Latest Odisha News

BREAKING NEWS

Browsing Category

ଅପରାଧ

ଗଣଦୁଷ୍କର୍ମ ଓ ଲୁଟ୍ ମାମଲାରେ ୭ ଗିରଫ

ରାଉରକେଲା: ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଗୋଟିଧାରାରେ ହୋଇଥିବା ଏକ ଗଣଦୁଷ୍କର୍ମ ଓ ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ମାନେ ଅଭ୍ୟାସଗତ ଅପରାଧୀ ଏବଂ ଅତୀତରେ ଅନେକ ଲୁଟ୍ ମାମଲାରେ ଜଡିତ ଥିଲେ ବୋଲି ପୋଲିସ…

ପରବର୍ତ୍ତୀ କୋର୍ଟ ଆଦେଶକୁ ଅପେକ୍ଷା, ଆସନ୍ତାକାଲି ଫାଶୀ ପାଇବେନି ନିର୍ଭୟା ଦୋଷୀ !

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ଜଣ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇଦେବାକୁ ହୋଇଥିଲା ତାରିଖ ଧାର୍ଯ୍ୟ । ମାତ୍ର ଏହି ମୃତ୍ୟୁ ଦଣ୍ଡ ଆସନ୍ତାକାଲି ଦିଆଯାଇପାରିବ ନାହିଁ, ଆସନ୍ତା ଶୁଣାଣିକୁ ଅପେକ୍ଷା କରିବାକୁ ପଡ଼ିବ । ଏହି ମାମଲାରେ…

ଜାଲ ପ୍ରମାଣପତ୍ର ତିଆରି ଅଭିଯୋଗରେ ଦୁଇ ସ୍କୁଲ ଶିକ୍ଷକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କାରେ ସରକାରୀ ନିଯୁକ୍ତି ପାଇଁ ନକଲି ବିଇଡି ପ୍ରମାଣପତ୍ର ତିଆରି କରିବା ଅଭିଯୋଗରେ ଦୁଇ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଗୌରୀ ଶଙ୍କର ଜେନା ଓ ଦୟାନିଧି ପରିଡା । ଆସ୍କା ବ୍ଲକ ଶିକ୍ଷା ଅଧିକାରୀ କୃତିବାସ ବାରିକଙ୍କ…

କୋରାପୁଟରୁ ଜବତ ହେଲା ବିସ୍ଫୋରକ ବୋଝେଇ ଟ୍ରକ୍

କୋରାପୁଟ: ଜୟପୁର ଟାଉନ ଥାନା ସୋମବାର ଦିନ ଏକ ବିସ୍ଫୋରକ ବୋଝେଇ ଟ୍ରକକୁ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି। ପ୍ରାପ୍ତ ସୂଚନାନୁଯାୟୀ, ଆଜି ସକାଳେ ହାଇଦ୍ରାବାଦରୁ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ଅଭିମୁଖେ ଯାଉଥିବା ବେଳେ ଏହି ଟ୍ରକକୁ ଅଟକାଇ ଦିଆଯାଇଥିଲା। ଚେକିଂ ପରେ ଉକ୍ତ…

ବାରିପଦା ଜେଲରେ ବିଚାରାଧୀନ କଏଦୀର ମୃତ୍ୟୁ

ବାରିପଦା: ବାରିପଦାସ୍ଥିତ ପି.ଆର.ଏମ୍ ମେଡିକାଲରେ ଚିକିତ୍ସାରତ ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ସୁରଜ ନାଥ ଏବଂ ସେ ସମ୍ବଲପୁର ଜିଲ୍ଲାର ସିକମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ସେ ମୟୂରଭଞ୍ଜରେ ରହୁଥିଲେ । ମିଳିଥିବା…

ଭୁଲ୍ ଇଞ୍ଜେକସନ୍ ଯୋଗୁଁ ପୁରୀରେ ଯୁବକଙ୍କର ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲାର ଡେଲାଙ୍ଗ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା ଭୁଲ୍ ଇଞ୍ଜେକସନ୍ ଦିଆଯିବା ଫଳରେ ରବିବାର ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ କବିନ୍ଦ୍ର ବେହେରା ଏବଂ ସେ ଡେଲାଙ୍ଗା ବ୍ଲକ ଅନ୍ତର୍ଗତ ରତାପଡା ଗାଁର ବାସିନ୍ଦା ବୋଲି…

‘ମୋ ବସ’ରେ ଲୁଟି ନେଲେ ଯାତ୍ରୀଙ୍କ ୪୪ ହଜାର ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରେ ଶନିବାର ଦିନ ‘ମୋ ବସ’ର ଯାତ୍ରା କରିବା ସମୟରେ ଜଣେ ବ୍ୟବସାୟୀ ଲୁଟର ଶୀକାର ହୋଇଥିବା ନେଇ ଅଭିଯୋଗ ହୋଇଛି । ସରକାରଙ୍କ ଦ୍ୱାରା ପରିଚାଳିତ ମୋ ବସରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମ ଥିଲେ ମଧ୍ୟ କେହି ବ୍ୟକ୍ତି କରୁଣାକର ପ୍ରଧାନ ନାମକ ବ୍ୟବସାୟୀଙ୍କ ଠାରୁ…

ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଗିରଫ ହେଲେ ଯୁବକ !

ରାଉରକେଲା: ଏକ ଘରୋଇ ସ୍କୁଲର ମାଲିକଙ୍କ ବିରୋଧରେ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଲଗାଇବା ମାମଲାରେ ପ୍ଲାଣ୍ଟ ସାଇଟ୍ ପୋଲିସ ଜଣେ ୨୮ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ନାମ ନିତିଶ ଗୁପ୍ତା । ସେ ବଣ୍ଡମୁଣ୍ଡାରେ ଥିବା ଏକ ଘରୋଇ ବିଦ୍ୟାଳୟର…

ଦିନ ଦ୍ୱିପ୍ରହରରେ ଗାଡି କାଚ ଭାଙ୍ଗି ଲୁଟି ନେଲେ ୪ ଲକ୍ଷ

କଟକ: କଟକର ମହାନଦୀ ବିହାରରେ ଗତ ଶୁକ୍ରବାର ଦିନ କିଛି ଦୁବୃର୍ତ୍ତ ଦିନ ଦ୍ୱିପ୍ରହରରେ କାର କାଚ ଭାଙ୍ଗି ପ୍ରାୟ ୪ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି । ଲୁଟର ଶିକାର ହୋଇଥିବା ଯୁବକ ଜଣକ କହ୍ନେଇପୁର ଅଞ୍ଚଳର ପ୍ରଶାନ୍ତ ସେନାପତି ବୋଲି ଜଣାପଡିଛି । ସେ ଏନେଇ ଚାଉଳିଆଗଞ୍ଜ ଥାନାରେ ଏତଲା ମଧ୍ୟ…

କଦଳୀ କାନ୍ଧି ଭିତରେ ଚୋରା ଚାଲାଣ; ୨.୪୫ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର: କଦଳୀ କାନ୍ଧି ଭିତରେ ୨.୪୫ କୋଟି ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଟ୍ରକ୍ ବୁଧବାର ଦିନ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆରଆଇ) ଦ୍ୱାରା ଧରାପଡିଛି । ବିଶାଖାପାଟଣାରୁ ଭୁବନେଶ୍ୱରକୁ ଟ୍ରକ ଯୋଗେ ଆସୁଥିବା ଗଞ୍ଜେଇ ବିଶାଖାପାଟଣାର ଏନଏଡି ଜଙ୍କସନରେ ଧରାପଡିଛି ।…