Latest Odisha News

BREAKING NEWS

Browsing Category

ଅପରାଧ

କଟକରେ ମାରଣାସ୍ତ୍ର ଦେଖାଇ ୧୧ ଟ୍ରକରୁ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିଲେ ଦୁର୍ବୃତ୍ତ

କଟକ: କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ନିମେଇସାପୁର ଗ୍ରାମ ନିକଟରେ ଗତକାଲି କିଛି ଦୁର୍ବୃତ୍ତ ପାଖାପାଖି ୧୧ଟି ଟ୍ରକକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ନିମେଇସାପୁର ନିକଟସ୍ଥ ପେଟ୍ରୋଲ୍ ପମ୍ପ…

ଗ୍ୟାଙ୍ଗଷ୍ଟାର୍ ଟିଟୋର ସହଯୋଗୀକୁ ଧରିଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟାର୍ ଟିଟୋର ସହଯୋଗୀକୁ ଶନିବାର ଦିନ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ କେନ୍ଦ୍ରାପଡାରୁ ଗିରଫ କରିଛି । ଏସଟିଏଫ୍ ଟିମ୍ ଆଜି ସକାଳ ପ୍ରାୟ ୯ଟା ୩୦ମି. ସମୟରେ ଶେଖ ଜାବିଦ ଓରଫ୍ ଦଙ୍ଗାକୁ ଇମାମବାଡା ମସଜିଦ୍ ଲେନ୍ ସ୍ଥିତ ତା’ ଘରୁ ଗିରଫ କରିଥିବା ନେଇ ଜଣାପଡିଛି।…

କେନ୍ଦ୍ରାପଡା: ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଅନ୍ତର୍ଗତ କଳାପୋଲ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଅପରାଧୀଙ୍କ ନାମ ଅନନ୍ତ ପ୍ରସାଦ ଜେନା ଏବଂ ପ୍ରଭାତ କୁମାର ନାୟକ ବୋଲି ଜଣାପଡିଛି। ତା’…

ଝାଡଖଣ୍ଡ: ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ୨ ସୁରକ୍ଷାକର୍ମୀ ସହିଦ

ରାଞ୍ଚି: ଝାଡଖଣ୍ଡ ଜିଲ୍ଲାର ରାଞ୍ଚି ଅନ୍ତର୍ଗତ ଦଶମ ଫଲ୍ ନିକଟରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଶୁକ୍ରବାର ଦିନ ୨ ଜଣ ଯବାନ ସହିଦ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାଞ୍ଚିର ବୁନ୍ଦୁ ଓ ନାମକୁମ ମଧ୍ୟରେ ଥିବା ଦଶମ ଫଲ୍ ନିକଟସ୍ଥ ନିଷେଧ ମାଓ ସଙ୍ଗଠନ…

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ ସିଟି ବିଦ୍ୟାଳୟର ଜନୈକ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ବିସ୍ଫୋରଣରେ ଉଡ଼ିଗଲା ତିନିମହଲା କୋଠା, ଏଯାଏଁ ମିଳିନି ଭଡାଟିଆଙ୍କ ପତ୍ତା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ନିକଟରେ ଏକ ତିନି ମହଲା କୋଠାରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ବିସ୍ଫୋରଣର ଘଟଣାରେ ପୋଲିସ ଖୋଳତାଡ ଆରମ୍ଭ କରିଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା…

ରାଜଧାନୀରୁ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ନିକଟସ୍ଥ ବରବାରି ବସ୍ତିରେ ଚଢାଉ କରି ପୋଲିସ ପ୍ରାୟ ୩୮ ଗ୍ରାମର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ନୟାଗଡ ଜିଲ୍ଲାର ପ୍ରଫୁଲ୍ଲ ଜେନା ବୋଲି ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ପ୍ରଫୁଲ୍ଲର ଘରେ…

ବିଟକଏନ୍ ଠକେଇ ମାମଲାରେ ଜଣେ ଗିରଫ

ଖୋର୍ଦ୍ଧା: ବିଟକଏନ୍ ବ୍ୟବସାୟରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ପୋଲିସ ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ଶିଶିଭୂଷଣ ମିଶ୍ର ଏବଂ ସେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାଲେରିଆ ୱାର୍ଡର କର୍ମଚାରୀ ଭାବେ କାର୍ଯ୍ୟ…

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଖାରବେଳ ନଗର ପୋଲିସ ସ୍ଥାନୀୟ ଅଞ୍ଚଳରରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରିଛି । ନବଳିକାଟିକୁ ଜଣେ ଯୁବକ ଅପହରଣ କରିଥିବା ଅଭଯୋଗ ହୋଇଥିଲା । ଅଭିଯୁକ୍ତ ଜଣଙ୍କର ନାମ ସ୍ୱନୋଜ ବାରିକ ଓ ସେ କଟକର ବାସିନ୍ଦା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଉଦ୍ଧାର ହୋଇଥିବା…

ବିଚ୍ ରାସ୍ତାରେ ନାବାଳିକାଙ୍କୁ ଯୁବକଙ୍କ ଆକ୍ରମଣ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠସ୍ଥ ଗୋପାଳପୁର ଛକ ନିକଟରେ ରବିବାର ରାତିରେ ଏକ ନାବାଳିକା ଓ ପରିବାର ବର୍ଗଙ୍କୁ ସର୍ବସମ୍ମୁଖରେ ଜଣେ ଯୁବକ ମାଡପିଟ୍ କରିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସମ୍ପୃକ୍ତ ନାବାଳିକା ଜଣକ ନିଜ ସମ୍ପର୍କୀୟଙ୍କ ସହ କାରରେ ଯାଉଥିବାବେଳେ…