Latest Odisha News

BREAKING NEWS

Browsing Category

ବାଣିଜ୍ୟ

‘ମୁଦ୍ରାସ୍ପୀତି ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ ହେଉଛି, ଖୁବଶୀଘ୍ର ତଳକୁ ଆସିବ’

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତି ବା ମହଙ୍ଗା ଲୋକଙ୍କ ପକେଟ ଉପରେ ବଡ ବୋଝ ପାଲଟିଛି। ଏହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି ସହନଶୀଳତା ସ୍ତରଠାରୁ ଟିକିଏ ଅଧିକ ରହିଛି। ଏପରି କ୍ଷେତ୍ରରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ବର୍ତ୍ତମାନ…

୨୦ ଟଙ୍କା କମିଲା ଖାଇବା ତେଲର ଦାମ !

ନୂଆଦିଲ୍ଲୀ: ମହଙ୍ଗା ଯୁଗରେ ଯଦି କୌଣସି ଜିନିଷର ଦାମ ଟଙ୍କଟିଏ ବି କମୁଛି ଆଜିର ଯୁଗରେ ମଣିଷକୁ ଟିକିଏ ଆଶ୍ବସ୍ତି ମିଳେ। କାରଣ ଏବେ ଅଧିକାଂଶ ଜିନିଷର ଦାମ ବଢିବା ସଂଖ୍ୟା ଅଧିକ କମିବା ସଂଖ୍ୟା କମ୍। ଏହାରି ଭିତରେ ଗୋଟିଏ ଆଶ୍ବସ୍ତି କରିବା ଭଳି ଏକ ଖବର ଆସିଛି ତାପୁଣି ହାଣ୍ଡିଶାଳରୁ।…

ଭାରତର ଅଭିବୃଦ୍ଧି ଯୋଜନା ପାଇଁ ନ୍ୟୁ-ଏଜ ଏନର୍ଜି ମିନେରାଲ ଗୁରୁତ୍ୱପୂର୍ଣ୍ଣ: ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: ଭାରତର ଆର୍ଥିକ ବିକାଶ ଏବଂ ଚିର ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ନ୍ୟୁ-ଏଜ ଏନର୍ଜି ମିନେରାଲ ଗୁରୁତ୍ୱପୂର୍ଣ୍ଣ  ଫିକି ଦ୍ୱାରା ପ୍ରସ୍ତୁତ "ନ୍ୟୁ-ଏଜ ଏନର୍ଜି ମିନେରାଲ" ଶୀର୍ଷକ ଏକ ରିପୋର୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଫିକ୍କି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ…

ମସ୍କଙ୍କ ଆଉ ଏକ ଝଟକା: ଟ୍ବିଟରରେ ନ୍ୟୁଜ ପଢ଼ିଲେ ଦେବାକୁ ହେବ ଟଙ୍କା, ମେ’ରୁ ନୂଆ ନିୟମ

ନୂଆଦିଲ୍ଲୀ: ଟ୍ବିଟର ୟୁଜର୍ସଙ୍କୁ ଏଲୋନ୍ ମସ୍କ ଆଉ ଏକ ବଡ଼ ଝଟକା ଦେଇଛନ୍ତି। ବ୍ଲୁ ଟିକ୍ ପାଇଁ ଟଙ୍କା ଆଦାୟ କରୁଥିବା ଏଲୋନ୍ ମସ୍କ ବର୍ତ୍ତମାନ ଟ୍ୱିଟରରେ ଖବର ପଢିବାକୁ ହେଲେ ଟଙ୍କା ନେବେ। ଶନିବାର ଏଲୋନ୍ ମସ୍କ ଏହି ସୂଚନା ଦେଇଛନ୍ତି। ଏଲୋନ୍ ମସ୍କ ଟ୍ୱିଟ୍ କରିଛନ୍ତି ଯେ ଆଗାମୀ ସମୟରେ…

ଏଲ୍ଆଇସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ର ସରକାର ସିଦ୍ଧାର୍ଥ ମହାନ୍ତିଙ୍କୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ଏଲ୍ଆଇସି ଅଧ୍ୟକ୍ଷ ଭାବେ ଜୁନ୍ ୨୦୨୪ ଯାଏ କାର୍ଯ୍ୟ କରିବେ । ଏହାପରେ ସେ ଜୁନ୍ ୨୦୨୫ ଯାଏ ମୁଖ୍ୟ କାର୍ଯ୍ୟନିର୍ବାହୀ…

ଇନଷ୍ଟାଗ୍ରାମରେ ଆପଣଙ୍କର ୧୦୦୦ରୁ ଅଧିକ ଫଲୋଅର୍ସ ଥିଲେ ରୋଜଗାର କରିପାରିବେ!

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ କିପରି ଟଙ୍କା ରୋଜଗାର କରିବେ, ଏହି ପ୍ରଶ୍ନ ଆଜିକାଲି ଟ୍ରେଣ୍ଡ କରୁଛି। ସମସ୍ତେ ସୋସିଆଲ ମିଡିଆରେ ମନୋରଞ୍ଜନ ସହିତ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରନ୍ତି। ୧୦୦୦ ରୁ ୧୨୦୦ ଫଲୋଅର୍ସ ଥିବା ୟୁଜର ମଧ୍ୟ ବର୍ତ୍ତମାନ ଟଙ୍କା ରୋଜଗାର କରିବାକୁ ଚେଷ୍ଟା…

୨୪ ଘଣ୍ଟାରେ ଏଲନ୍ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି

ନୂଆଦିଲ୍ଲୀ: ଖସୁଛି ଏଲନ୍ ମସ୍କଙ୍କ ସମ୍ପତ୍ତି । ୨୪ ଘଣ୍ଟାରେ ମସ୍କ ହରାଇଲେ ୧୩ ବିଲିୟନ୍ ଡଲାର ସମ୍ପତ୍ତି । ବିକିଉ ପ୍ରାଇମର ରିପୋର୍ଟ ଅନୁସାରେ, ଟେସଲା ସିଇଓ ଏଲନ୍ ମସ୍କଙ୍କ ପାଇଁ ଗତ ୨୪ ଘଣ୍ଟା ବେଶ୍ ଚିନ୍ତାଜନକ ଥିଲା । ସେୟାର ହ୍ରାସ, ସ୍ପେସଏକ୍ସର ଷ୍ଟାରସିପ୍ ପୋଗ୍ରାମ ବିଫଳ ଓ…

ବିନା ଇଣ୍ଟରନେଟରେ ଏଭଳି କରନ୍ତୁ ୟୁପିଆଇ ପେମେଣ୍ଟ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ପରେ, ଅନଲାଇନ୍ ପେମେଣ୍ଟର ବ୍ୟବହାର ଅତିମାତ୍ରାରେ ବୃଦ୍ଧିପାଇଛି। ଏବେ ସାରା ଦେଶରେ ଡିଜିଟାଲ୍ ପେମେଣ୍ଟ ପ୍ରାୟତଃ ଉଭୟ ଗ୍ରାହକ ଏବଂ ବ୍ୟବସାୟୀ ଆପଣାଇସାରିଲେଣି। ପେଟିଏମ୍ ରୁ ଗୁଗୁଲ୍ ପେ ପରି ଅନେକ ଆପ୍ ଅଛି, ଯାହା ସାହାଯ୍ୟରେ ଲୋକମାନେ ଏହି ଅନ୍ ଲାଇନ୍…

ଓଡ଼ିଶାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ ସ୍ଥାପନ କରିବ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର

ଭୁବନେଶ୍ବର: ଆତ୍ମନିର୍ଭର ଭାରତ ପଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୋଳରେ ଅବସ୍ଥିତ ଷ୍ଟିଲ କମ୍ପ୍ଲେକ୍ସ ଠାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ ନୂତନ ରେଳ ମିଲ ସ୍ଥାପନ କରିବ । ଏହା ସ୍ଥାପିତ ହୋଇଗଲା ପରେ ଜେଏସପିର ସମୁଦାୟ ରେଳ ଧାରଣା ତିଆରି କ୍ଷମତା ୨.୨ ଏମଟିପିଏ…

ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ: ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଉପସ୍ଥିତି ବିନା କୌଣସି ଶିଳ୍ପ ସଂସ୍ଥାର ଅଭିବୃଦ୍ଧି ସମ୍ଭବ ନୁହେଁ ବୋଲି ଫିକି ସଭାପତି ତଥା ଇଣ୍ଡିଆନ୍ ମେଟାଲ୍ସ ଏଣ୍ଡ ଫେରୋ ଆଲଏଜ୍ (ଇମ୍ଫା) ପରିଚାଳନା ନିର୍ଦ୍ଦେଶକ (ଏମଡି) ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି । ନିକଟରେ ଫିକି ଏବଂ ୟୁଏସ୍ – ଇଣ୍ଡିଆ ଷ୍ଟ୍ରାଟେଜିକ…