Latest Odisha News

BREAKING NEWS

Browsing Category

ଅପରାଧ

ରାଉରକେଲାରେ ପୂର୍ବତନ କାଉନସିଲରଙ୍କ ଉପରକୁ ବୋମା ମାଡ

ରାଉରକେଲା: ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କ ଉପରକୁ ଗୁରୁବାର ରାତିରେ କେହି ଦୁବୃର୍ତ୍ତ ବୋମା ମାଡ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ, ଘଟଣାଟି ଘଟିଛି ରାଉରକେଲାର ଉଦିତ ନଗର ସ୍ଥିତ ବାସନ୍ତି କଲୋନୀ ଅଞ୍ଚଳରେ । ଦୁଇ ଜଣ ଦୁବୃର୍ତ୍ତ ପୂର୍ବତନ କାଉନସିଲରଙ୍କ ଉପରକୁ ବୋମା…

ସ୍ମିତାରାଣୀ ମୃତ୍ୟୁ ମାମଲା: ମାଟିରେ ମିଶିଲା ରଙ୍ଗଶାଳା

ଯାଜପୁର: ବହୁଚର୍ଚ୍ଚିତ ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା। ଆଜି ଭଙ୍ଗା ହେଲା ଅଭିଯୁକ୍ତ ରୂପେଶ ଭଦ୍ରର ବେଆଇନ୍ ଗେଷ୍ଟହାଉସ ରଙ୍ଗଶାଳା । ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗଶାଳା ଭଙ୍ଗା ଚାଲିଛି । ଘରର ଆସବାବ ପତ୍ର ସବୁ ବାହାରକୁ କାଢ଼ି ଦିଆଯାଇଛି । ପୂର୍ବରୁ ଏହି…

ରାଉରକେଲାରେ ଚାଞ୍ଚଲ୍ୟ; ଏସିଡ୍ ମାଡରେ ପରିବାରର ୪ ସଦସ୍ୟ ଆହତ

ରାଉରକେଲା: ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର-ଏ ଅଞ୍ଚଳରେ ଏସିଡ୍ ମାଡରେ ବୁଧବାର ରାତିରେ ଗୋଟିଏ ପରିବାରର ୪ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ପିଡିତ ମାନେ ହେଲେ ନଗେନ୍ଦ୍ର ପଣ୍ଡା, ତାଙ୍କ ପତ୍ନୀ ସଙ୍ଗୀତା, ସାନ ଭାଇ ବିଦ୍ୟାକାନ୍ତ ଓ ମାଆ ସୁଲୋଚନା…

ନିଶାସକ୍ତ ଗାଡ଼ି ଚାଳକଙ୍କୁ କାବୁ କଲେ ପୋଲିସ କମିଶନର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବ୍ୟସ୍ତବହୁଳ ରାସ୍ତାରେ ବୁଧବାର ସନ୍ଧ୍ୟାରେ ଜଣେ ନିଶାସକ୍ତ ଗାଡ଼ି ଚାଳକଙ୍କୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କାବୁ କରିଥିବା ନେଇ ଜଣାପଡିଛି। ସଂପୃକ୍ତ ନିଶାସକ୍ତ ଗାଡି ଚାଳକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ନିକଟସ୍ଥ ଅତାଲା ବାସିନ୍ଦା…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ବାଲେଶ୍ଵର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନିଷ୍ଠ ଯନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବାସୁଦେବ ସାହୁ ବିଲ ପାସ କରାଇବା ପାଇଁ କହି ଜଣେ ଠିକାଦାରଙ୍କୁ ୨ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ…

ସିସିଟିଭି କ୍ୟାମେରାରେ ଧରାପଡ଼ିଲା ଓଲିଉଡ୍ ଡାଇରେକ୍ଟରଙ୍କ ଦାଦାଗିରି !

ଭୁବନେଶ୍ୱର: ଓଲିଉଡ୍ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ପିଛା ଛାଡୁନାହିଁ ବିବାଦ । ରାଜଧାନୀର ଏକ ହୋଟେଲ କର୍ମଚାରୀଙ୍କ ସହିତ ମାଡ଼ଗୋଳ କରିବାର ଏକ ଭିଡ଼ିଓ କ୍ଲିପ ଏବେ ଭାଇରାଲ୍ ହେବାରେ ଲାଗିଛି । ସିସିଟିଭିରେ ଏହି ଦୃଶ୍ୟ ରହିଥିବା ବେଳେ ତାଙ୍କ ବିରୋଧରେ ମଧ୍ୟ ହୋଟେଲ୍ ପକ୍ଷରୁ ଅଭିଯୋଗ…

ଭୁବନେଶ୍ୱରରୁ ଜବତ ହେଲା ଦେଶୀ ଓ ବିଦେଶୀ ମଦ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଞ୍ଚଳ ଅନ୍ତର୍ଗତ ଷ୍ଟେସନ ବଜାର ନିକଟରେ ଥିବା ୨ଟି ଘରେ ଗତକାଲି ବିଳମ୍ବିତ ରାତିରେ ସ୍ପେଶାଲ୍ ସ୍କ୍ୱାଡ୍ ଓ ଲକ୍ଷ୍ମୀସାଗର ପୋଲିସ ମିଳିତ ଭାବେ ଚଢାଉ କରି ଉଭୟ ଦେଶୀ ଓ ବିଦେଶୀ ମଦ ଜବତ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଜବତ ୬୧୭ଟି ବିଦେଶୀ ମଦ…

ନିର୍ଭୟା ଦୋଷୀଙ୍କୁ ଶୀଘ୍ର ଫାଶୀ ମାମଲା: ହାଇକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ନିର୍ଭୟାକୁ ନ୍ୟାୟ ମିଳିବାରେ ଗଡୁଛି ତାରିଖ ପରେ ତାରିଖ । ଦୋଷୀଙ୍କ ଘୁଂଚି ଘୁଂଚି ଯାଉଛି ଫାଶୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଂଜ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ରୁଜୁ…

ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚାଂଚଲ୍ୟ । ବିଚ୍ ରାସ୍ତାରେ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରବିବାର ସକାଳେ ମର୍ଣ୍ଣିଂୱାକରେ ଯାଇଥିବା ବେଳେ ବାଇକ୍‌ରେ ଆସି ଦୁଇ ଦୁର୍ବୃତ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଣଜୀତ ବଚ୍ଚନଙ୍କୁ ଗୁଳି କରି…

ବରଯାତ୍ରୀଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ନିକଟରେ ଥିବା ନୟନଜୋରିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ନାମ କୌଶିକ ସାମନ୍ତ ଏବଂ ତାଙ୍କ ଘର ଯାଜପୁର ଟାଉନ ନହରପୁର ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଦୁଇଦିନ ତଳେ କୌଶିକ ତାଙ୍କ…