Latest Odisha News

BREAKING NEWS

Browsing Category

ଅପରାଧ

କନ୍ଧମାଳରେ ସୂଚନା ଅଧିକାର କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପାତ୍ରସାହି ଅଞ୍ଚଳରେ କିଛି ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ ଘଟିଛି । ମୃତ ସୂଚନା ଅଧିକାରୀଙ୍କ ନାମ ଅଭିମନ୍ୟୁ ପଣ୍ଡା ବୋଲି ସୁତ୍ରରୁ ପ୍ରକାଶ । ପ୍ରାପ୍ତ ସୂଚନାନୁଯାୟୀ ଅଭିମନ୍ୟୁ ଆଜି ସକାଳେ…

ପୁରୀ ଗଣଦୁଷ୍କର୍ମ ମାମଲା: ଗିରଫ ହେଲେ ଆଉ ୨ ଜଣ ବ୍ୟକ୍ତି

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୁଣି ଦୁଇ ଜଣ ଦମ୍ପତ୍ତିଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ଦମ୍ପତ୍ତି ଦ୍ୱୟ ରଞ୍ଜିତ ପରିଡା ଏବଂ ସୌମ୍ୟ ଶେଫାଳିକା ପରିଡା ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ଉମା ଶଙ୍କର ଦାସ । ପୋଲିସର…

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ; କମାଣ୍ଡରଙ୍କୁ ଗୁଳି ମାରି ନିଜକୁ ଗୁଳି କଲେ ଯବାନ

ଋାଞ୍ଚି: ଝାଡଖଣ୍ଡସ୍ଥିତ ରାଞ୍ଚି ନିକଟରେ ଥିବା ଖେଲଗାଁରେ ରହିଥିବା ଏକ ସିଆରପିଏଫ୍ କ୍ୟାମ୍ପରେ ସୋମବାର ଦିନ ଜଣେ କମ୍ପାନୀ କମାଣ୍ଡରଙ୍କ ସହ ଅନ୍ୟଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ କମ୍ପାନୀ କମାଣ୍ଡର ଓ…

ପୁରୀ ଗଣଦୁଷ୍କର୍ମ ମାମଲା: ରାୟଗଡାରୁ ଗିରଫ ହେଲେ ସିଆରପିଏଫ୍ ଯବାନ

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ସିଆରପିଏଫ୍ ଯବାନଙ୍କୁ ଗିରଫ କରାଯାଇଛି । ସମ୍ପୃକ୍ତ ଯବାନଙ୍କ ନାମ ବୁଲୁ ବାରିକ୍ ହୋଇଥିବା ବେଳେ ତାଙ୍କୁ ରାୟଗଡା ଜିଲ୍ଲାରୁ ଗିରଫ କରାଯାଇଛି । ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ…

ଭୁବନେଶ୍ୱରର ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ବଦଳି ହେଲେ କ୍ରୀଡା ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଗତ ୨ ଦିନ ତଳେ ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ସମ୍ପୃକ୍ତ କ୍ରୀଡା ଶିକ୍ଷୟିତ୍ରୀଙ୍କୁ ଯାଜପୁର ଜିଲ୍ଲା ବ୍ୟାସନଗରର କେନ୍ଦ୍ରୀୟ ବିଦ୍ୟାଳୟକଙ୍କୁ ବଦଳି କରାଯାଇଛି । କେନ୍ଦ୍ରୀୟ…

ଜାଣନ୍ତୁ ଦେଶର ୧୦ ପ୍ରମୁଖ ଏନକାଉଣ୍ଟର୍ ସ୍ପେଶାଲିଷ୍ଟଙ୍କୁ; ଜଣଙ୍କ ନାମରେ ରହିଛି ୧୦୪ଟି ଗୁଳିଚାଳନା !

ଭୁବନେଶ୍ୱର: ହାଇଦ୍ରାବାଦ ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ସ୍ଥାନୀୟ ପୋଲିସ ଏନକାଉଁଟର କରିଛି । ଏଥିନେଇ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ରହିଥିଲେ ମଧ୍ୟ ଅଧିକାଂଶ ଏହା ସପକ୍ଷରେ ରହିଛନ୍ତି । ଭାରତରେ ଅନେକ ଏନେକ ପୋଲିସ ଏନକାଉଣ୍ଟର୍ ସ୍ପେଶାଲିଷ୍ଟ ଥିଲେ ମଧ୍ୟ ସେମାନଙ୍କ…

ହୃଦଘାତରେ ପ୍ରାଣ ହରାଇଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଶନିବାର ଦିନ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ହୃଦଘାତରେ ପ୍ରାଣ ହରାଇଛନ୍ତି । ଗତ ଗୁରୁବାର ଦିନ ପୀଡିତାଙ୍କୁ ଜିଆନ୍ତା ଜାଳି ଦିଆଯିବା ପରେ ତାଙ୍କୁ ଲକ୍ଷ୍ମୌରୁ ନୂଆଦିଲ୍ଲୀ ଅଣାଯାଇଥିଲା । ତାଙ୍କର ଶରୀରର ୯୫ ପ୍ରତିଶତ…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉଦବେଗ୍ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ପୋଲିସର ଏନକାଉଣ୍ଟରରେ ସମସ୍ତ ୪ ଜଣ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । ପୋଲିସ ପକ୍ଷରୁ…

ବିଜୟ ମାଲ୍ୟାଙ୍କ ପରେ ପଳାତକ ଘୋଷିତ ହେଲେ ନୀରବ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଏକ ଯାଚିକା ଦାଖଲ ପରେ ମୁମ୍ବାଇର ଏକ କୋର୍ଟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପଳାତକ ଘୋଷଣା କରିଛନ୍ତି । ଅର୍ଥନୈତିକ ଅପରାଧ ପାଇଁ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟାଙ୍କ ପରେ ୨ୟ ସ୍ଥାନ ପାଇଛନ୍ତି ନୀରବ ମୋଦି । ଗତ ଅଗଷ୍ଟ…

ପୋଲିସ କ୍ୱାର୍ଟରରେ ଚାଲୁଥିଲା ସେକ୍ସ ରାକେଟ୍, ଚାଞ୍ଚଲ୍ୟକର ତଥ୍ୟ ଦେଲେ ଅଭିଯୁକ୍ତଙ୍କ ୨ୟ ପତ୍ନୀ !

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟର ମଧ୍ୟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ ହୋଇଥିବା ବେଳେ ଏହି ମାମଲା ଏକ ରୋଚକ ମୋଡ ନେଇଛି । ଅଭିଯୁକ୍ତ ପୋଲିସ କନଷ୍ଟେବଳ ଜିତେନ୍ଦ୍ର ସେଠୀଙ୍କ ଦ୍ୱିତୀୟ ପତ୍ନୀ ଭାବେ ନିଜକୁ ଦାବି କରି ଅଞ୍ଜଳୀ ନାମକ ଜଣେ…