Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଅଷ୍ଟ୍ରେଲିଆକୁ ରପ୍ତାନି ହେବ ମାରୁତି ସୁଜୁକି ଜିମି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ରପ୍ତାନି ହେବ ମାରୁତି ସୁଜୁକିର ବହୁ ପ୍ରତିକ୍ଷିତ ଜିମି କାର | କାର ନିର୍ମାତା ମାରୁତି ସୁଜୁକି ପକ୍ଷରୁ କୁହାଯାଇଛି ଯେ ସେମାନେ ଜିମି(୫ଟି ଡୋର ଏସୟୁଭି) ଏବଂ ଫ୍ରଙ୍କ୍ସ କମ୍ପାକ୍ଟ ଏସୟୁଭିକୁ ଭାରତରୁ ଅଷ୍ଟ୍ରେଲିଆକୁ ରପ୍ତାନି କରିବେ | ଅର୍ଥାତ୍ ଭାରତରେ…

ଏଥର ଜିଏସଟି ଗଣିବେ କିରାନା ଷ୍ଟୋର

ନୂଆଦିଲ୍ଲୀ : ଟିକସ ପରିସରକୁ ବଢାଇବା ପାଇଁ ଏକ ନିର୍ଦ୍ଧିଷ୍ଟ ବର୍ଗର କିରାନା ଷ୍ଟୋରରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ କରିବାକୁ ସରକାର ବିଚାର କରୁଛନ୍ତି। ଏବେର ନିୟମ ଅନୁସାରେ ବାର୍ଷିକ ୪୦ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ବ୍ୟାବସାୟିକ ଅନୁଷ୍ଠାନଗୁଡ଼ିକୁ ଜିଏସ୍‌ଟି…

ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କମିପାରେ ପେଟ୍ରୋଲ ଓ ଡିଜେଲ ଦର। ଅପେକ୍ଷା ରହିଛି ଫେବୃଆରୀ ମାସର ମୁଦ୍ରାସ୍ପୀତି ରିପୋର୍ଟକୁ। ଏହାପରେ କେନ୍ଦ୍ର ସରକାର ଦର କମାଇବା ନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି। ମହଙ୍ଗା ମାଡ଼ ପାଇଁ ଅନେକ ଦରଦାମ ବୃଦ୍ଧି ପାଇଛି। ଅନ୍ୟପଟେ ଅଶୋଧିତ ତେଲର ଦାମ ମଧ୍ୟ…

କିଣନ୍ତୁ ଏଇ ଡିଭାଇସ, କରିବାକୁ ପଡିବନି ମୋବାଇଲ ରିଚାର୍ଜ

ନୂଆଦିଲ୍ଲୀ: ଜିଓ ହେଉ ବା ଏୟାରଟେଲ । ରିଚାର୍ଜ କରିବାବେଳେବେଳେ ବିରକ୍ତିକର ମନେ ହୋଇଥାଏ । କେତେବେଳେ ତୁମର ରିଚାର୍ଜ ତାରିଖ ଆସିଯାଇଥିବ କିନ୍ତୁ ତୁମେ ଜାଣି ନ ଥିବ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ ଏକ ନୂଆ ଉପାୟ ବତାଇବୁ । ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ଡିଭାଇସ…

ବିବାଦ ଭିତରେ ବାଉନ୍ସ ବ୍ୟାକ କଲେ କି ଗୌତମ ଆଦାନୀ?

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିବାଦରେ ରହିଥିବା ବିଜନେସ ଟାଇକୁନ ଗୌତମ ଆଦାନୀ ବାଉନ୍ସ ବ୍ୟାକ କଲେ କି? ଏଭଳି କହିବାର କାରଣ ଗୌତମ ଆଦାନୀଙ୍କ କମ୍ପାନୀଗୁଡିକର ଅଂଶଧନ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଭଲ ଅଭିବୃଦ୍ଧି ଦେଖିଛି। ମାତ୍ର ୨୭୦ ମିନିଟରେ ଆଦାନୀଙ୍କ ନେଟଓ୍ୱର୍ଥ ମୂଲ୍ୟ…

ପିଏଫରୁ ଟଙ୍କା ଉଠାଇବା ନିୟମରେ ବଡ଼ ପରିବର୍ତ୍ତନ, ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଦେଶର ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ ଆକାଉଣ୍ଟ) ସହ ଜଡିତ ନିୟମକୁ ପରିବର୍ତ୍ତନ କରିଛନ୍ତି। ଯଦି ଇପିଏଫ୍ ଗ୍ରାହକ ପାଞ୍ଚ ବର୍ଷ ହେବ ଖାତା ଖୋଲିନାହାନ୍ତି କିନ୍ତୁ ସେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ…

ଆଦାନୀ ଗ୍ରୁପକୁ କେଉଁ ବ୍ୟାଙ୍କ ସର୍ବାଧିକ ଋଣ ଦେଇଛି?

ନୂଆଦିଲ୍ଲୀ: ଆମେରିକାର ହିଣ୍ଡେନବର୍ଗର ରିପୋର୍ଟକୁ ନେଇ ବଡ଼ ଅଡୁଆରେ ଆଦାନୀ ଗ୍ରୁପ।। ଅନ୍ତର୍ଜାତୀୟ ସ୍ତରରେ ଆଦାନୀଙ୍କ କମ୍ପାନୀର ସେୟାର ମୂଲ୍ୟ କମୁଥିବା ଦେଖି ଆରବିଆଇ ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ବ୍ୟାଙ୍କକୁ ହିସାବ ମାଗିଛି। କେଉଁ ବ୍ୟାଙ୍କ କେତେ ଟଙ୍କା ଋଣ ପ୍ରଦାନ…

FPO ରଦ୍ଦ କଲେ ଅଦାନୀ; ନିବେଶକଙ୍କୁ ଫେରାଇବେ ଟଙ୍କା

ନୂଆଦିଲ୍ଲୀ: ଅଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟରେ ହ୍ରାସ ପାଇବା କାରଣରୁ ଗତକାଲି ବିଳମ୍ବିତ ରାତିରେ ଅଦାନୀଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଛି। କମ୍ପାନୀ ୨୦ ହଜାର କୋଟିର ଫୁଲ୍ଲି ସବ୍ସକ୍ରାଇବ୍ଡ FPOକୁ ରଦ୍ଦ କରିଦେଇଛି। ଅଡାନୀ ଗ୍ରୁପର ମାଲିକ ଗୌଡମ ଅଦାନୀ ଖୋଦ୍…

ଧନୀ ତାଲିକାରେ ୧୫ ତମ ସ୍ଥାନକୁ ଖସିଲେ ଅଡାନୀ; ଏସିଆର ଶ୍ରେଷ୍ଠ ଧନୀ ଏବେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଧୀରେ ଧୀରେ ଆଡାନୀଙ୍କ ସମ୍ପତ୍ତିରେ ହ୍ରାସ ପାଇବାରେ ଲାଗିଛି। ଦିନେ ସେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ୩ ନମ୍ବର ସ୍ତାନରେ ଥିଲେ। ହେଲେ ଏବେ ତାଲିକାରେ ସେ ୧୫ ତମ ସ୍ଥାନକୁ ଖସି ଆସିଛି। କେବଳ ସେତିକି ନୁହେଁ, ଏସିଆରେ ସର୍ବଶ୍ରେଷ୍ଠ ଧନୀ ପଦବୀ ହରାଇଛନ୍ତି ଅଡାନୀ। ଫଳରେ ପୁଣି…

ଏଫପିଓ ପ୍ରତ୍ୟାହାର, ନିବେଶକଙ୍କ ଟଙ୍କା ଫେରସ୍ତ କରିବ କହିଲା ଆଦାନୀ

ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ପରେ ଅଡୁଆରେ ପଡିଥିବା ଆଦାନୀ ଗ୍ରୁପ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଘୋଷଣା କରିଛି। ବିଜନେସ ଟାଇକୁନ୍ ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଏହି ଗ୍ରୁପ ଏହାର ଫ୍ଲାଗସିପ୍ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ଏଫିଓ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି।…