Latest Odisha News

BREAKING NEWS

Browsing Category

ଅପରାଧ

ଅନୁଗୁଳରେ ନାବାଳିକାକୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଅଟକ

ଅନୁଗୁଳ: ଅନୁଗୁଳରେ ଗତ ଶନିବାର ରାତିରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଏହି ଘଟଣାରେ ଅମଲାପଡାର ଶିବୁ ପଟନାୟକକୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗଣମାଧ୍ଯମକୁ ସୂଚନା ଦେଇ ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି,…

ରାଉରକେଲାରେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ, ଭିଡିଓ ଭାଇରାଲ

ରାଉରକେଲା: ରାଉରକେଲାର ହାରପାଲି ବସ୍ତି ନିକଟରେ ଜଣେ ୧୭ ବର୍ଷୀୟ ବାଳିକାକୁ କେହି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଏଭଳି ଅଭାବନୀୟ ଘଟଣା ଜୁଲାଇ ୮ ତାରିଖରେ ଘଟିଥିବାବେଳେ ଏନେଇ…

ପୁରୀ: ସିଦ୍ଧ ମହାବୀର ମନ୍ଦିରରୁ ଦୁର୍ବୃତ୍ତ ଲୁଟିଲେ ୩ ଲକ୍ଷରୁ ଅଧିକ ଟଙ୍କା

ପୁରୀ: ପୁରୀ ଜିଲ୍ଲା ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧ ମହାବୀର ମନ୍ଦିରର ଦାନ ବାକ୍ସ ତଥା ହୁଣ୍ଡି ଭାଙ୍ଗି କେତେକ ଦୁର୍ବୃତ୍ତ ସୋମବାର ରାତିରେ ପାଖାପାଖି ୩ ଲକ୍ଷ ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ମନ୍ଦିରର ପୂଜକ ପୂଜା ନିମନ୍ତେ…

ଜେଲରୁ ମୁକୁଳିବେ ବାବା ସାରଥୀ, ହାଇକୋର୍ଟରୁ ମିଳିଲା ଜାମିନ୍

କଟକ: ଓଡ଼ିଶା ହାଇକୋର୍ଟ ସୋମବାର ଦିନ ବହୁ ଚର୍ଚ୍ଚିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଏହାଫଳରେ ବାବା ସାରଥୀଙ୍କ ଜେଲରୁ ମୁକୁଳିବା ଏକରକମ ନିଶ୍ଚିତ ହୋଇଯାଇଛି । ଏହି ଆତ୍ମଘୋଷିତ ବାବା ସାରଥୀଙ୍କୁ ଜେଲ ବଣ୍ଡ ୨ଲକ୍ଷ ଟଙ୍କା ମୁଚାଲିକା ଏବଂ…

ଚୌଦ୍ୱାରରେ ଜବତ ହେଲା ବେଆଇନ୍ ଗୋରୁ ବୋଝେଇ କଣ୍ଟେନର୍, ୯ଗିରଫ

କଟକ: କମିଶନରେଟ ପୋଲିସର ଏସଟିଏଫ ଦ୍ୱାରା ରବିବାର ବିଳମ୍ବିତ ରାତିରେ କଟକ ଜିଲ୍ଲା ଚୌଦ୍ୱାର ନିକଟବର୍ତ୍ତୀ ୫୫ ନଂ ଜାତୀୟ ରାଜପଥ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ ୯ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଅନୁଗୁଳ ଓ ନରସିଂହପୁର…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସହରାପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଲାଞ୍ଚ ନେଇ ଧରାପଡିଥିବା ଏହି ବାବୁ ଜଣକ ହେଉଛନ୍ତି ବିଭୁତି ଭୂଷଣ ପ୍ରଧାନ । ପ୍ରାପ୍ତ ସୂଚନାନୁଯାୟୀ ଜଣେ ଠିକାଦାରଙ୍କ ଫାଇନାଲ ବିଲ୍ ପାସ୍ କରିବା ଲାଗି…

କଳାହାଣ୍ଡି: ପୁଣି ଜଣେ କଣ୍ଟ୍ରାକ୍ଟରଙ୍କୁ ହତ୍ୟା କଲେ ମାଓବାଦୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ସ୍ଥିତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବାବୁପଦର ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତିରେ ମାଓବାଦୀମାନେ ପୁଣି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ କଣ୍ଟ୍ରାକ୍ଟରଙ୍କ ନାମ ଭୀମ ବୋରା ବୋଲି ଜଣାପଡ଼ିଛି।…

ଅନୁଗୁଳରେ ଚାଞ୍ଚଲ୍ୟ: ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫିଙ୍ଗିଲେ ଦୁବୃର୍ତ୍ତ !

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜଣେ ୮ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫୋପାଡି ଦେବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନାନୁଯାୟୀ ରବିବାର ସକାଳେ କିଛି ଲୋକେ ସ୍ଥାନୀୟ ଆହାର କେନ୍ଦ୍ର ନିକଟରେ ଥିବା ଏକ ଅଳିଆ ଗଦାରେ ଜଣେ ନାବାଳିକା ମୁର୍ମୁଷ ଅବସ୍ଥାରେ…

ରାୟଗଡା ରେଳ ଷ୍ଟେସନରୁ ଉଦ୍ଧାର ହେଲେ ୨୭ ଦାଦନ ଶ୍ରମିକ

ରାୟଗଡା: ରାୟଗଡା ପୋଲିସ ଓ ଜିଆରପି ମିଳିତ ଉଦ୍ୟମରେ ରେଳଷ୍ଟେସନରୁ ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତ ଶ୍ରମିକ ମାନଙ୍କ ଘର ରାୟଗଡା ଜିଲ୍ଲାରେ ବୋଲି ଜଣାପଡ଼ିଛି । ଏଥିସହିତ ସେମାନଙ୍କ ମଧ୍ୟରେ ୧୮ ଜଣ ମହିଳା ରହିଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ…

ଥାନାରେ ଯୁବତୀ ଚାଲାଣକାରୀଙ୍କ ସନ୍ଦେହଜନକ ମୃତ୍ୟୁ !

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାସ୍ଥିତ ଧାରୁଆଡିହି ଥାନା ଭିତରେ ଜଣେ ମଣିଷ ଚାଲାଣକାରୀର ସନ୍ଦେହଜନକ ମୃତ୍ୟୁ ଘଟିଛି । ଅଭିଯୁକ୍ତ ସୁନିଲ ଲୋଧିକୁ ଏକ ମାମଲାରେ ପୋଲିସ ପୂର୍ବରୁ ହେପାଜତରେ ରଖି ପଚରାଉଚରା କରୁଥିବା ବେଳେ ଥାନା ବାଥରୁମ ମଧ୍ୟରୁ ତାକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ନେଇ…