର ଭିଡିଓ ମଙ୍ଗଳବାର ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି। ପ୍ରାଥମିକ ତଦନ୍ତ ପରେ ଡ୍ୟୁଟିରେ ଅବହେଳା ଅଭିଯୋଗରେ…

ଅତିଥି ବେଶରେ ଆସି ବିବାହ ମଣ୍ଡପରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ଉପହାର

ଭୁବନେଶ୍ୱର: ଗତ ଫେବୃଆରୀ ୨୯ ତାରିଖରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଂଚଳର ଏକ ହାଇପ୍ରୋଫାଇଲ ବାହାଘରରୁ ଚୋରି ହୋଇଛି । ଅତିଥି ବେଶରେ ଆସି ବାହାଘର ମଣ୍ଡପରୁ ଚୋରି କରିନେଇଛନ୍ତି । ବାହାଘରରେ ମିଳିଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ଉପହାର, ମୋବାଇଲ ଓ ନଗଦ ଟଙ୍କା ଲୁଟି…

୭ ବର୍ଷ ପରେ ମୃତା ପତ୍ନୀଙ୍କ ପତ୍ତା ମିଳିଲା; ପ୍ରେମିକ ସହିତ ରହୁଥିବା ସ୍ୱାମୀ ଠାବ କଲେ

କେନ୍ଦ୍ରାପଡ଼ା: ପତ୍ନୀଙ୍କ ପରକୀୟା ପ୍ରୀତିର ଗୁମର ଖୋଲିଛନ୍ତି ନିଜେ ସ୍ୱାମୀ । ପତ୍ନୀ ହତ୍ୟା ମାମଲାରେ ଛନ୍ଦି ହୋଇପଡ଼ି ୧ମାସ ଜେଲ୍ ଭୋଗିଥିବା ବିଚାରା ସ୍ୱାମୀଜଣକ ଦୀର୍ଘ ୭ ବର୍ଷ ପରେ ପତ୍ନୀଙ୍କୁ ତାଙ୍କ ପ୍ରେମିକଙ୍କ ସହିତ ରହୁଥିବା ଠାବ କରିଛନ୍ତି । ଏବେ ପୂର୍ବରୁ ପତ୍ନୀ ହତ୍ୟାରେ ଛନ୍ଦି…