Latest Odisha News

BREAKING NEWS

Browsing Category

ଅପରାଧ

ଗାଁ ଦାଣ୍ଡରେ ବୋହୂକୁ ଘୋଷାଡି ମାଡ଼ ମାରୁଛି ଶ୍ୱଶୁର, ଭିଡିଓ ଭାଇରାଲ

ଯାଜପୁର: ପାରିବାରିକ କଳହର କରୁଣ ପରିଣତି । ଦିନ ଦି-ପହରରେ ବୋହୂର ଚୁଟି ଘୋଷାଡି ଗାଁ ଦାଣ୍ଡରେ ମାଡ଼ ମାରୁଛି ଶ୍ୱଶୁର । ଏଭଳି ଏକ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକର ଧନେଶ୍ୱର ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନରେ ଧନେଶ୍ୱର…

ଜବତ ହେଲା ୨ କ୍ୱିଣ୍ଟାଲ ଗଞ୍ଜେଇ; ଜଣେ ଗିରଫ

କଟକ: କଟକ ଶିଖରପୁର ଛକରୁ ବୁଧବାର ଦିନ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହାସହ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ,ବୁଧବାର ଦିନ ରାସ୍ତାରେ ଯାଉଥିବା ଏକ ଗାଡି ଉପରେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଗାଡିଟିକୁ ଅଟକାଇ…

ଡ୍ରଗ୍ ମାଫିଆ ଶେଖ୍ ରାଜାର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରିବ ଏସଟିଏଫ୍

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଡ୍ରଗ୍ ମାଫିଆ ଶେଖ୍ ରାଜାର ସମସ୍ତ ଡ୍ରଗ୍ କାରବାର ସମ୍ପର୍କରେ ଛାନଭିନ୍ନ କରିବା ସହିତ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଯୋଜନା କରୁଛି । ଗଣମାଧ୍ୟମକୁ ସୂଚନା ଦେଇ ଏସଟିଏଫ୍ ଏସପି ରାହୁଲ୍ ପି ଆର୍ କହିଛନ୍ତି,…

କଳାହାଣ୍ଡି ଗଣଦୁଷ୍କର୍ମ ମାମଲା: ଜଣେ ନାବାଳକ ସମେତ ୭ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜାରିଙ୍ଗ ଜଙ୍ଗଲ ନିକଟରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ବୁଧବାର ଦିନ ଜଣେ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି । ଗଣମାଧ୍ୟମକୁ ସୂଚନା ଦେଇ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର କହିଛନ୍ତି, ଗିରଫ ୭ ଜଣ ମଧ୍ୟରୁ ୪ ଜଣ ଉକ୍ତ ୨୨…

କଳାହାଣ୍ଡି ଗଣଦୁଷ୍କର୍ମ ମାମଲାରେ ୪ଜଣ ଅଟକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଏକ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେପ୍ଟେମ୍ବର ୧୪ ତାରିଖରେ କଲେଜ ଛାତ୍ରୀଙ୍କୁ ଘଞ୍ଚ ଜଙ୍ଗଲରେ ଗଣଦୁଷ୍କର୍ମ କରାଯିବା ପରେ ଅଭିଯୁକ୍ତମାନେ ଅଶ୍ଳୀଳ…

ଦେବଗଡ଼ରୁ ଜବତ ହେଲା କଲରାପତରିଆ ବାଘଛାଲ, ୬ ଗିରଫ

ଦେବଗଡ: କଲରାପତରିଆ ବାଘଛାଲ ଚାଲାଣ ଅଭିଯୋଗରେ ବନବିଭାଗ ଦେବଗଡ଼ ଛତାବାର ଘାଟ ନିକଟରୁ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତିଳେଇ ବଣି ଅଞ୍ଚଳର ଦେବେନ୍ଦ୍ର ରାଣାଛୁରିଆ (୩୬) ହୋଇଥିବାବେଳେ…

ନିଶାସକ୍ତ ଭାବେ ଗାଡି ଚଳାଇ ନିଲମ୍ବିତ ହେଲେ ପୋଲିସ ବାବୁ

ମୟୂରଭଞ୍ଜ: ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିବା ଏସଆଇ ଶୁଭେନ୍ଦୁ ବେହୋରାଙ୍କୁ ସୋମବାର ଦିନ ମୟୂରଭଞ୍ଜ ଏସପି ନିଲମ୍ବିତ କରିଛନ୍ତି । ଶୁଭେନ୍ଦୁ ଉଦଳା-କପ୍ତିପଦା ରାସ୍ତାରେ ଅତ୍ୟନ୍ତ ବିଶୃଙ୍ଖଳ ଭାବେ ଗାଡି ଚଳାଉଥିଲେ । ଏହି ସମୟରେ ସ୍ଥାନୀୟ ପେଟ୍ରୋଲ ପମ୍ପ ନିକଟରେ ସେ…

ଛୁରୀ ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଜାରିଙ୍ଗ ଜଙ୍ଗଲ ନିକଟରେ କିଛି ଦୁବୃର୍ତ୍ତ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଖୋଳତାଡ ଆରମ୍ଭ କରିଛି । ଜୁନାଗଡ ଥାନାରେ ପିଡିତା ଜଣକ ଅଭିଯୋଗ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା ।…

ଡ୍ରଗ୍ସ ମାଫିଆ ରାଜା ଘରେ ଏସଟିଏଫ୍ ଟିମର ଚଢାଉ

ବାଲେଶ୍ୱର: କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାକ୍ସ ଫୋର୍ସ ରବିବାର ଦିନ ବାଲେଶ୍ୱର ସ୍ଥିତ ଅରଡ ବଜାରର ଗଳାପୋଲରେ ଥିବା ଡ୍ରଗ୍ସ ମାଫିଆ ଶେଖ୍ ରାଜାର ଘର ଉପରେ ଚଢାଉ କରିଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଟିଏଫର ଏହି ୫ ଜଣିଆ ଟିମ ସକାଳ ପ୍ରାୟ ସାଢେ ୧୦ ଟା ବେଳେ ରାଜା ଘରେ ଚଢାଉ…

କୁଆଖାଇ ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରର ଉପକଣ୍ଠରେ ଥିବା କୁଆଖାଇ ନଦୀରୁ ରବିବାର ଦିନ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ବାଲିଅନ୍ତା ଅନ୍ତର୍ଗତ ବାଙ୍କୁଆଳ ନିକଟରେ ଜଣେ ଯୁବକଙ୍କର ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ । ପରେ ଏନେଇ…