Latest Odisha News

BREAKING NEWS

Browsing Category

ଅପରାଧ

ଗଞ୍ଜାମରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ୍ ଥାନା ଅନ୍ତର୍ଗତ ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଶୁକ୍ରବାର ଦିନ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ଆହତ ଅପରାଧୀ ଜଣକ ମନୋଜ ସ୍ୱାଇଁ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ଘଟଣାରେ ୪ ଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି ।…

ଓୟୁଏଟି କ୍ୟାମ୍ପସରେ ୨ ଜଣ ଛାତ୍ରଙ୍କୁ ର‌୍ୟାଗିଂ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଓୟୁଏଟି କଲେଜ ପରିସରରେ ଆଜି ଦୁଇ ଜଣ +୩ ପ୍ରଥମ ବର୍ଷର ଛାତ୍ରଙ୍କୁ ସିନିଅର ଛାତ୍ର ମାନେ ର‌୍ୟାଗିଂ ସହ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ର ଦ୍ଵୟ ଶିରିପୁର ଥାନାରେ ମାମଲା ରୁଜୁ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଦୁଇ…

୨୩ ବର୍ଷ ପରେ ଫେରାର ଦୁଷ୍କର୍ମ ଅଭିଯୁକ୍ତ କଟକରୁ ଗିରଫ

କଟକ : କଟକ ଦରଘା ବଜାର ଅଞ୍ଚଳରୁ ପୋଲିସ ଦୀର୍ଘ ୨୩ ବର୍ଷ ପରେ ଜଣେ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ୟାକୁବ ଖାନ୍ (୪୬) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ଜଣକ କେନ୍ଦ୍ରାପଡାରେ ରହୁଥିବାବେଳେ ୧୯୯୬ ମସିହାରେ ଜଣେ…

ପୁରୀରୁ ଜବତ ହେଲା ୮ ଲକ୍ଷ ଟଙ୍କା

ପୁରୀ : ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ରୋଡ ନିକଟ ଅସ୍ତରଙ୍ଗ ଠାରେ ଏକ କାରରୁ ରବିବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଉକ୍ତ ଅଞ୍ଚଳରେ ଯାଞ୍ଚ ସମୟରେ ଏକ…

କଟକ: ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ

କଟକ : କଟକ ଜିଲ୍ଲାର ଲିଙ୍କ୍ ରୋଡ୍ ନିକଟରୁ ରବିବାର ସକାଳୁ ଅବକାରୀ ବିଭାଗ ପ୍ରାୟ ୩୨ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଲିଙ୍କ୍ ରୋଡ୍ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚେକିଂ ଚାଲୁଥିବା ସମୟରେ ଏହି ବେଆଇନ୍…

କଟକ: ପେଟ୍ରୋଲ ପମ୍ପରୁ ଜବତ ହେଲା ୭ ଲକ୍ଷ ୪୦ ହଜାର ଟଙ୍କା

କଟକ: କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଖଇରାପୋଲ ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡର଼୍ ପକ୍ଷରୁ ଚଢଉ କରାଯାଇ ପ୍ରାୟ ୭ ଲକ୍ଷ ୪୦ ହଜାର ଟଙ୍କା ଜବତ ହୋଇଛି । କୌଣସି ସୂତ୍ରରୁ ଖବରପାଇ, ଫ୍ଲାଇଂ ସ୍କ୍ୱାଡର଼୍ ପେଟ୍ରୋଲ ପମ୍ପର ଅଫିସ ଉପରେ ଚଢଉ କରିଥିଲେ, ତେବେ ଏହି…

ଟିଡ଼ିପି ନେତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ମାଓବାଦୀ କୋରାପୁଟରୁ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଦୁଆ ଅଞ୍ଚଳରେ ପୋଲିସ ଚଢଉ କରି ‘ନନ୍ଦପୁର ଏରିଆ କମିଟି’ର ସଦସ୍ୟ ରହିଥିବା ମାଓବାଦୀକୁ ଗିରଫ କରିଛି । ପୋଲିସ ଦ୍ୱାରା ଗିରଫ ହୋଇଥିବା ଏହି ଦୁର୍ଦ୍ଧାନ୍ତ ମାଓବାଦୀ ଜଣକ ପଦୁଆ ଥାନା ଅନ୍ତର୍ଗତ ତଳ କଣ୍ଡାପାଲ୍ଲୀର ବାସିନ୍ଦା ଜୟରାମ ଖିଲା ବୋଲି…

ରାଜଧାନୀରେ ବାଲ୍ୟବିବାହ ରୋକିଲେ ପ୍ରଶାସନ, ବେଦୀରୁ ନାବାଳିକା ଉଦ୍ଧାର

ଭୁବନେଶ୍ୱର : ଭରତପୁର ସ୍ଥିତ କଲ୍ୟାଣ ମଣ୍ଡପରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ବିବାହ କରାଯାଉଥିବା ବେଳେ ବିଏମସି ସିଡିପିଓ, ଅଙ୍ଗନବାଡି ସୁପରଭାଇଜର ଓ ଖଣ୍ଡଗିରି ପୋଲିସ ସହାୟତାରେ ଚାଇଲ୍ଡଲାଇନ୍ ଅଧିକାରୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନାନୁଯାୟୀ କନ୍ଧମାଳ ଜିଲ୍ଲାର…

ସୁକିନ୍ଦା ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର : ସୁକିନ୍ଦା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ସୁକିନ୍ଦା ପୋଲିସ ଏବଂ କପିଳାସ ପୋଲିସ ମିଳିତ ଭାବେ ଢେଙ୍କାନାଳ ସ୍ଥିତ କପିଳାସରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନାମ ସବ୍ୟସାଚୀ ବେଉରା ବୋଲି ଜଣାପଡିଛି । ପୀଡ଼ିତାଙ୍କ ବାପା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିବା…

ବାଲେଶ୍ୱରର ବସ୍ତାରୁ ଜବତ ହେଲା ୨.୩୫ ଲକ୍ଷ ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ନିକଟରେ ଏକ କାରରୁ ଶୁକ୍ରବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୨.୩୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଯାଞ୍ଚ ସମୟରେ ନାଇକୁଡି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ…