Latest Odisha News

BREAKING NEWS

Browsing Category

ବାଣିଜ୍ୟ

୫୦ ହଜାର ହେକ୍ଟର ଜମିରେ ଚାଷ ହେବ ଡାଇବେଟିସ ରୋଗୀଙ୍କ ପାଇଁ ହିତକର ନାଗଫେଣୀ ଫଳ

ନୂଆଦିଲ୍ଲୀ: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଚାଷ ହେଉଥିବା ନାଗଫେଣୀ ଫଳ (ଡ୍ରାଗନ ଫ୍ରୁଟ୍ ଇଂରାଜୀରେ)କୁ ଅଧିିକରୁ ଅଧିକ ଚାଷ କରାଯିବ। କଣ୍ଟାଯୁକ୍ତ ଏହି ଫଳକୁ ଅଧିକରୁ ଅଧିକ ଚାଷ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନିକଟରେ ଗୁଜରାଟ ଓ ହରିଆଣା ସରକାର ଏପରି ନିଷ୍ପତ୍ତି…

ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର, ଓଡ଼ିଶାରେ ନୂଆ ଦର ୧୦୭୯ ଟଙ୍କା

ନୂଆଦିଲ୍ଲୀ: ୧୪.୨ କେଜି ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଛି । ବୁଧବାର ସିଲିଣ୍ଡର ପିଛା ଦର ୫୦ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୦୫୩ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଓଡ଼ିଶାରେ ୧୦୭୯ ଟଙ୍କା ହୋଇଛି ।…

ଦୁବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’:ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକମାନଙ୍କୁ ନବୀନଙ୍କ ଆହ୍ବାନ

ଆବୁଧାବି : ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ । ରାଜ୍ୟରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି…

ରିଲିଆନ୍ସ ଜିଓ ବୋର୍ଡରୁ ମୁକେଶ ଅମ୍ବାନୀଙ୍କ ଇସ୍ତଫା, ଜାଣନ୍ତୁ କାରଣ…

ମୁମ୍ବାଇ: ଇସ୍ତଫା ଦେଲେ ମୁକେଶ ଅମ୍ବାନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍, ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ମୁକେଶ ଅମ୍ବାନୀ । ଏବେ ବୋର୍ଡର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଭାବେ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ…

ବିକ୍ରି ହୋଇଯିବ ୯୦ ବର୍ଷର ପୁରୁଣା ଲିପିଷ୍ଟିକ୍ କମ୍ପାନୀ

ନୂଆଦିଲ୍ଲୀ: ବିକ୍ରି ହୋଇଯିବ ୯୦ ବର୍ଷ ପୁରୁଣା ଲିପଷ୍ଟିକ୍ କମ୍ପାନୀ ରେଭଲନ । ଦେବାଳିଆ ହୋଇଯିବା ପରେ ବିକ୍ରି ହେବାକୁ ଆବେଦନ କରିଛି ଆମେରିକାର ଏହି ପ୍ରତିଷ୍ଠିତ କମ୍ପାନୀ। ଗୋଟିଏ ସମୟ ଥିଲା ଯେତେବେଳେ ଆମେରିକୀୟ ମାନେ ଏହି କସମେଟିକ୍ କମ୍ପାନୀ ରେଭଲନର ଲିପଷ୍ଟିକ ଲଗାଇବାକୁ ଅଧିକ…

ଶସ୍ତା ହେଲା ଖାଇବା ତେଲ, ଲିଟର ପିଛା କମିଲା ୧୦ରୁ ୧୫ ଟଙ୍କା

ଭୁବନେଶ୍ୱର: ମହଙ୍ଗାମାଡ଼ରେ ସନ୍ତୁଳି ହେଉଥିବା ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । କମିଲା ଖାଇବା ତେଲର ଦାମ । ପାମ୍ ଓଏଲ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ୍ ତେଲ ଦର ଲିଟର ପିଛା ୧୫ ଟଙ୍କା ପର୍ୟ୍ୟନ୍ତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦର କମିବା ପରେ ଏହି ସବୁ ତେଲର ଦର ହ୍ରାସ…

ପୁଣି ମହଙ୍ଗା ମାଡ଼, ନୂଆ ଗ୍ୟାସ୍ ସଂଯୋଗ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ବିଭିନ୍ନ ସାମଗ୍ରୀର ଦର ବଢ଼ି ଚାଲିଛି । ଗତ କିଛିମାସ ମଧ୍ୟରେ ରୋଷେଇ ଘରେ ବ୍ୟବହୃତ ବିଭିନ୍ନ ଜିନିଷର ଦର ବଢ଼ିଥିବା ବେଳେ ଏବେ ନୂଆ ଘରୋଇ ଗ୍ୟାସ୍ ସଂଯୋଗ ନେବା ମଧ୍ୟ ମହଙ୍ଗା ହୋଇଛି । ଆସନ୍ତାକାଲି ଜୁନ୍ ୧୬ ତାରିଖରୁ ତୈଳ କମ୍ପାନୀ ଗ୍ୟାସ୍ ସଂଯୋଗ କ୍ଷେତ୍ରରେ…

୦.୫୦ ପ୍ରତିଶତ ରେପୋ ରେଟ୍ ବଢ଼ାଇଲା RBI, ମହଙ୍ଗା ହେବ ଋଣ ଓ ଇଏମ୍ଆଇ

ମୁମ୍ବାଇ: ପୁଣି ବଢ଼ିଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି । ବୁଧବାର ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୪.୯୦ ପ୍ରତିଶତ ହୋଇଛି । ମାସକ ମଧ୍ୟରେ ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ରେଟ୍ ବଢ଼ିଛି ।…

RBIର ଘୋଷଣା ପୂର୍ବରୁ ଏହି ବ୍ୟାଙ୍କ ସବୁ ବଢ଼ାଇଲେ ସୁଧହାର

ମୁମ୍ବାଇ: ଆହୁରି ମହଙ୍ଗା ହେବ ଋଣ । ମେ ମାସରେ ଆରବିଆଇର ଜରୁରୀ ଏମପିସି ବୈଠକ ପରେ ରେପୋ ରେଟ୍ ବଢ଼ିଥିଲା । ଏଥିସହ ସବୁ ବ୍ୟାଙ୍କ ସୁଧହାର ବଢ଼ାଇଥିଲେ । ପୁଣି ଚଳିତ ମାସରେ ରେପୋ ରେଟ୍ ବଢ଼ିବା ଆଶଙ୍କା କରାଯାଉଛି । ରେପୋ ରେଟ୍ ବଢ଼ିବା ପୂର୍ବରୁ କେତେକ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛନ୍ତି…

ଆସନ୍ତା ମାସରେ ଦୁଇ ରାଷ୍ଚ୍ରାୟତ ବ୍ୟାଙ୍କକୁ ଘରୋଇ କରଣ ପାଇଁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ଆର୍ଥିକ କ୍ଷତି କମ୍ କରିବାକୁ ଯାଇ ଅନେକ ରାଷ୍ଟ୍ରାୟତ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କ ସହ ବିଲୟ ହେବା ପରେ ଆହୁରି ଦୁଇ ରାଷ୍ଟ୍ରାୟତ ବ୍ୟାଙ୍କ ଘରୋଇ କରଣ ହେବ ବୋଲି ସୂଚନା ରହିଛି। ମୋଦୀ ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଗାମୀ ମାସରେ ସରକାର ଏ ଦିଗରେ ଉପଯୁକ୍ତ…