Latest Odisha News

BREAKING NEWS

Browsing Category

ବାଣିଜ୍ୟ

ହ୍ୱାଟସଆପ୍ କଲ କଲେ ଦେବାକୁ ପଡିବ ପଇସା, ଆପଣଙ୍କ ମତାମତକୁ ସରକାରଙ୍କ ଅପେକ୍ଷା

ନୂଆଦିଲ୍ଲୀ: ଏବେ ଆମେ ଇଣ୍ଟରନେଟକୁ ବହୁଳ ଭାବରେ ବ୍ୟବହାର କରୁଛେ। ତେଣୁ ଫୋନରେ ଯଦି ରିଚାର୍ଜ ପ୍ୟାକ ସରି ଯାଇଛି ତାହେଲେ ଇଣ୍ଟରନେଟ ଜରିଆରେ ହ୍ୱାଟସଆପ, ଫେସବୁକ କିମ୍ବା ଅନ୍ୟ ଆପ୍ ଜରିଆରେ ଆମେ ଫୋନ୍ କଲ କରି ଦେଉଛୁ । ତା ପୁଣି ମାଗଣା। ଏବେ ଆଗାମୀ ଦିନରେ ଏହି ସେବା ଆଉ ମାଗଣା…

ବଜାରରେ ବଢିପାରେ ଚାଉଳ ଦର !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ବଜାରରେ ଚାଉଳର ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଚଳିତ ଖରିଫ ଋତୁରେ ଫସଲ କମ୍ ଉତ୍ପାଦନ ହୋଇଛି। ଏହାସହିତ ଅଣ ବାସୁମତି ଚାଉଳ ରପ୍ତାନିରେ ୧୧ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏହି କାରଣରୁ ଚାଉଳର ମୂଲ୍ୟ ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି।…

ବଜାରରେ ବିକ୍ରି ହେଉଛି ସାଓମିର ନକଲି ସାମଗ୍ରୀ, ୯୦୦୦ ସାମଗ୍ରୀ ଜବତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ଅଧିକାଂଶ ଲୋକ ଅନଲାଇନରେ ସାମଗ୍ରୀ କିଣିବାକୁ ପସନ୍ଦ କରନ୍ତି, କିନ୍ତୁ କିଛି ପ୍ଲାଟଫର୍ମ ନକଲି ସାମଗ୍ରୀ ମଧ୍ୟ ବିକ୍ରି କରନ୍ତି। ଏଥିପ୍ରତି ଆପଣଙ୍କୁ ସତର୍କ ରହିବା ଉଚିତ୍। ବର୍ତ୍ତମାନ ଅନଲାଇନରେ ସେଲ୍ ଏବଂ ଅଫର୍ ଚାଲିଛି। ଏଥିରେ ମୋବାଇଲ ଫୋନ ଡିସକାଉଣ୍ଟରେ…

ଦେଶର ସର୍ବକନିଷ୍ଠ ଧନୀ ତାଲିକାରେ ୧୯ ବର୍ଷୀୟ କୈବଲ୍ୟ ଭୋରା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଏକ ନମ୍ବର ଧନୀ ବ୍ୟକ୍ତିଙ୍କ ଆଇଆଇଏଫଏଲ ୱେଲଥ୍ ହୁରୁନ୍ ୨୦୨୨ ତାଲିକା ପ୍ରକାଶ ପାଇଛି। ଏଥିରେ ଦ୍ରୁତତମ ବାଣିଜ୍ୟ କମ୍ପାନୀ ଜିପଟୋ'ର ସହ-ପ୍ରତିଷ୍ଠାତା କୈବଲ୍ୟ ଭୋରା ସର୍ବକନିଷ୍ଠ ଧନୀ ଟିନଏଜର (କିଶୋର) ସ୍ଥାନ ହସଲ କରିଛନ୍ତି। ଯିଏ ଷ୍ଟାର୍ଟଅପ୍ ଡେଲିଭରୀ…

ଡଲାର ତୁଳନାରେ ୪୦ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ: ଭାରତୀୟ ଟଙ୍କା ମୂଲ୍ୟ ହ୍ରାସ ପାଇଛି । ଆଜି କାରବାର ଆରମ୍ଭରୁ ଟଙ୍କା, ଆମେରିକୀୟ ଡଲାର ତୁଳନାରେ ୪୨ ପଇସା ହ୍ରାସ ପାଇ ସର୍ବନିମ୍ନ ସ୍ତର ୮୦.୮୩ରେ ରହିଛି । ବୁଧବାର ଡଲାର ତୁଳନାରେ ଟଙ୍କା କାରବାର ୭୯.୯୭୫୦ରେ ବନ୍ଦ ହୋଇଥିଲା ।…

ବୈଦେଶିକ ବାଣିଜ୍ୟ ନୀତିରେ ବଡ ପରିବର୍ତ୍ତନ, ଭାରତୀୟ ମୁଦ୍ରାରେ ହେବ ଆନ୍ତର୍ଜାତୀୟ ବାଣିଜ୍ୟ

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ଭାରତୀୟ ମୁଦ୍ରାରେ ବିଲ୍ ତିଆରି କରିବା ପାଇଁ ଅନୁମତି ଦେଇଛି। ମିନିଷ୍ଟ୍ରି ଅଫ୍ କମର୍ସ ଭାରତୀୟ ମୁଦ୍ରାରେ ଆନ୍ତର୍ଜାତୀୟ ବାଣିଜ୍ୟ ସମାଧାନ ପାଇଁ ଅନୁମତି ଦେଇଛି। ଏଥିପାଇଁ ଫରେନ…

ବିସଲେରୀ ପାଣି ବୋଟଲ କମ୍ପାନୀର ସେୟାର କିଣିବ କି ଟାଟା ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରତିଷ୍ଠିତ ଶିଳ୍ପପତି ରତନ୍ ଟାଟା ଏବେ ଡ୍ରିଙ୍କିଙ୍ଗ୍ ୱାଟର୍ କମ୍ପାନୀର ସେୟାର କିଣିବାକୁ ଯାଉଛନ୍ତି । ଭାରତରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା ବିସଲେରୀ ଇଣ୍ଟରନ୍ୟାସନାଲର ସେୟାର କିଣିପାରନ୍ତି ରତନ୍ ଟାଟା । ଏନେଇ ଟାଟା ଗ୍ରୁପ୍ ପକ୍ଷରୁ ଏକ ପ୍ରସ୍ତାବ ମଧ୍ୟ…

RBI ରଦ୍ଦ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଖାତାରେ ଟଙ୍କା ଥିଲେ ବି ଉଠାଇ ପାରିବେନି

ମୁମ୍ବାଇ: ଦେଶରେ ବନ୍ଦ ହେବାକୁ ଯାଉଛି ଆଉ ଏକ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନିର୍ଦ୍ଦେଶକୁ ପାଳନ ନକରିବା ଏହି ବ୍ୟାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆସନ୍ତା ସପ୍ତାହରୁ ପୁଣେର ରୂପୀ କୋ-ଅପରେଟିଭ୍ ବ୍ୟାଙ୍କ ବନ୍ଦ ହୋଇଯିବ । ଯଦି ଏହି ବ୍ୟାଙ୍କରେ ଆପଣଙ୍କ ଖାତା ଅଛି ତ…

ପେଟ୍ରୋଲ, ଡିଜେଲ ଦରକୁ ନେଇ ମୋଦି ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଖସୁଛି । ହେଲେ ଦେଶରେ କାହିଁକି କମୁନି ପେଟ୍ରୋଲ ଓ ଡିଜେଲ୍ ଦର । ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରର ମୋଦି ସରକାଙ୍କୁ ଘେରିଛି କଂଗ୍ରେସ । ଦଳୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଦେଶର ବିକାଶ ଦର ବଢ଼ୁ ନାହିଁ କି ଗ୍ୟାସ୍ ଓ ପେଟ୍ରୋଲ,…

ଅଶୋଧିତ ତୈଳଦର କମିବା ପରେ କାହିଁକି ଖସୁନି ପେଟ୍ରୋଲ ଓ ଡିଜେଲ୍ ଦାମ ?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ହ୍ରାସ ପାଇଛି । କିନ୍ତୁ ତଥାପି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଖସୁ ନାହିଁ । ସରକାରୀ ତୈଳ କମ୍ପାନୀଗୁଡ଼ିକ ପୂର୍ବରୁ ଦୈନିକ ୩୦ରୁ ୩୫ ପଇସା ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ାଉଥିଲେ । ଏବେ ଅଶୋଧିତ ତୈଳଦର କମିବା ପରେ କାହିଁକି ଦର ହ୍ରାସ କରୁ…