Latest Odisha News

BREAKING NEWS

Browsing Category

ଅପରାଧ

ଟିଣ୍ଡର ଡେଟିଂ ଆପ୍ ମାମଲା: ପୁଅ ପାଇଁ ନ୍ୟାୟ ମାଗିଲା ମାଆ

ଭୁବନେଶ୍ୱର: ଜେଲ୍ ଭିତରେ ପୁଅ, ବାହାରେ ବସିଛନ୍ତି ମାଆ । ଟିଣ୍ଡର ଆପ୍ ମାମଲାରେ ଘରୋଇ ବ୍ୟାଙ୍କ ମ୍ୟାନେଜର ଗିରଫ ହୋଇ ଜେଲ୍ ଯିବା ପରେ ମଙ୍ଗଳବାର ତାଙ୍କ ମା’ ଚନ୍ଦ୍ରଶେଖରପୁର ଥାନା ଆଗରେ ଧାରଣା ଦେଇଥିଲେ । ତାଙ୍କ ପୁଅ ପ୍ରତି ଅନ୍ୟାୟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ପୁଅ,…

ଚାଉଳ ଚୋରା କାରବାର ଘଟଣାରେ ରେଲୱେ ପୋଲିସର ୪ କର୍ମୀ ନିଲମ୍ବିତ

ଝାରସୁଗୁଡା: କର୍ତ୍ତବ୍ୟରେ ଅବହେଳା ତଥା ଚାଉଳ ଚୋରା କାରବାର ଘଟଣାରେ ଆରପିଏଫ୍ ଡିଜି ରେଲୱେ ପୋଲିସର ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଆରପିଏଫ୍ ଇନ୍ସପେକ୍ଟର ଏଲ୍ କେ ଦାସ, ଏଏସଆଇ ଏସ.କେ କୁମାର , ହାବିଲଦାର ଆର.ଭି ଠାକୁର ଓ ଡି ବକ୍ସଲା ।…

ନାବାଳକଙ୍କୁ ଗାଡି ଦେଇ ଫସିଲେ ମାଲିକ: ଗଣିଲେ ୨୬ ହଜାର ଟଙ୍କା ଜୋରିମାନା

କଟକ: କିଛିଦିନ ତଳେ ଅନୁଗୁଳ ଜିଲ୍ଲାର ଜଣେ ନାବାଳକ ଦୁଇଚକିଆ ଗାଡି ଚଳାଉଥିବା ବେଳେ ଧରାପଡିବାରୁ ଗାଡି ମାଲିକ ୨୬୦୦୦ ଟଙ୍କା ଜୋରିମାନା ଭରିଥିଲେ । ମଙ୍ଗଳବାର ଦିନ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ସେହିଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି । ମିଳିଥିବା ସୂଚନା ଅନୁସାରେ କଟକ ବାରଙ୍ଗ…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ସଫା ହେଲା ଫାଶି ରାସ୍ତା, କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ଫେଲ୍ ମାରିଲା ଶେଷ ପ୍ରୟାସ । ସଫା ହେଲା ଫାଶି ରାସ୍ତା । ଖାରଜ ହେଲା କ୍ୟୁରେଟିଭ୍ ପିଟିସନ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କ କ୍ୟୁରେଟିଭ ପିଟିସନ ଖାରଜ ହୋଇଛି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରିଛନ୍ତି । ଦିଲ୍ଲୀର ପଟିଆଲା…

ଫାଶୀ ଲାଗି ନିଆଗଲା ନିର୍ଭୟା ଦୋଷୀଙ୍କ ଗଳାର ମାପ; ଦଉଡିରେ ଘଷାଯାଉଛି କଦଳୀ !

ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଦିନ ପାଖେଇ ଆସୁଛି । ଫାଶୀ ଦେବାକୁ ତିହାର ଜେଲରେ ପ୍ରସ୍ତୁତି ଆଗେଇ ଚାଲିଛି । ଫାଶୀ ଦଉଡିରେ ଘଷାଯାଉଛି କଦଳୀ: ୪ ଦୋଷୀଙ୍କର ବେକର ମାପ ନିଆଯିବା ପରେ ଫାଶୀ ଦଉଡିରେ କଦଳୀ ଘଷା ଯାଉଛି ।…

ଅଦାଲତରେ ଖାରଜ ହେଲା ନିଲମ୍ବିତ ଆଇଏଏସ ଅଧିକାରୀଙ୍କ ଜାମିନ୍

ଭୁବନେଶ୍ୱର: ଏକ ସ୍ୱତନ୍ତ୍ର ଅଦାଲତ ଚାକିରୀରୁ ନିଲମ୍ବିତ ହୋଇଥିବା ଆଇଏଏସ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ୍ ଆବେଦନ ଖାରଜ ହେବା ଫଳରେ ତାଙ୍କର ବିଚାର ବିଭାଗୀୟ ହାଜତର ସମୟସୀମା ଆହୁରି ୧୪ ଦିନକୁ ବୃଦ୍ଧି ପାଇଛି । ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ଆଇଏଏସ ଅଧିକାରୀ…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ: ମାଆଙ୍କ ଅନ୍ତିମ ସଂସ୍କାର ସାରି ଜେଲକୁ ଫେରିଲେ ଅଭିଯୁକ୍ତ ପୁଞ୍ଜିଲାଲ୍

ବଲାଙ୍ଗୀର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର୍ ପୁଣି ଜେଲକୁ ଫେରିଛନ୍ତି । ମାଆଙ୍କ ଦେହାନ୍ତ ଘଟିଥିବା ଯୋଗୁଁ ସେ ରବିବାର ରାତିରେ ତାଙ୍କର ଅନ୍ତିମ ସଂସ୍କାର ସାରି ଜେଲକୁ ଫେରିଛନ୍ତି । ମାଆଙ୍କ ଅନ୍ତିମ ସଂସ୍କାର ଲାଗି ପୁଞ୍ଜିଲାଲଙ୍କୁ…

ଯାଜପୁରରେ ନକଲି ଗୁଟଖା କାରଖାନା ଠାବ

ଯାଜପୁର: ଯାଜପୁର ଜିଲ୍ଲା ବୈରୀ ନିକଟ ବିଦ୍ୟାଧରପୁର ଗ୍ରାମରେ ସୋମବାର ଦିନ ପୋଲିସ ପକ୍ଷରୁ ଏକ ନକଲି ଗୁଟଖା ତିଆରି କାରଖାନା ଠାବ କରାଯାଇଛି । ଏହି ଘଟଣାରେ ୪ ଜଣକୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ସଦର ଏସଡିପିଓ ଚିନ୍ମୟ ନାୟକ ଓ ଡିଏସପି ଦୀପକ…

ପୁଅର ଆକ୍ରମଣରେ ବାପା ମୃତ

ରାୟଗଡା: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଉହାପୁଚି ଗ୍ରାମରେ ପୁଅର ଠେଙ୍ଗାମାଡରେ ବାପାର ମୃତ୍ୟୁ ହେବାଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ମୃତକ ଜଣକ ସ୍ଥାନୀୟ ଗ୍ରାମର ଲଙ୍ଗେସା ହିକବାଡିକା । ପ୍ରାପ୍ତ ସୂଚନାନୁଯାୟୀ କୌଣସି କାରଣବଶତଃ ଉଭୟ ବାପ ଓ ପୁଅ ବଦ…

ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ଗିରଫ ହେଲେ ୪ ନାବାଳକ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଗତ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ପକ୍ଷରୁ ରବିବାର ଦିନ ଆଉ ୪ ଜଣ ନାବାଳକଙ୍କୁ ଗିରଫ କରିଛି । ଏଥିସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ନିକଟରେ…