Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଗୋଟିଏ ସପ୍ତାହରେ ୧୬୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଲା ସୁନାଦର !

ଭୁବନେଶ୍ୱର: ଗତ ସପ୍ତାହରେ ସୁନାଦର ସର୍ବୋଚ୍ଚ ଦରରେ ପହଞ୍ଚିଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ଏହା ପାଖାପାଖି ୧୬ଶହ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିବା ସୂଚନା ମିଳିଛି । ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଆଖି ପିଛୁଳାକେ ସୁନାଦର ବୃଦ୍ଧି ପାଇ ସର୍ବକାଳୀନ…

ସରକାରଙ୍କର ଏହି ୫ଟି ଜରୁରୀ ଆପ୍ସ: ଫୋନରେ ନଥିଲେ ଆଜିହିଁ କରନ୍ତୁ ଇନଷ୍ଟଲ …

ଭୁବନେଶ୍ୱର: ଜନସାଧାରଣଙ୍କ ସୁବିଧା ପାଇଁ ଭାରତ ସରକାର କେତେକ ଆପ୍ସ ତିଆରି କରିଛି । ଗୁଗଲ ପ୍ଲେ ଷ୍ଟୋର ଓ ଏପ ଷ୍ଟୋରରେ ଏହା ସହଜରେ ଉପଲବ୍ଧ । ଏହି ଆପଗୁଡିକ ଆମର ଗୁରୁତ୍ୱପୂର୍ଣ୍ଣ କାମରେ ଲାଗିବ । ଆସନ୍ତୁ ଜାଣିବା ଏହି ୫ଟି ଆପର ନାମ ଏବଂ କାର୍ଯ୍ୟ କ’ଣ । ଡିଜିଲକର: ଏହି ଆପର ସାଇଜ ୭.୨…

ସୁନା ଅଳଙ୍କାରରେ ହଲମାର୍କ ହେବ ବାଧ୍ୟତାମୂଳକ: ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ କଠୋର ଦଣ୍ଡବିଧାନ

ନୂଆଦିଲ୍ଲୀ: ଏଣିକି ଦେଶରେ ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ। ଆସନ୍ତା ୧୫ ଜାନୁଆରୀ ୨୦୨୧ ତାରିଖ ଠାରୁ ଏହି ନିୟମ ସମ୍ପୂର୍ଣ୍ଣ ଭାବେ ବାଧ୍ୟତାମୂଳକ ହେବ । ନିୟମ ଲାଗୁ କରିବା ନିମନ୍ତେ ଗୋଟିଏ ବର୍ଷର ସମୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା…

ଟ୍ୱିଟରରେ ହେବ ପେମେଣ୍ଟ; ଅନ୍ୟକୁ ପଠାଇ ପାରିବେ ଟଙ୍କା !

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଙ୍ଗ ସାଇଟ ମଧ୍ୟ ଦୁନିଆଁ ର ସବୁଠୁ ବଡ଼ ସୋସିଆଲ ମିଡିଆ ସାଇଟ ଫେସବୁକର ରାସ୍ତାରେ ଚାଲିବାକୁ ଯାଉଛି | ଟ୍ୱିଟର ମଧ୍ୟ ଗୁଗୁଲ ଓ ଫେସବୁକ ପରି ନିଜର ପେମେଣ୍ଟ ସିଷ୍ଟମ ଆଣିବାକୁ ପ୍ରସ୍ତୁତି ଚଳାଇଛି | ହେଲେ ଟ୍ୱିଟର ଅଫିସିଆଲ ଭାବେ ଏ ସମ୍ପର୍କରେ କିଛି କହିନି |…

ବିନା ଓଟିପିରେ ହୋଇପାରିବ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକସନ; କିପରି ହେବ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ଅନଲାଇନ କମ୍ପାନୀ ନିଜ ପ୍ଲାଟଫର୍ମରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ପାଇଁ ଆଉ ୱାନ ଟାଇମ ପାସୱାର୍ଡ ବା ଓଟିପି ଅଥେଣ୍ଟିକେଶନ ଦେବାକୁ ପଡିବନି | କମ୍ପାନୀର ଏହି ପଦକ୍ଷେପ ଦ୍ୱାରା କାରବାର ଅଧିକ ସହଜ ହେବ | ଆପଣଙ୍କ ସୂଚନା ଅନୁସାରେ ଜଣାଉଛୁ ଯେ ଇ-କମର୍ସ ସାଇଟ…

ଚିନ୍ତାଜନକ ସ୍ଥିତିରେ ରିୟେଲ୍ ଇଷ୍ଟେଟର ଅବସ୍ଥା: ୩୦ ପ୍ରତିଶତ ହ୍ରାସ ପାଇଲା ବିକ୍ରି

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାରେ ଜାରି ରହିଥିବା ଖରାପ ଅବସ୍ଥା ମଧ୍ୟରେ ଦିଲ୍ଲୀ ସହିତ ଦେଶର ପ୍ରମୁଖ ନଅ ସହରରେ ଘର ବିକ୍ରି ବହୁତ ହ୍ରାସ ପାଇଛି । ଅକ୍ଟୋବରରୁ ଡିସେମ୍ବର ତ୍ରୟମସିକ ବିକ୍ରି ତଥ୍ୟ ଜାରୀ ହୋଇଛି। ପୂର୍ବ ବର୍ଷ ତୁଳନାରେ ଏହା ବହୁତ କମ ଅଛି। ରିପୋର୍ଟ ଅନୁସାରେ, ୨୦୧୯-୨୦…

ଆସନ୍ତା ମାସରେ ଲଞ୍ଚ ହେବ ସାଓମି ମି ୧୦; ମିଳିବ ୫ଜିର ସପୋର୍ଟ

ଚୀନ ର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ଜଲ୍ଦି ବିଶ୍ୱସ୍ତରୀୟ ଲଞ୍ଚ ସାଓମି ମି ୧୦ କୁ ଆଗାମୀ ମାସରେ କରିବ | କିଛିଦିନ ପୂର୍ବରୁ ସୋସିଆଲ ମିଡ଼ିଆ ରେ ଏ ସମ୍ପର୍କରେ ରିପୋର୍ଟ ଲିକ ହୋଇଥିଲା ଯେଉଁଥିରେ ଲଞ୍ଚି ତାରିଖ ଖୁଲାସା ହୋଇଥିଲା | ଗଣମାଧ୍ୟମ ରିପୋର୍ଟ ଅନୁସାରେ, କମ୍ପାନୀ…

ବ୍ୟାଙ୍କରେ ଟଙ୍କା ଜମା କରିବା ହୋଇଯିବ ସହଜ: ଯେକୌଣସି ଏଟିଏମ ମାଧ୍ୟମରେ ଜମା କରିପାରିବେ ଟଙ୍କା

ଭୁବନେଶ୍ୱର: ଯଦି କୌଣସି ଏଟିଏମ ରେ ଜମା କଲେ ଟଙ୍କା ନିଜ ଆକାଉଣ୍ଟ ରେ ଜମା ହୋଇଯିବ ତାହାଲେ କେମିତି ଲାଗିବ ? କଥାଟା ଶୁଣିବାକୁ ଅଜବ ଲାଗିଲେ ବି ସତ ହେବାକୁ ଯାଉଛି । କେନ୍ଦ୍ର ସରକାର ଏହି ପ୍ଲାନ ଉପରେ କାମ କରୁଛି ଯାହା ଦ୍ୱାରା ଏଥିରୁ ବଡ଼ ବ୍ୟାଙ୍କର ଏଟିଏମ ସବୁକୁ ଯୋଡିଦିଆଯିବ । ଯୋଜନା…

ପାଞ୍ଚ ଟ୍ରିଲିୟନ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ‘ପୂର୍ବୋଦୟ’: ଧର୍ମେନ୍ଦ୍ର ପ୍ରଧାନ

କୋଲକାତା/ଭୁବନେଶ୍ୱର: କୋଲକାତା ଠାରେ ସମନ୍ୱିତ ଇସ୍ପାତ ହବ ଜରିଆରେ ପୂର୍ବ ଭାରତର ରାଜ୍ୟ ଗୁଡିକର ବିକାଶ ପାଇଁ ‘ପୂର୍ବୋଦୟ’ ଯୋଜନାର ଶୁଭାରମ୍ଭକରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଲକାତା ଠାରେ ସେ ଏହାର ଶୁଭାରମ୍ଭ କରିଛନ୍ତି…

ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ଆଗତ କରିବେ କେନ୍ଦ୍ରୀୟ ବଜେଟ; ଜାନୁଆରୀ ୩୧ରେ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ୨୦୨୦-୨୧ ଆର୍ଥୀକ ବର୍ଷ ଲାଗି କେନ୍ଦ୍ରୀୟ ବଜେଟ୍ ଆଗତ କରିବେ । ସଂସଦରେ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ରେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆସନ୍ତା ମାର୍ଚ୍ଚ ୨ ତାରିଖରୁ…