Latest Odisha News

BREAKING NEWS

Browsing Category

ବାଣିଜ୍ୟ

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା

ନୂଆଦିଲ୍ଲୀ: ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ସମୟରେ କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଉପହାର ଦେଇଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ାଇଥିବା ସୂଚନା ରହିଛି। ସେପ୍ଟେମ୍ବର ୩୦ରୁ କେନ୍ଦ୍ରୀୟ କର୍ମଚାରୀଙ୍କ…

ରିଲାଏନ୍ସ ରିଟେଲ ଲଞ୍ଚ କଲା ‘ରିଲାଏନ୍ସ ସେଣ୍ଟ୍ରୋ’ ଫ୍ୟାଶନ ଷ୍ଟୋର୍‌, ମିଳିବ ୩୦୦ ରୁ ଅଧିକ ବ୍ରାଣ୍ଡ

ନୂଆଦିଲ୍ଲୀ: ଚଳିତ ବର୍ଷ ପାର୍ବଣରେ ରିଲାଏନ୍ସ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଫ୍ୟାଶନ ଷ୍ଟୋର। ଫ୍ୟାଶନ ପ୍ରେମୀମାନେ ଏବେଠାରୁ 'ରିଲାଏନ୍ସ ସେଣ୍ଟ୍ରୋ'କୁ ଯାଇ କରିପାରିବେ ସପିଂ। ସେପ୍ଟମ୍ବେର ୨୭ ତାରିଖରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପାର୍ଟ ରିଲାଏନ୍ସ ରିଟେଲ…

ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତାରେ ଲଞ୍ଚ ହେବ ଜିଓ ୫ଜି ସ୍ମାର୍ଟଫୋନ୍ ଓ ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ: ଆଗକୁ ଆସୁଛି ୫ଜି ଯୁଗ । ଏଥିପାଇଁ ଦେଶର ପ୍ରମୁଖ ଟେଲିକମ କମ୍ପାନୀଗୁଡ଼ିକ ମଧ୍ୟରୁ ଜିଓ ଭାରତରେ ୫ଜି ସର୍ଭିସକୁ ରୋଲଆଉଟ କରିବାକୁ ଜୋରସୋର ପ୍ରସ୍ତୁତି ଚଳାଇଛି। ସେପଟେ ଏୟାରଟେଲ କମ୍ପାନୀ ମଧ୍ୟ ୫ଜି ସେବା ଲଞ୍ଚ କରିବାକୁ ଯୋଜାନା କରିଛି। ଏହାରି ଭିତରେ ଜିଓ ଅନ୍ୟ କମ୍ପାନୀଠାରୁ…

ଆସନ୍ତା ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସଂପୂର୍ଣ୍ଣ କରିବାକୁ ଚିନ୍ତା କରୁଛନ୍ତି, ତେବେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ। କାରଣ ଆସନ୍ତା ମାସ ଅକ୍ଟୋବରରେ ବ୍ୟାଙ୍କଗୁଡିକ ଗୋଟିଏ କିମ୍ବା ଦୁଇ…

କର୍ମଚାରୀଙ୍କୁ ଫିଟ୍ ରହିଲେ ମିଳିବ ଅଧିକ ଦରମା

ଓଡିଶା ସମ୍ବାଦ ବ୍ୟୁରୋ: ଫାଇନାନ୍ସିଆଲ ସର୍ଭିସ କମ୍ପାନୀ ଜିରୋଧା ନିଜ କର୍ମଚାରୀଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣୀୟ ଅଫର ଆଣି ବେଶ ଚର୍ଚ୍ଚାକୁ ଆସିଛି। ଅନଲାଇନ୍ ବ୍ରୋକିଂ ଫର୍ମ ଜିରୋଧା ନିଜର କର୍ମଚାରୀଙ୍କ ପାଇଁ ଏକ ଫିଟନେସ୍ ଚ୍ୟାଲେଞ୍ଜ ଆଣିଛି। ଏହି ଚ୍ୟାଲେଞ୍ଜ ପୂରଣ କରିବା କର୍ମଚାରୀଙ୍କୁ…

ହ୍ୱାଟସଆପ୍ କଲ କଲେ ଦେବାକୁ ପଡିବ ପଇସା, ଆପଣଙ୍କ ମତାମତକୁ ସରକାରଙ୍କ ଅପେକ୍ଷା

ନୂଆଦିଲ୍ଲୀ: ଏବେ ଆମେ ଇଣ୍ଟରନେଟକୁ ବହୁଳ ଭାବରେ ବ୍ୟବହାର କରୁଛେ। ତେଣୁ ଫୋନରେ ଯଦି ରିଚାର୍ଜ ପ୍ୟାକ ସରି ଯାଇଛି ତାହେଲେ ଇଣ୍ଟରନେଟ ଜରିଆରେ ହ୍ୱାଟସଆପ, ଫେସବୁକ କିମ୍ବା ଅନ୍ୟ ଆପ୍ ଜରିଆରେ ଆମେ ଫୋନ୍ କଲ କରି ଦେଉଛୁ । ତା ପୁଣି ମାଗଣା। ଏବେ ଆଗାମୀ ଦିନରେ ଏହି ସେବା ଆଉ ମାଗଣା…

ବଜାରରେ ବଢିପାରେ ଚାଉଳ ଦର !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ବଜାରରେ ଚାଉଳର ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଚଳିତ ଖରିଫ ଋତୁରେ ଫସଲ କମ୍ ଉତ୍ପାଦନ ହୋଇଛି। ଏହାସହିତ ଅଣ ବାସୁମତି ଚାଉଳ ରପ୍ତାନିରେ ୧୧ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏହି କାରଣରୁ ଚାଉଳର ମୂଲ୍ୟ ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି।…

ବଜାରରେ ବିକ୍ରି ହେଉଛି ସାଓମିର ନକଲି ସାମଗ୍ରୀ, ୯୦୦୦ ସାମଗ୍ରୀ ଜବତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ଅଧିକାଂଶ ଲୋକ ଅନଲାଇନରେ ସାମଗ୍ରୀ କିଣିବାକୁ ପସନ୍ଦ କରନ୍ତି, କିନ୍ତୁ କିଛି ପ୍ଲାଟଫର୍ମ ନକଲି ସାମଗ୍ରୀ ମଧ୍ୟ ବିକ୍ରି କରନ୍ତି। ଏଥିପ୍ରତି ଆପଣଙ୍କୁ ସତର୍କ ରହିବା ଉଚିତ୍। ବର୍ତ୍ତମାନ ଅନଲାଇନରେ ସେଲ୍ ଏବଂ ଅଫର୍ ଚାଲିଛି। ଏଥିରେ ମୋବାଇଲ ଫୋନ ଡିସକାଉଣ୍ଟରେ…

ଦେଶର ସର୍ବକନିଷ୍ଠ ଧନୀ ତାଲିକାରେ ୧୯ ବର୍ଷୀୟ କୈବଲ୍ୟ ଭୋରା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଏକ ନମ୍ବର ଧନୀ ବ୍ୟକ୍ତିଙ୍କ ଆଇଆଇଏଫଏଲ ୱେଲଥ୍ ହୁରୁନ୍ ୨୦୨୨ ତାଲିକା ପ୍ରକାଶ ପାଇଛି। ଏଥିରେ ଦ୍ରୁତତମ ବାଣିଜ୍ୟ କମ୍ପାନୀ ଜିପଟୋ'ର ସହ-ପ୍ରତିଷ୍ଠାତା କୈବଲ୍ୟ ଭୋରା ସର୍ବକନିଷ୍ଠ ଧନୀ ଟିନଏଜର (କିଶୋର) ସ୍ଥାନ ହସଲ କରିଛନ୍ତି। ଯିଏ ଷ୍ଟାର୍ଟଅପ୍ ଡେଲିଭରୀ…

ଡଲାର ତୁଳନାରେ ୪୦ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ: ଭାରତୀୟ ଟଙ୍କା ମୂଲ୍ୟ ହ୍ରାସ ପାଇଛି । ଆଜି କାରବାର ଆରମ୍ଭରୁ ଟଙ୍କା, ଆମେରିକୀୟ ଡଲାର ତୁଳନାରେ ୪୨ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତର ୮୦.୮୩ରେ ରହିଛି । ବୁଧବାର ଡଲାର ତୁଳନାରେ ଟଙ୍କା କାରବାର ୭୯.୯୭୫୦ରେ ବନ୍ଦ ହୋଇଥିଲା ।…