Latest Odisha News

BREAKING NEWS

Browsing Category

ଅପରାଧ

ଲାଞ୍ଚ ନେବା ବେଳେ ଭିଜିଲାନସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

କଟକ: କଟକ ଜିଲ୍ଲା ଗୋଡିସହି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଭବାନୀ ଶଙ୍କର ମହନ୍ତ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ଉପଭୋକ୍ତାଙ୍କୁ ନିଜର କଟକ ତ୍ରିଶୂଳିଆଠାରେ ନିର୍ମିତ ଘରେ ବିଦ୍ୟୁତ ସଂଯୋଗ ଲାଗି ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଭବାନୀ…

ମହିଳା ପିଇଓ ମୃତ୍ୟୁ ଘଟଣା: ଆରଆଇ ନିଲମ୍ବିତ, ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବିରୋଧିମାନେ ହରିଦାସପୁର ମହିଳା ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବାରମ୍ବାର ଗୃହରେ ହଙ୍ଗାମା କରୁଥିବା ବେଳେ ରାଜ୍ୟ ସରକାର ଆରୁହାଁ ରାଜସ୍ୱ ଇନ୍ସପେକ୍ଟର (ଆରଆଇ)ଙ୍କୁ ନିଲମ୍ବିତ କରିବା ସହ ଧର୍ମଶାଳା ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍…

ଗଞ୍ଜାମରେ ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ଶଙ୍କର ପାହାନ । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଶଙ୍କର…

ଟାୱାର୍ ଇନଫୋଟେକ୍ ଚିଟଫଣ୍ଡ ମାମଲା: ସୁପ୍ରିମକୋର୍ଟରେ ୨ ବରିଷ୍ଠ କର୍ମଚାରୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ଟାୱାର୍ ଇନଫୋଟେକ୍ ଲିମିଟେଡ଼ ଚିଟଫଣ୍ଡ ମାମଲାରେ ସୁପ୍ରିମକୋର୍ଟ ଏହି କମ୍ପାନୀର ୨ଜଣ ବରିଷ୍ଠ କର୍ମଚାରୀଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ସିବିଅଇ ପକ୍ଷରୁ ଏହି ମାମଲାର ଶୁଣାଣୀ ବେଳେ ମୋହନ ଏମ ଶାନ୍ତାନଗୌଦାର ଏବଂ ସଞ୍ଜୀବ ଖାନ୍ନା ଦ୍ୱାରା ଖଣ୍ଡପୀଠ ଦର୍ଶାଇଛନ୍ତି…

ବୋହୂକୁ ନିସ୍ତୁକ ମାଡ଼ ମାରି ଗିରଫ ହେଲେ ଶାଶୁ-ଶ୍ୱଶୁର ଓ ଦିଅର

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ତେଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବୋହୂକୁ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ମାଡ଼ ମାରୁଥିବା ବେଳେ ଗ୍ରାମବାସୀମାନେ ଶାଶୁ, ଶ୍ୱଶୁର ସ ଦିଅରଙ୍କୁ ପୋଲିସ ଜିମାରେ ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଯାଜପୁର ଜିଲ୍ଲା ପାଣିକୋଇଲି…

ସୁନା ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ରାଉରକେଲା: ରାଉରକେଲାର ସେକ୍ଟର ୫ ଅଞ୍ଚଳରେ ଥିବା ଏକ ସୁନା ଦୋକାନୀ ମାଲିକଙ୍କୁ କେହି ଦୁବୃର୍ତ୍ତ ମଙ୍ଗଳବାର ଦିନ ଛୁଡା ମାଡ କରିଥିବା ଅଭିଯୋଗ ହୋଇଛି । ଆହତ ବିନାୟକ ପ୍ରସାଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ଶ୍ରୀ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ବରଗଡ ଜିଲ୍ଲାର ଉଠାଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ରାଉତଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଶନିବାର ଦିନ ତାଙ୍କ ଘରେ ଚଢାଉ କରିଛି । ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି । ମିଳିଥିବା ସୂଚନା…

ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ, ପୋଲିସର ଛାନଭିନ୍ ଜାରି

ସମ୍ବଲପୁର: ସମ୍ବଲପୁରର ଟାଉନ ଥାନା ଅନ୍ତର୍ଗତ ମୋଦିପଡା ସ୍ଥିତ ଏକ ବନ୍ଦ ଘର ମଧ୍ୟରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ବନ୍ଦ ଘରେ ଏକ ଦମ୍ପତି ରହୁଥିବା ବେଳେ କିଛି ଦିନ ହେବ ଘର ବନ୍ଦ ରହିଛି ।…

ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ଏକ କିଲୋଗ୍ରାମରୁ ଅଧିକ ସୁନା !

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗୁରୁବାର ଦିନ ସୀମା ଶୁଳ୍କ ବିଭାଗ ପକ୍ଷରୁ ପ୍ରାୟ ୧.୩ କିଲୋଗ୍ରାମ ସୁନା ଜବତ ହୋଇଛି । ଏହି ସୁନା ଏହି ବିମାନ ବନ୍ଦରରୁ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ ସୀମା ଶୁଳ୍ପ ବିଭାଗର କର୍ତ୍ତୃପକ୍ଷ ଏହାକୁ ଜବତ…

ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ: ଶିଳ୍ପପତି ମହିମା ମିଶ୍ରଙ୍କୁ ଗୁରୁବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରୁଛନ୍ତି ହାଇକୋର୍ଟର । ପାରାଦୀପର ସିୱେଜ ସିପିଂ କମ୍ପାନିର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ୨୦୧୬ ଅକ୍ଟୋବର ୨୬ରେ ବ୍ୟାଙ୍କକ୍‌ରୁ ଗିରଫ କରାଯାଇଥିଲା। ଏହି ହତ୍ୟା ମାମଲାରେ…