Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଅକ୍ଟୋବର ୩୧ରୁ ବନ୍ଦ ହୋଇଯିବ ‘ଏୟାରସେଲ’ ସେବା !

ନୂଆଦିଲ୍ଲୀ: ଏୟାରସେଲ ଉପଭୋକ୍ତାଙ୍କ ପାଇଁ ଖରାପ ଖବର । ଆଗାମୀ ଅକ୍ଟୋବର ୩୧ରୁ ଆପଣଙ୍କ ଏୟାରସେଲ ନମ୍ବରରେ ସେବା ବନ୍ଦ ହୋଇଯିବ। ଯାହାଦ୍ବାରା ଆପଣଙ୍କ ନମ୍ବରକୁ ଆଉ କଲ ଆସିବ ନାହିଁ କି ଯିବ ନାହିଁ । ଏୟାରସେଲ ସିମ୍ ବନ୍ଦ ହୋଇଯିବା ନେଇ ଟ୍ରାଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଯଦି ଆପଣ…

‘ବିଏସଏନଏଲ’ ଗ୍ରାହକଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ଆସୁଛି ‘୪ଜି’ ସେବା

ଭୁବନେଶ୍ୱର: 'ବିଏସଏନଏଲ' ଗ୍ରାହକଙ୍କ ପାଇଁ ଖୁସି ଖବର । ବିଏସ୍‌ଏନ୍‌ଏଲ କମ୍ପାନୀ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି ୪ଜି ସେବା । ଏଥିପାଇଁ ପାଇଁ କମ୍ପାନୀ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛି। ମାତ୍ର ଟେକ୍‌ନିକାଲ କାରଣ ଯୋଗୁଁ ବଡ ସହରରେ ଏହା ଆରମ୍ଭ ହେବା କଷ୍ଟକର। କମ୍ପାନୀ ଦେଇଥିବା…

ଭୁବନେଶ୍ୱରରେ ଖୋଲିଲା ପ୍ରଥମ ରୋବୋଟ୍ ରେଷ୍ଟୁରାଣ୍ଟ

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରର ରେଷ୍ଟୁରାଣ୍ଟରେ ରୋବୋଟ୍ । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳର 'ଡିଏଲଏଫ' ଟାୱାର ଠାରେ ବୁଧବାର ଦିନ ଏହି ରେଷ୍ଟୁରାଣ୍ଟର ଶୁଭାରମ୍ଭ ହୋଇଛି । ଏହାର ନାମ ରଖାଯାଇଛି 'ରୋବୋ ସେଫ ରେଷ୍ଟୁରାଣ୍ଟ' ।…

ପୂର୍ବତନ ରାଷ୍ଟ୍ରପତି ‘ଅବଦୁଲ କଲାମ’ଙ୍କ ଆଜି ଜନ୍ମଦିବସ

ଭୁବନେଶ୍ୱର: ଭାରତବର୍ଷରେ ଏଭଳି ଅନେକ ମହାପୁରୁଷ ଜନ୍ମ ନେଇଛନ୍ତି ଯାହାଙ୍କ ଅକଥନୀୟ ତ୍ୟାଗ, କର୍ତ୍ତବ୍ୟପରାୟଣତା ତଥା ନିଃସ୍ୱାର୍ଥପର ବଳିଦାନ ପାଇଁ ସେମାନଙ୍କ ଆଗରେ ଶ୍ରଦ୍ଧା ଓ ଭକ୍ତିରେ ମୁଣ୍ଡ ଆପେଆପେ ନଇଁ ଯାଏ । ଭାରତର ମାତାର ସେହି ସୁଯୋଗ୍ୟ ସନ୍ତାନଙ୍କ ମଧ୍ୟରେ ବୈଜ୍ଞାନିକ 'ଏପିଜେ…

ନୂଆ ଇଲେକ୍ଟ୍ରିକ୍ ସ୍କୁଟର ସହ ଫେରୁଛି ବଜାଜ, ଆସନ୍ତାକାଲି କରିବ ଲଞ୍ଚ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ୨ଚକିଆ ଯାନ ନିର୍ମାଣ କରୁଥିବା କମ୍ପାନୀ 'ବାଜାଜ ଅଟୋ' ପୁଣିଥରେ ସ୍କୁଟର ସେଗମେଣ୍ଟରେ ପାଦ ରଖିବାକୁ ଯାଉଛି। 'ବାଜାଜ ଅଟୋ'ର ଏହାର ପ୍ରଥମ ଇଲେକଟ୍ରିକ୍ ସ୍କୁଟର ବୁଧବାର ବଜାରରେ ଲଞ୍ଚ କରିବ । ଏହାର ନାମ ରଖାଯାଇଛି ‘ଚେତକ ଚିକ୍’ । ଆସନ୍ତାକାଲି ଏହାକୁ…

ଗ୍ରାହକଙ୍କ ଲାଗି ଦିୱାଲୀ ଅଫର; ୮,୦୦୦ ଟଙ୍କା ଡ଼ିସକାଉଣ୍ଟରେ ମିଳୁଛି ଓପୋ କେ-୧ !

ମୁମ୍ବାଇ: ଅଗ୍ରଣୀ ମୋବାଇଲ୍ ନିର୍ମାତା କମ୍ପାନୀ ଓପୋ କେ-୧ ସିରିଜ୍ ଫୋନରେ ଏବେ ଫିଙ୍ଗରପ୍ରିଣ୍ଟ ସେନସର୍ ଡ଼ିସପ୍ଲେ ଉପଲବ୍ଧ ହେଉଛି । ଗ୍ରାହକମାନେ ଓପୋ କେ-୧ ମୋବାଇଲ୍ ଫୋନ ଫ୍ଲିପକାର୍ଟ ଅନଲାଇନ ମାଧ୍ୟମରେ ମଧ୍ୟ କ୍ରୟ କରିପାରିବେ । ଏହି ଫୋନ ୧୮,୯୯୦ ଟଙ୍କାରେ ପ୍ରଥମେ ବିକ୍ରି ହେଉଥିଲେ…

ରଦ୍ଦି ବିକ୍ରୟରୁ ରେଳବାଇର ଆୟ: କେତେ ହଜାର କୋଟି ଜାଣିଲେ ଉଡିଯିବ ହୋସ୍ !

ନୂଆଦିଲ୍ଲୀ: ବର୍ତ୍ତମାନ ଆର୍ଥିକ କ୍ଷତିରେ ଚାଲୁଥିବା ଭାରତୀୟ ରେଳବାଇ ବିଗତ ୧୦ ବର୍ଷ ମଧ୍ୟରେ ନିଜର ରଦ୍ଦି ସାମଗ୍ରୀ (ସ୍କ୍ରାପ୍‌) ସବୁକୁ ବିକ୍ରୟ କରି ୩୫,୦୭୩ କୋଟି ଟଙ୍କା ଆୟ କରିଥିବା ଜାଣିବାକୁ ମିଳିଛି । ଯାହା ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡିକର ସମୁଦାୟ ବାର୍ଷିକ ବଜେଟ ଠାରୁ ମଧ୍ୟ…

‘ଜିଓ’ର ନୂଆ ନିୟମ; ଅନ୍ୟ ନେଟଓ୍ୱର୍କକୁ କଲ ପାଇଁ ଦେବାକୁ ପଡିବ ମିନିଟକୁ ‘ଛ’ ପଇସା

ନୂଆଦିଲ୍ଲୀ: ଆଜିଠାରୁ ଲାଗୁହେଲା ଜିଓର ନିୟମ । ଜିଓ ନେଟୱର୍କରୁ ଅନ୍ୟ ନେଟଓ୍ୱର୍କକୁ କଲ୍‌ କଲେ ଏବେ ଦେବାକୁ ପଡିବ ଦେୟ । ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୧୦ ତାରିଖରୁ ମିନିଟ୍‌ ପିଛା ଦେବାକୁ ପଡିବ 'ଛଅ ପଇସା' । ପୂର୍ବରୁ ଜିଓ ସମସ୍ତ ନେଟୱର୍କକୁ ମାଗଣା କଲ୍‌ ସେବା ଯୋଗାଇଦେଉଥିବା…

ଲଞ୍ଚ୍ ହେଲା ‘ଟାଟା ଟିଗୋର୍ ଇଲେକ୍ଟ୍ରିକ’ କାର୍…

ମୁମ୍ବାଇ: ଏବେ ସମଗ୍ର ବିଶ୍ୱ ବଜାରରେ ଇଲେକ୍ଟ୍ରିକ୍ ଯାନବାହନର ବେଶ୍ ଚାହିଦା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଟାଟା ମୋଟର୍ସ ପକ୍ଷରୁ ଲଞ୍ଚ୍ ହୋଇଛି ଟାଟା ଟିଗୋର୍ ଇଲେକ୍ଟ୍ରିକ୍ କାର । ପୂର୍ବରୁ ଟାଟା ମୋଟର୍ସ ପକ୍ଷରୁ ଗ୍ରାହକମାନଙ୍କ ଲାଗି ଟିଗୋର୍ ଇଭି ଉପଲବ୍ଧ ଥିଲା । ମାତ୍ର…

ଭାରତୀୟ ବଜାରରେ ଲଞ୍ଚ୍ ହେଲା ବେନେଲ୍ଲି ଲିଓନ୍ସିନୋ ୨୫୦

ମୁମ୍ବାଇ: ଭାରତୀୟ ମୋଟର୍ ସାଇକେଲ୍ କମ୍ପାନୀ ବେନେଲ୍ଲି ଶନିବାର ଦିନ ଭାରତୀୟ ବଜାର ଲାଗି ଲଞ୍ଚ୍ କରିଛି ଲିଓନ୍ସିନୋ ୨୫୦ ନୂଆ ମୋଟର୍ ସାଇକେଲ । ଏହି ନୂଆ ଲିଓନ୍ସିନୋ ୨୫୦ ମୋଟର ସାଇକେଲଟି ୨୪୯ ସିସିଯୁକ୍ତ । ଏଥିରେ ରହିଛି ସିଙ୍ଗଲ୍ ସିଲିଣ୍ଡର ଏବଂ ଲିକୱିଡ଼ କୁଲଡ଼ ମୋଟର୍ ଯାହାଦ୍ୱାରା ୨୫.…