Latest Odisha News

BREAKING NEWS

Browsing Category

ଅପରାଧ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଇଓ ଗିରଫ

ପୁରୀ : ପୁରୀ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ହୃଷିକେଶ କାଣ୍ଡିଙ୍କୁ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗରିଫ କରିଛି। ସୂଚନା ଅନୁଯାୟୀ ଭିଜିଲାନ୍ସ ଟିମ୍ ଶୁକ୍ରବାର ଦିନ ତାଙ୍କ କାରରୁ ପ୍ରାୟ ନଗଦ ୧.୧୧ ଲକ୍ଷ ଟଙ୍କା ଜବତ କରିଥିଲା । ଏହି ଘଟଣାରେ ଅଧିକାରୀମାନେ ତାଙ୍କୁ…

ଭୁବନେଶ୍ୱରରେ ପଣ୍ଡ ହେଲା ଡକାୟତି ଯୋଜନା, ୫ ଅଟକ

ଭୁବନେଶ୍ୱର: ରାଜଧାନୀର ଓଲ୍ଡ ଟାଉନ୍ ନିକଟ ବଶିଷ୍ଠନଗର କେନାଲ ରୋଡରେ ଗୁରୁବାର ରାତିରେ କିଛି ଦୁବୃର୍ତ୍ତ ଡକାୟତି ଯୋଜନା କରୁଥିବାବେଳେ ସେମାନଙ୍କ ଯୋଜନାକୁ ଲିଙ୍ଗରାଜ ପୋଲିସ ପଣ୍ଡ କରିବା ସହ ୫ ଜଣକୁ ଗିରଫ କରିଛି । ଗିରଫ ଡକାୟତମାନେ ଜଗନ୍ନାଥ ପ୍ରଧାନ, ନରେଶ ବେହେରା, ଅକ୍ଷୟ ମଲ୍ଲିଆ,…

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଗୁରୁବାର ଦିନ ପୁଣି ସୁନା ଜବତ ହୋଇଛି । ମିଳିଥିବା ସୂଚନା ଅନୁସାରେ କୁଆଲାମ୍ପପୁରରୁ ଆସୁଥିବା ୨ଜଣ ଯାତ୍ରୀଙ୍କ ଠାରୁ ପାଖାପାଖି ୬୧୨ଗ୍ରାମର ସୁନା ଜବତ କରିଛନ୍ତି କଷ୍ଟମ ଅଧିକାରୀ । ଯାହାର ଆନୁମାନିକ ମୂଲ୍ୟ…

ବିଶ୍ୱକପ୍ ପରାଜୟରେ ମର୍ମାହତ ହୋଇ ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟା

ଭବାନୀପାଟଣା : ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେବାପରେ ଅନେକ କ୍ରୀଡାପ୍ରେମୀ ମର୍ମାହତ ହୋଇପଡିଥିଲେ । ଭାରତର ଏଭଳି ପରାଜୟ ପରେ କଳାହାଣ୍ଡିର ଜଣେ ଯୁବ କ୍ରିକେଟ୍ ପ୍ରେମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ…

ରାଉରକେଲାରୁ ଉଦ୍ଧାର ହେଲେ ବିହାରର ୧୧ ଶିଶୁ

ରାଉରକେଲା : ରାଉରକେଲା ରେଳ ଷ୍ଟେସନରେ ଜିଆରପି ଓ ଚାଇଲ୍ଡ ଲାଇନ୍ ଅଧିକାରୀ ଗୁରୁବାର ସକାଳେ ହାୱଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସରୁ ପାଖାପାଖି ୧୧ ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରେ ୯ଜଣ ଝିଅ ଥିବା ବେଳେ ସମସ୍ତଙ୍କୁ ସର୍ଟ ଷ୍ଟେ ହୋମରେ ରଖାଯାଇଥିବା ନେଇ ସୁତ୍ରରୁ…

ରାଜଧାନୀରେ ଲୁଟେରାଙ୍କ ରାଜ୍, କାରରୁ ଲୁଟିଲେ ଟଙ୍କା ଓ ଅଳଙ୍କାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କିଛି ଦୁବୃର୍ତ୍ତ ବୁଧବାର ଦିନ ଏକ କାର୍ ମଧ୍ୟରୁ ପାଖାପାଖି ନଗଦ ୩ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟ୍ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ନିମାପଡା ଅଞ୍ଚଳରୁ ଜଣେ ଇଞ୍ଜିନିୟର୍ ଭୁବନେଶ୍ୱର ସ୍ଥିତ ପାସପୋର୍ଟ ଅଫିସକୁ ଆସିଥିଲେ । ପରେ ପାସପୋର୍ଟ…

ନୀଳଗିରି ଜେଲରେ ବିଚାରାଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଜେଲରେ ବୁଧବାର ସକାଳେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପାଗୁଲୁ ଖଣ୍ଡେଇ ଏବଂ ତା’ ଘର ନୀଳଗିରି ଅଞ୍ଚଳର ନୂଆସାହି ବୋଲି ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ ପାଗୁଲୁ ଅବକାରୀ ମାମଲାରେ ଗିରଫ ହୋଇଥିଲା ।…

ପାଣିକୋଇଲି ନିକଟରୁ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ କୁ ମିଳିଛି ବଡ଼ ସଫଳତା । ପାଣିକୋଇଲି ଟୋଲ ଗେଟ୍ ନିକଟରୁ ୧ କୁଇଣ୍ଟାଲ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । କଟକ ପଟୁ କଲିକତା ଅଭିମୁଖେ ଯାଉଥିବା ଏକ କାରରୁ ଜବତ ହୋଇଛି ଏହି ଗଞ୍ଜେଇ । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ପୋଲିସ ୨…

ରାଜଧାନୀରେ ଧରାପଡିଲେ ୩ ଅପରାଧୀ

ଭୁବନେଶ୍ୱର : ରାଜଧାନୀର ଶିଶୁ ଭବନ ଛକରେ ସୋମବାର ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ ଟିମ୍ ୩ ଜଣ ଅପରାଧିଙ୍କୁ କାବୁ କରିଛି । ଶିଶୁ ଭବନ ଛକରେ କିଛି ଅସାମାଜିକ ବ୍ୟକ୍ତି ଏକ ବାଇକରେ ଯାଉଥିବାନେଇ ପୋଲିସକୁ କୌଣସି ସୁତ୍ରରୁ ସୂଚନା ମିଳିଥିଲା । ପରେ କ୍ୱିକ୍ ଆକ୍ସନ ଟିମ୍ (କ୍ୱାଟ୍) ଓ…

ପୁରୀ: ଆଦିବାସୀ ନାବାଳିକାକୁ ବସରେ ଦୁଷ୍କର୍ମ ଅଭିଯୋଗ

ପୁରୀ : ପୁରୀ ବସଷ୍ଟାଣ୍ଡ ନିକଟରେ ଜଣେ ଆଦିବାସୀ ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗ ହୋଇଛି । ସୋମବାର ବିଳମ୍ବିତ ରାତିରେ କୁମ୍ଭାରପଡା ପୋଲିସ ଉକ୍ତ ନାବାଳିକାକୁ ଉଦ୍ଧାର କରିଛି । ଆଜି ସକାଳେ ପିଡିତା ନାବାଳିକା ଜଣଙ୍କ ବସଷ୍ଟାଣ୍ଡ ନିକଟରେ କାନ୍ଦୁଥିବାବେଳେ କିଛି ଲୋକ ଦେଖିବାକୁ ପାଇଥିଲେ…