Latest Odisha News

BREAKING NEWS

Browsing Category

ବାଣିଜ୍ୟ

NDTVକୁ ଆଦାନୀ ଗୃପ୍ କିଣିବା ପାଇଁ କିପରି ବାଟ ପ୍ରସ୍ତୁତ ହୋଇଥିଲା?

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଏବେ ଦେଶର ୩୪ ବର୍ଷ ପୁରୁଣା ମିଡିଆ ସଂସ୍ଥା ତଥା ଦେଶର ଅନ୍ୟତମ ପ୍ରତିଷ୍ଠିତ ହିନ୍ଦୀ ଏବଂ ଇଂରାଜୀ ଓ ବିଜେନସ ନ୍ୟୁଜ ଚ୍ୟାନେଲ ଏନଡିଟିଭି (NDTV)କୁ ଅଧିଗ୍ରହଣ କରିବାକୁ ଯାଉଛି। ଏହି ଅଧିଗ୍ରହଣ ଜରିଆରେ ଗୌତମ ଆଦାନୀ ଦେଶର ଟିଭି ମିଡିଆ ବ୍ୟବସାୟର ପ୍ରବେଶ…

କେଉଁ କାରଣ ପାଇଁ ବଜାରରେ ଇ-ସ୍କୁଟରର ଚାହିଦା ବଢୁନି?

ନୂଆଦିଲ୍ଲୀ:  ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବେଳେ ଇ-ବାଇକ ବା ବିଦ୍ୟୁତ ଚାଳିତ ଗାଡିର ଚାହିଦା ବଢ଼ିବା କଥା। କିନ୍ତୁ ଏବେ ଏହି ଗାଡିର ଚାହିଦା ସେଭଳି ବଢୁ ନାହିଁ ଯେଉଁଭଳି ଆଶା କରାଯାଉଥିଲା। ଏକ ସର୍ଭେ ଅନୁଯାୟୀ ଆସନ୍ତା ୬ ମାସରେ ଯେଉଁମାନେ ଗାଡି କିଣିବାକୁ ଯାଉଛନ୍ତି ସେମାନଙ୍କ ମଧ୍ୟରୁ…

ଅର୍ଥନୀତିରେ ଆମେରିକାକୁ ଟପିବାର ସାମର୍ଥ୍ୟ ଭାରତ ରଖିଛି: ଆରବିଆଇ ଡେପୁଟି ଗଭର୍ଣ୍ଣର

ଭୁବନେଶ୍ୱର: ଭାରତ ଆମେରିକାର ଅର୍ଥନୀତିକୁ ଅତିକ୍ରମ କରିବାର ସାମର୍ଥ୍ୟ ରଖିଛି। ଯଦି ସମସ୍ତ ଚ୍ୟାଲେଞ୍ଜକୁ ସାମ୍ନା କରି ଭାରତ ଏବେଠୁ ୧୧ ପ୍ରତିଶତ ଅଭିବୃଦ୍ଧି ହାରରେ ନିଜର ଅର୍ଥନୀତିକ ବ୍ୟବସ୍ଥାକୁ ଟ୍ରାକକୁ ଆଣିବ ତା'ହେଲେ ୨୦୩୧ ସୁଦ୍ଧା ଆମେରିକାର ଅର୍ଥନୀତିକୁ ଅତିକ୍ରମ କରିପାରିବ ଭାରତ ।…

ଗହମ ପରେ ବିଶ୍ୱରେ ଦେଖାଦେବ କି ଚାଉଳ ସଙ୍କଟ ?

ନୂଆଦିଲ୍ଲୀ: ଗହମ ପରେ, ବର୍ତ୍ତମାନ ଦୁନିଆରେ ଚାଉଳର ସଙ୍କଟ ଦେଖାଦେଇପାରେ। ଦେଶର ଅନେକ ଅଞ୍ଚଳରେ ବର୍ଷା ଅଭାବରୁ ଧାନ ବିହନ ପ୍ରଭାବିତ ହୋଇଛି। ଏହି କାରଣରୁ ଚାଉଳ ଉତ୍ପାଦନ କମିପାରେ। ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଚାଉଳ ରପ୍ତାନୀକାରୀ ଦେଶ । ଋଷ-ୟୁକ୍ରେନ ଯୁଦ୍ଧ ହେତୁ ସମଗ୍ର ବିଶ୍ୱରେ…

କମିଲା ଏଲପିଜି ସିଲିଣ୍ଡରର ଦାମ୍, ଆପଣଙ୍କ ପକେଟରୁ କେତେ ସଞ୍ଚିତ ହେବ ?

ନୂଆଦିଲ୍ଲୀ: ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ଦର କମିଛି। ସିଲିଣ୍ଡର ପିଛା ୩୬ ଟଙ୍କା ଶସ୍ତା ହୋଇଛି। ଦର କମିବା ପରେ ଏବେ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ମୂଲ୍ୟ ୧୯୭୬ ଟଙ୍କା ରହିଛି । ଯାହା ପୂର୍ବରୁ ୨୦୧୨.୫୦ ଟଙ୍କା ଥିଲା। ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର…

ବଦଳିଲା ଏଟିଏମରୁ ଟଙ୍କା ଉଠାଇବାର ପଦ୍ଧତି

ଏସବିଆଇ ବ୍ୟାଙ୍କ ଏଟିଏମ୍: ଏଟିଏମରୁ ଟଙ୍କା ଉଠାଇବା ବେଳେ ହେଉଥିବା ଠକେଇକୁ ଆଖି ଆଗରେ ରଖି ଭାରତର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବଡ଼ ପରିବର୍ତ୍ତନ କରିଛନ୍ତି। ଯଦିଓ ଏବେ ଅଧିକାଂଶ ଲୋକ ୟୁପିଆଇ ଜରିଆରେ ନେଣଦେଣ କରୁଛନ୍ତି କିନ୍ତୁ ଗାଁ ଗୁଡିକରେ ଏବେ ବି…

ଖସୁଛି ଟଙ୍କା, ବଢ଼ୁଛି ଦରଦାମ

ନୂଆଦିଲ୍ଲୀ: ସଂକଟରେ ଭାରତୀୟ ଅର୍ଥନୀତି । ମହାମାରୀ କୋଭିଡ୍ ପରେ ମାନ୍ଦାବସ୍ଥାରୁ ମୁକୁଳି ପାରୁନି ଭାରତୀୟ ଅର୍ଥ ବ୍ୟବସ୍ଥା । ଦରବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସିବା ସ୍ଥିତିକୁ ଆହୁରି ସଂକଟ ଆଡ଼କୁ ଟାଣି ନେଉଛି । ଯଦିଓ ମେ ତୁଳନାରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ…

ମଙ୍ଗଳବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବନିମ୍ନ ସ୍ତରରେ ପହଞ୍ଚିଲା

ନୂଆଦିଲ୍ଲୀ: ଆମେରିକାର ମୂଦ୍ରା ଡଲାର ତୁଳନାରେ କମି ଚାଲିଛି ଭାରତୀୟ ମୁଦ୍ରା ଟଙ୍କା । କିଛି ଦିନ ହେବ ଟଙ୍କାର ମୂଲ୍ୟ କମି କମି ଚାଲିଛି ଡଲାର ତୁଳନାରେ। ଯାହାକି ଦେଶର ଅର୍ଥନୀତି ଭାଇ ଶୁଭଙ୍କର ନୁହେଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ପୁନରୁଦ୍ଧାର ପାଇଁ ସମସ୍ତ ଉଦ୍ୟମ କରୁଛି କିନ୍ତୁ…

ଅଟା, ଚାଉଳ ଓ ଡାଲି… ପ୍ୟାକେଟ୍ କିଣିଲେ ଦେବାକୁ ପଡ଼ିବ GST

ନୂଆଦିଲ୍ଲୀ: ଅଟା, ଚାଉଳ ଓ ଡାଲି… ପ୍ରତିଦିନ ଘରେ ବ୍ୟବହାର ହେଉଥିବା ଏହି ଖାଦ୍ୟ ସାମଗ୍ରୀ ଆଜିଠୁ ଆହୁରି ମହଙ୍ଗା ହୋଇଛି । ପୂର୍ବରୁ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଯୋଗୁ ଘରର ବଜେଟ୍ ବିଗିଡ଼ି ଯାଇଥିବା ବେଳେ ଏବେ ବୋଝ ଆହୁରି ବଢ଼ିଛି । ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି (GST)…

ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି; ଖାଇବା ତେଲ ଦର କମାଇଲେ କମ୍ପାନୀ, ଜାଣନ୍ତୁ ନୂଆ ଦର…

ନୂଆଦିଲ୍ଲୀ: ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି । କମିଲା ଖାଇବା ତେଲ ଦାମ୍ । ବିଭିନ୍ନ ସାମଗ୍ରୀର ଦର ବଢ଼ି ଚାଲିଥିବା ବେଳେ ଖାଉଟିଙ୍କ ପାଇଁ ଖୁସି ଖବର । ବିଭିନ୍ନ ତେଲ କମ୍ପାନୀ ରୋଷେଇ ତେଲ ଦର କମାଇଛନ୍ତି । ହ୍ରାସ ପାଇଥିବା ନୂଆ ଦର ଜୁଲାଇ ତୃତୀୟ ସପ୍ତାହରୁ ଲାଗୁ ହେବ । ପୂର୍ବରୁ ଆଦାନୀ…