Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଆଜି ପ୍ରାକ୍-ବଜେଟ୍ ମିଟିଂ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ଆରମ୍ଭ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପ୍ରାକ୍-ବଜେଟ୍ ମିଟିଂ କରିବେ । ଏଥିରେ ବିଭିନ୍ନ ଭିତ୍ତିଭୂମି ସମ୍ୱନ୍ଧିତ ଶିଳ୍ପ ମାଲିକ ଓ ବିଶେଷଜ୍ଞ ସାମିଲ ହେବେ । ତେବେ ଏହି ବୈଠକ ଭର୍ଚୁଆଲ ମୋଡରେ ହେବାକୁ ଯାଉଛି । ୨୦୨୩…

ଟିଭି, ଫ୍ରିଜ୍ ନ କିଣିବା ଲାଗି ଲୋକଙ୍କୁ ସତର୍କ କଲେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍

ନୂଆଦିଲ୍ଲୀ: ଲୋକଙ୍କୁ ଆମାଜନ ପ୍ରତିଷ୍ଠାତାଙ୍କ ସତର୍କବାଣୀ । ଏବେ କିଣ ନାହିଁ ଟିଭି, ଫ୍ରିଜ୍ । ଆମାଜନର ପ୍ରତିଷ୍ଠାତା ତଥା ବିଲିଅନାରି ଜେପ୍ ବେଜୋସ୍ ଏବେ କୌଣସି ବଡ଼ ଧରଣର କିଣାକିଣି ନ କରିବା ଲାଗି ଲୋକଙ୍କୁ ଉପେଦଶ ଦେଇଛନ୍ତି । ଛୁଟି ସମୟରେ ଅଧିକ କିଣାକିଣି ଦେଶ ପାଇଁ ମାନ୍ଦାବସ୍ଥା…

ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ବଡ଼ ଆଶ୍ୱସ୍ତି, ଶସ୍ତା ହୋଇଛି ପନିପରିବା

ନୂଆଦିଲ୍ଲୀ: ହୋଲସେଲ ବା ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ବଡ଼ ଆଶ୍ୱସ୍ତି ମିଳିଛି । ଅକ୍ଟୋବରରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଆଧାରିତ ମୁଦ୍ରାସ୍ଫୀତି ହ୍ରାସ ପାଇ ୮.୩୯ ପ୍ରତିଶତରେ ପହଞ୍ଚିଛି। ଯାହା ସେପ୍ଟେମ୍ବରରେ ୧୦.୭ ପ୍ରତିଶତ ଥିଲା। ଗତ ଅକ୍ଟୋବର ମାସରେ ଏହା ଗୋଟିଏ ପଏଣ୍ଟ…

ବଳପୂର୍ବକ ଭାବେ ଲୋନ୍ ରିକୋଭରୀ କରିପାରିବନି ବ୍ୟାଙ୍କ, ଜାଣନ୍ତୁ ଆପଣଙ୍କ ଅଧିକାର

ନୂଆଦିଲ୍ଲୀ: ଆପଣ ବ୍ୟାଙ୍କ ଲୋନ୍ ପୈଠ କରି ନାହାନ୍ତି କି? ଲୋନ୍ ପୈଠ କରିବାକୁ ବ୍ୟାଙ୍କର କର୍ମଚାରୀ ବାରମ୍ବାର ଫୋନ୍ କରି ମାନସିକ ଚାପ ଦେଉଛନ୍ତି କି? ଏହଳି କିଛି ସମସ୍ୟା ଦିଗରେ ଆରବିଆଇ କଣ କହୁଛି ଏବଂ ବ୍ୟାଙ୍କର ଅଧିକାର ଓ ଲୋନ୍ ନେଇ ସୁଝିପାରିନଥିବା ବ୍ୟକ୍ତିର ଅଧିକାର କଣ ରହିଛି…

କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ : କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ । ୧୯ କେଜି ବିଶିଷ୍ଟ ସିଲିଣ୍ଡର ଶସ୍ତା ହେଲା । ସିଲିଣ୍ଡର ପିଛା ୧୧୫ଟଙ୍କା ୫୦ ପଇସା କମିଲା । ଆଜିଠାରୁ ଏହି ଦର ଲାଗୁ ହୋଇଛି ।  ଏହାକୁ ମିଶାଇ ଲଗାତାର ୫ ମାସ ଧରି ଏଲପିଜି ସିଲିଣ୍ଡର ମୂଲ୍ୟ କମିଲାଣି । ତୈଳ କମ୍ପାନୀ ଗୁଡିକ…

ଡିଜିଟାଲ୍ ଟଙ୍କା କ’ଣ ? ଆପଣ କେମିତି କରିବେ ବ୍ୟବହାର…

ନୂଆଦିଲ୍ଲୀ: ପକେଟରେ ଟଙ୍କା ଧରି ବୁଲିବାକୁ ଅନେକ ପସନ୍ଦ କରି ନଥାନ୍ତି । ଆଉ ଅନେକ ସମୟରେ ଟଙ୍କା ଚୋରିର ଆଶଙ୍କା ଥାଏ । ତେବେ ଏସବୁ ଝାମେଲାରୁ ଆପଣ ମୁକ୍ତି ପାଇ ପାରିବେ । ପରୀକ୍ଷାମୂଳକ ଭାବେ ଆଜିଠୁ ଆରବିଆଇ ଡିଜିଟାଲ ଟଙ୍କା ଲଞ୍ଚ କରୁଛି । ତେବେ, ଆସନ୍ତୁ ଜାଣିବା ଡିଜିଟାଲ କରେନ୍ସି…

କମିବ ତୈଳଦର, ଜାଣନ୍ତୁ କେତେ ହ୍ରାସ ପାଇବ ପେଟ୍ରୋଲ ଓ ଡିଜେଲ୍ ଦାମ

ନୂଆଦିଲ୍ଲୀ: ୫ ମାସ ପରେ କମିବାକୁ ଯାଉଛି ତୈଳଦର । ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବା ନେଇ ସୂଚନା ମିଳିଛି । ୨୦୨୨ ମେ ୩୧ରେ ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୬ ଟଙ୍କା କମିଥିଲା । ତଥାପି ଦେଶର…

ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ ପ୍ରଦର୍ଶନୀ ଉଦ୍‌ଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ର ପ୍ରଦର୍ଶନୀ ଉଦଘାଟିତ ହୋଇଛି । ଆଜି ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଶୁଭ ଉଦଘାଟନ୍ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ‘କୋଭିଡ୍…

ଧନତେରାସର ଦୁଇ ଦିନରେ ୨୫ ହଜାର କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ: ଧନତେରାସରେ ଧନଦାତ୍ରୀଙ୍କ ଆଶୀର୍ବାଦ ଆଶା କରି ଘରକୁ ବୋହିନେଲେ ଗହଣା। ଅକ୍ଚୋବର ୨୨ ଏବଂ ୨୩ ଦୁଇ ଦିନ ଧନତେରାସ ଥିଲା। ଏହି ଦୁଇ ଦିନରେ ୨୫ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ମୋଟ୍ ଉପରେ ୪୫ ହଜାର କୋଟି ବ୍ୟବସାୟ ହୋଇଛି। ଗହଣା ୨୫ ହଜାର କୋଟି ଟଙ୍କାର…

କନ୍ନଡ଼ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: କନ୍ନଡ ଚଳଚ୍ଚିତ୍ର 'କାନ୍ତାରା' କ୍ରମାଗତ ଭାବରେ ବକ୍ସ ଅଫିସରେ ନିଜ ଦବଦବା ଜାରି ରଖିଛି। ଚଳଚ୍ଚିତ୍ରକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ରୋଜଗାର କ୍ଷେତ୍ରରେ ମଧ୍ୟ ଏହି ଚଳଚ୍ଚିତ୍ର ଭଲ ଆୟ କରୁଛି। ଗୋଟିଏ ପଟେ ଯେଉଁଠାରେ ଲୋକମାନେ ସିନେମାରେ 'କାନ୍ତାରା' ଦେଖିବା…